ଦାରିଙ୍ଗବାଡ଼ିରେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ

ଦାରିଙ୍ଗବାଡ଼ି, ୨୩/୦୬, ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ଗତକାଲି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ରେ ପହଞ୍ଚିଛନ୍ତି। ପ୍ରାକ ମୌସୁମୀ ପ୍ରଭାବରେ ଦାରିଙ୍ଗବାଡ଼ିରେ ଲାଗି ରହିଥିବା ଝିପି

ବାଲିଗୁଡାରେ ନୂତନ ଏସଡିପିଓଙ୍କ ଯୋଗଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି | ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ | ରାଜ୍ୟ

ଜନସଙ୍ଘ ପ୍ରତିଷ୍ଠାତା ଡ଼ଃ.ଶ୍ୟାମାପ୍ରସାଦ ମୁଖର୍ଜୀଙ୍କର ବଳିଦାନ ଦିବସ ପାଳନ

ସୁନ୍ଦରଗଡ ( ୨୩.୦୬) : ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସଦରମହକୁମାସ୍ଥିତ ଭୋଜପୁର ଠାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଭାରତର ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ

ଜିଲ୍ଲାପାଳଙ୍କ ଧରାକୋଟ ବ୍ଲକ୍ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଛତ୍ରପୁର (୨୩.୦୬) : ଧରାକୋଟ ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେହି ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କସହ ଆଲୋଚନା କରି ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ

ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ପ୍ରଖର ରାଷ୍ଟ୍ରବାଦୀ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୦ ତମ ବଳିଦାନ ଦିବସ ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଆଗା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟ

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଜଣେଇଲା ସୁନ୍ଦରଗଡ ବିଜେଡି

ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ଼ ବିଜୁ ଜନତା ଦଳର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତ୍ରୁତ୍ବରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି କେତେକ ଜନହିତକର କାର୍ଯ୍ୟ ପାଇଁ ଦାବି କରିଵା ସହିତ ଏକ ଦାବିପତ୍ର

ଘରେ ପଶୁଣୁ ଚାଳ ବାଜିଲାଣି : ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ ନକଲେ ପରବର୍ତ୍ତୀ ବୈଠକକୁ ଆପ୍‌ ବର୍ଜନ କରିବ

ନୂଆଦିଲ୍ଲୀ : ବିଜେପି ବିରୋଧରେ ମହଗଠବନ୍ଧନ ତିଆରି କରିବାକୁ ବିରୋଧୀ ଆରମ୍ଭ କରିଥିବା ଯୋଜନାରେ ଆମ୍ଭରୁ କେଁ ପଶିଛି। ଆଜି ୧୬ଟି ବିରୋଧୀ ଦଳର ନେତା ପାଟନାରେ ବୈଠକ କରିବା ସହ ଏକାଠି ସାମ୍ବାଦିକ ସମ୍ମିଳନୀ କରି ଏକତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ହେଲେ ବୈଠକରେ ଯୋଗ ଦେଇଥିବା

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ପୂଜାରା, ଦିନିକିଆରେ ସଞ୍ଜୁ ସାମସନ୍ ସାମିଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଶୁକ୍ରବାର ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା

ସଂସଦ ଅଧିବେଶନ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ବିଷୟରେ ନିଷ୍ପତ୍ତି ନିଆଯିବ: ଖଡ୍‌ଗେ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ସେବା ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ବିରୋଧ କରାଯିବା ନ ଯିବା ନିଷ୍ପତ୍ତି ସଂସଦ ଅଧିବେଶନ ପୂର୍ବରୁ ଗ୍ରହଣ କରାଯିବ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।କଂଗ୍ରେସ ଯଦି ପ୍ରସଙ୍ଗରେ ସମର୍ଥନ ନ କରେ ପାଟନା ବିରୋଧୀ

ଛୁଟି ନମିଳିବାରୁ ଚାକିରୀରୁ ଇସ୍ତଫା ଦେଇଦେଲେ ଡେପୁଟି କଲେକ୍ଟର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଲବକୁଶନଗରରେ ବସବାସ କରୁଥିବା ଜଣେ ମହିଳା ଡେପୁଟି କଲେକ୍ଟରଙ୍କୁ ଛୁଟି ନମିଳିବାରୁ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି।ସୂଚନାଯୋଗ୍ୟ, ଏସଡିଏମ୍ ପଦରେ ନିୟୋଜିତ ଥିବ‌େ ନିଶା ବାଙ୍ଗରେ ବେତୁଲ ଜିଲ୍ଲାର ଆମଲାରେ ଜୁନ