କଣ୍ଠଶିଳ୍ପୀ ସୌରିନ ଭଟ୍ଟ ମାମଲା: କୋଲକାତାରୁ ଖାଲି ହାତରେ ଫେରିଲା କମିସନରେଟ୍ ପୁଲିସ

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରୁ ଖାଲି ହାତରେ ଫେରିଛି କମିସନରେଟ୍ ପୁଲିସ। ଗତ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଘରେ ନ ଥିଲେ ସୌରିନ। ତାଙ୍କ ପରିବାର ଲୋକେ କହିଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଏବେ ଦିଲ୍ଲୀରେ। ଏଣେ ସେମାନେ ପୀଡ଼ିତା

ବିରୋଧୀଙ୍କ ପାଟନା ବୈଠକକୁ ଯିବେନି ମୟାବତୀ, କଂଗ୍ରେସକୁ କଲେ ଟାର୍ଗେଟ

ପାଟନା : ବହୁ ପ୍ରତିକ୍ଷୀତ ବିରୋଧୀ ଦଳଗୁଡ଼ିକର ବୈଠକ ଆସନ୍ତାକାଲି ପାଟନାରେ ଅନୁଷ୍ଠିତ ହେବ। ୨୦୨୪ରେ ବିଜେପିକୁ ମାତ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ପାଟନାର ଶକ୍ତି ପ୍ରଦର୍ଶନ ସହ ରଣନୀତି ପ୍ରସ୍ତୁତ କରିବେ। ତେବେ ବିଏସ୍‌ପି ମୁଖିଆ ମାୟାବତୀ କିମ୍ବା ତାଙ୍କ ଦଳ ବିରୋଧୀଙ୍କ ଏହି ମହାବୈଠକରେ

ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ

ଶିକ୍ଷାବର୍ଷ ର ପ୍ରଥମ ଦିନରୁ ବାଟ ହୁଡ଼ିଲାଣି ପାଠପଢା…

କେଉଁଠି ଶିକ୍ଷକ ଅଭାବ ତ କେଉଁଠି ରନ୍ଧା ହେଇନି ମଧ୍ୟାହ୍ନ ଭୋଜନ । ମାଲକାନଗିରି// ପଡିଆ, ୨୨/୦୬ ବୁଧବାର ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହମତି କ୍ରମେ ଚଳିତ ଶିକ୍ଷା ବର୍ଷର ପାଠ୍ୟକ୍ରମ ଆରମ୍ଭ ହେବା ସହ ସ୍କୁଲ ଗୁଡିକ ଖୋଲିବାକୁ

ଏଣିକି ଭାରତରେ ତିଆରି ହେବ ଯୁଦ୍ଧ ବିମାନ ଇଞ୍ଜିନ, GE ସହ ଡିଲ୍‌ ଫାଇନାଲ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ ଏଣିକି ଭାରତରେ ହିଁ ତିଆରି ହେବ। ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ହିଁ ବାୟୁସେନାର ଯୁଦ୍ଧ ବିମାନ

କଟକ- ଭୁବନେଶ୍ୱରରେ ପ୍ରାକ୍ ମୌସୁମୀ ବର୍ଷା: ଟୁଇନସିଟିବାସୀ ଆଶ୍ୱସ୍ତ

ଭୁବନେଶ୍ବର: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ଟୁଇନସିଟିବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ସକାଳେ କଟକ ଓ ଭୁବନେଶ୍ବରରେ ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ହେତୁ ଛଟପଟ ହେଉଥିଲେ ଲୋକେ। ହେଲେ ମଧ୍ୟାହ୍ନରେ ଆକସ୍ମିକ ଭାବେ ପ୍ରାକ୍ ମୌସୁମୀ ବର୍ଷା ହେବା କାରଣରୁ ଉଭୟ ମହାନଗରର ଲୋକେ ଟିକେ

ଟ୍ରକକୁ ଧକ୍କା ଦେଲା ପିସିଆର, ୫ ପୋଲିସ୍‌ କର୍ମଚାରୀ ଆହତ

ବୌଦ୍ଧ : ପେଟ୍ରୋଲ ପମ୍ପରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପିସିଆର । ପାଞ୍ଚ ପୋଲିସ୍‌ କର୍ମଚାରୀ ଆହତ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଟ୍ରକକୁ ଖୁବ୍‌ ଜୋରରେ ଧକ୍କା ଦେଇଛି ପିସିଆର ଗାଡ଼ି । ଏଥିରେ ଜଣେ ପୋଲିସ

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

ବାଲିଗୁଡା : ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗୁରୁବାର ଦିନ ଦିନିକିଆ ବାଲିଗୁଡା ଗସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦଣ୍ଡପଦର ନିକଟରେ କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଏକ ବିରାଟ ମୋଟର ସାଇକେଲରେ

କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଚିକିତ୍ସା ସେବା ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ଜିଲ୍ଲାପାଳ ଆଶୀଷ ଈଶ୍ବର ପାଟିଲ ଦୁର୍ଗମ ଅଞ୍ଚଳକୁ ଡ୍ରୋନ ସାହାଯ୍ୟରେ ଔଷଧ ପଠେଇବା ପାଇଁ ଡ୍ରୋନ ସେବାର ଉଦ୍‌ଘାଟନ କରିଛନ୍ତି । କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଦୁର୍ଗମ ତଥା