Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ପୂର୍ବତନ DSWO, ୧୧ଟି ସ୍ଥାନରେ ରେଡ୍
ଭଦ୍ରକ :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭଦ୍ରକର ପୂର୍ବତନ ଡିଏସ୍ଡବ୍ଲୁଓ ଜୟନ୍ତୀ ବେହେରାଙ୍କ ଘରେ ଭିଜିଲାନ୍ସ ଚଢଉ କରୁଛି । ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱର ଗୌତମ ନଗର ଓ ଓଲଡ ଟାଉନ ଅଂଚଳରେ ଥିବା ଫ୍ଲାଟ, ମହିଳା ଓ ଶିଶୁ!-->…
ଅରୁଆ ଚାଉଳରେ ୨ ସେମି ଉଚ୍ଚ ନନ୍ଦିଘୋଷ ଗଢିଲେ ଫୁଲବାଣୀର ପ୍ରତ୍ୟୁଷ
ଫୁଲବାଣୀ : ଅରୁଆ ଚାଉଳରେ ମାତ୍ର ୨ ସେଣ୍ଟିମିଟର ଉଚ୍ଚ ସୂକ୍ଷ୍ମ ନନ୍ଦିଘୋଷ ରଥ ଗଢ଼ିଛନ୍ତି ଫୁଲବାଣୀର ଯୁବ ଶିଳ୍ପୀ ଏନ୍. ପ୍ରତ୍ୟୁଷ କୁମାର। ଏହାର ଚଉଡ଼ା ୧.୫ ସେମି ଓ ଦୈର୍ଘ୍ୟ ୧.୯ ସେମି ରହିଛି। ପୂର୍ବରୁ ପ୍ରତ୍ୟୁଷ ୨.୪ ସେମି ଉଚ୍ଚତା ବିଶିଷ୍ଟ ଚକ୍ ଖଡିରେ ରଥ ତିଆରି କରି ରେକର୍ଡ!-->…
ଓଡିଶା ଛୁଇଁଲା ମୌସୁମୀ…
ଭୁବନେଶ୍ୱର: ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।ଓଡ଼ିଶା ଛୁଇଁଲା ମୌସୁମୀ । ଦୁଇ ଦିନ ଭିତରେ ସାରା ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ । ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି!-->…
ବଢ଼ିଲା ଅବଢ଼ା ଅଟକଳ
ପୁରୀ : ପୁରୀ ପାଇଁ ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ। ପୁରୀକୁ ପୁଣି ଥରେ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ନେଲେ ଏପରି ନିସ୍ପତି। ବଢ଼ିଲା ଅବଢ଼ା ଯୋଜନାର ଅଟକଳ । ପୂର୍ବରୁ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଏହି ଯୋଜନାରେ କିଛି ଅତିରିକ୍ତ ପ୍ରକଳ୍ପ ସାମିଲ୍!-->…
ଆସନ୍ତା କାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭା କରିବେ ଆଉଟସୋର୍ସିଙ୍ଗ କର୍ମଚାରୀ…
(ନବୀନ ବାସ ଭବନ ନିକଟରେ ହେବ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା)
ଫୁଲବାଣୀ : ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜ୍ୟସରକାର ଆମ୍ଭ ଦାବିକୁ ପୂରଣ କରି ନଥିବାରୁ ଏବଂ ସରକାରଙ୍କ ନିକଟରେ ହିଁ ସ୍ଥଗିତ ହୋଇ ଦାବୀକୁ ରଖିଦେଇଥିବାରୁ ୟାରି ଅଭିଯୋଗରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ!-->!-->!-->…
ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ…
ସୁନ୍ଦରଗଡ :ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଠାରେ ବିଶ୍ଵ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ବରେ ଯୋଗର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ!-->…
ରଥଯାତ୍ରାର ଦ୍ୱିତୀୟ ଦିନ : ମୀନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ
ବାଲିଗୁଡା :କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷହୋଇଛି l ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପହଞ୍ଚିବା ପରେ ଯଥାରୀତି ସହକାରେ ମନ୍ଦିରର ମୂଖ୍ୟ ପୂଜକ ମହେଶ୍ୱର ପଣ୍ଡା ଓ ତାଙ୍କ ସହଯୋଗୀ ଙ୍କ!-->…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର, ଟପ୍ପରଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର,ଫୁଲବାଣୀର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ହୋଇଥିବା ଟପରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ୟୁକୋ ବ୍ୟାଙ୍କ ର ମ୍ୟାନେଜର୍ ଦିଗାଲ ଓ ପରିଚାଳନା କମିଟିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି!-->…
ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ
ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ସରକାରୀ ଆଇ ଟି ଇ ଠାରେ ଆନ୍ତର୍ଜାତିକ ଯୋଗ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ସରକାରୀ ଆଇ ଟି ଇ ର ଅଧକ୍ଷ ଇ. ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି!-->…
୧୮ ଓ ୧୯ ଦୁଇଦିନବ୍ୟାପୀ ବନାନୀ କଳାସଙ୍ଗମର ୧୯ ତମ ସାମାଜିକ ନାଟକ “ସୂର୍ଯ୍ୟୋଦୟ ପୂର୍ବେ”
"ସୂର୍ଯ୍ୟୋଦୟ ପୂର୍ବେ" ନାଟକ ଭଞ୍ଜ କଳା ମଣ୍ଡପ, ଭୁବନେଶ୍ବର ଠାରେ ମଧ୍ୟ ମଞ୍ଚସ୍ଥ ହେବ ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ କଳା, ସଂସ୍କୃତି ଓ ନାଟକର ସର୍ବପୁରାତନ ଅନୁଷ୍ଠାନ ବନାନୀ କଳା ସଙ୍ଗମ ଫୁଲବାଣୀ ପକ୍ଷରୁ ରେଡକ୍ରସ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ୧୮ ଓ ୧୯ ତାରିଖ ଦୁଇ ଦିନ!-->…