ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ

କନ୍ଧମାଳ: କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’ ଉଦଘାଟିତ ହୋଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ ସାଂସଦ ଡ. ସାମନ୍ତ ଓଡ଼ିଶାର

ଅଫିସ୍‌ରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ଅଫିସ୍‌ରେ ଯୁକ୍ତିତର୍କ ଭିତରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ। ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ

ବାଲେଶ୍ୱର: ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଶାନ୍ତିକାନନରେ ପହଞ୍ଚି ଫକୀର ମୋହନ ସେନପତିଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପାଣ୍ଡିଆନ । ମିଶନ ଶକ୍ତି ବଜାର ବୁଲିବା ସହ ମିଶନ ଶକ୍ତି ମା’ ମାନଙ୍କ ସହ କିଛି ଆଲୋଚନା କରିଥିଲେ । ଏହାସହ ଉକ୍ରଳ

ସଂଘବଦ୍ଧ ଆକ୍ରମଣ ଓ ଧମକ: ୯ ଗିରଫ ଥାନାରେ ୪ମାମଲା…

ହିଂଜିଳିକାଟୁ,: ହିଂଜିଳିକାଟୁ ପୌରାଂଚଳ ନିକଟ ସୋମପୁର ଗ୍ରାମରେ ବୁଧବାର ରାତିରେ ସୋମପୁର ଗ୍ରାମରେ ଜମିବାଡ଼ି ଓ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ଘଟିଛି । ଗୋଟିଏ ପକ୍ଷ ସଂଘବଦ୍ଧ ଭାବେ ବଳପୁର୍ବକ ବିପକ୍ଷ ବ୍ୟକ୍ତିଙ୍କ କବାଟ ଭାଙ୍ଗି ଘରେ ପଶି ମାରଣାସ୍ତ୍ର ଓ ବନ୍ଧୁକ ମୁନରେ ଧମକ ଓ ମାରଣାତ୍ମକ

ଶ୍ରୀଜିଉଙ୍କ ଆଡ଼ପ ବିଜେ

ପୁରୀ: ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି

ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀ ଡିଏଫଓଙ୍କୁ ଭେଟି ଶବଦାହ ପାଇଁ କାଠ ସଂରକ୍ଷିତ ରଖିବାକୁ ଦାବି ଜଣେଇଲେ

ସୁନ୍ଦରଗଡ଼ (୨୨/୦୬) : ସୁନ୍ଦରଗଡ଼ରେ ଜାଳେଣି କାଠର ଦେଖା ଦେଇଥିବା କୁତ୍ରିମ ଅଭାବ ଏପରି କି ଅନେକ ସମୟରେ ମୃତକଙ୍କ ଶବଦାହ ପାଇଁ ମଧ୍ୟ୍ୟ କାଠ ନ ମିଳିବାରୁ ଲୋକେ ଶବକୁ ମାଟି ଖୋଳି ପୋତିବା ମାଧ୍ୟମ ଆପଣେଇ ଥିବା ଖବର ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ

କାଶିପୁର ବ୍ଲକରେ ଲୋକକଳା ଦିବସ ପାଳିତ

କାଶିପୁର : ଲୁକାୟତ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଓଡିଆ ଭାଷା,ସାହିତ୍ୟ ଓ ସସ୍କୃତ ବିଭାଗ ଓଡିଶା ସରକାର ସବୁ ଜିଲ୍ଲା ଓ ବ୍ଲକରେ ପାଳନ କରାଯାଉଛି । ଠିକ ସେହିପରି ଆଜି ରାୟଗଡା ଜିଲା କାଶିପୁର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ

ଆଇସିସି ଟେଷ୍ଟ ମାନ୍ୟତା: ଅଶ୍ବିନ ଶୀର୍ଷରେ ସ୍ଥିର

ଦୁବାଇ: ଭାରତୀୟ ଅଫ୍‌ ସ୍ପିନର୍‌ ବୁଧବାର ପ୍ରକାଶିତ ଆଇସିସ ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ ଖେଳିନଥିବା ଅଶ୍ବିନ ପୂର୍ବ ପରି ୮୬୦ ପଏଣ୍ଟ ସହ ୧ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଜେମ୍ସ ଆଣ୍ଡରସନ୍‌ (୮୨୯)

ବିଦ୍ରୋହ ଫେଲ ମାରିଥିଲେ ଆତ୍ମହତ୍ୟା କରିଥାନ୍ତେ ଏକନାଥ ସିନ୍ଦେ, ଲୁଚିଥିବା ସତ କହିଲେ ଶିକ୍ଷାମନ୍ତ୍ରୀ ଦୀପକ

ମୁମ୍ବାଇ : ବର୍ଷେ ତଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯେଉଁ ବିଦ୍ରୋହ କରିଥିଲେ, ତାହା ବିଫଳ ହୋଇଥିଲେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା ଦେଇଥାଆନ୍ତେ। ବୁଧବାର ଏହା କହିଛନ୍ତି ମହାରାଷ୍ଟ୍ରର ଶିକ୍ଷା ମନ୍ତ୍ରୀ ତଥା ସିନ୍ଦେଙ୍କ ଏକାନ୍ତ ସହଯୋଗୀ ଦୀପକ କେଶରକର। ଯାହାକୁ ନେଇ

ଲାଲୁଙ୍କ ପାଦ ଛୁଇଁଲେ, ଗୋଟିଏ ପରିବାର ହୋଇ ଲଢ଼ିବେ କହିଲେ ମମତା ବାନାର୍ଜୀ

ପାଟନା : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଯୋଗ ଦେବା ପାଇଁ ଆଜି ଠାରୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ପାଟନାରେ ପହଞ୍ଚିବା ପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଲୋକଙ୍କୁ