Sign in
Sign in
Recover your password.
A password will be e-mailed to you.
ଭାଇ ବିବାହରେ ଯୁବକ ହେଲେ ରକ୍ତମୁଖା; ନିଜ ପରିବାରର ୫ ଜଣଙ୍କୁ ହାଣିଲା…
ଉତ୍ତରପ୍ରଦେଶ : ବିବାହ ସାରି ବର କନିଆ ଘରକୁ ଫେରିଥିବା ବେଳେ ଘରେ ଥିଲା ବନ୍ଧୁବାନ୍ଧବକଙ୍କ ଭିଡ଼ । ହେଲେ ରାତି ଅଧରେ ନିଜ ଭାଇ ସାଜିଲା ରକ୍ତମୁଖା। ଭାଇ ବିବାହରେ ଭାଇ ଖେଳିଳା ରକ୍ତର ହୋଲି । ହାତରେ ମାରଣାସ୍ତ୍ର ଧରି ନିଜ ଆତ୍ମୀୟଙ୍କୁ ହାଣି ଚାଲିଲା। ଘଟଣାସ୍ଥଳରେ ୫ ଜଣ ଆଖି ବୁଜି!-->…
ପୁଟିନଙ୍କ ବିରୋଧରେ ତାଙ୍କ ବିଶ୍ୱସ୍ତ ଦେଲେ ଯୁଦ୍ଧ ଡାକରା
ନିଃସର୍ତ୍ତ ଅଫିସ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଢ଼ିଲାଣି ଅଡ଼ୁଆ। ତାଙ୍କ ବିଶ୍ୱସ୍ତ ୟେଭ୍ଗେନି ପ୍ରିଗୋଝିନ୍ ରୁଷ ସେନା ବିରୋଧରେ ଯୁଦ୍ଧ ଡାକରା ଦେଇ ସାରିଛନ୍ତି। ଏପରିକି ସେ ନିଜ ‘ୱାଗ୍ନର୍’ ମିଲିଟାରୀ ଗ୍ରୁପକୁ ମସ୍କୋ ରାସ୍ତା ଉପରେ ଓହ୍ଲାଇ ଦେଇଛନ୍ତି। ତେଣୁ!-->…
ଭାରତର ଜାତୀୟ ସଙ୍ଗୀତ ଗାଇଲେ ଆମେରିକୀୟ ସିଙ୍ଗର, ଛୁଇଁଲେ ମୋଦିଙ୍କ ପାଦ
ନୂଆଦିଲ୍ଲୀ :ବିଦେଶୀ ସିଙ୍ଗର ମ୍ୟାରି ମିଲିବେନଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ। ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ!-->…
ମୋଦିଙ୍କୁ ଟି- ସାର୍ଟ ଉପହାର ଦେଲେ ବାଇଡେନ, ଲେଖାଅଛି AI
ନିଃସର୍ତ୍ତ ଅଫିସ : ତିନି ଦିନିଆ ଆମେରିକା ଗସ୍ତ ସାରି ଇଜିପ୍ଟ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ଏକ ଖାସ୍ ଉପହାର ପ୍ରଦାନ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
!-->!-->!-->…
ଆସାମରେ ଭୟଙ୍କର ବନ୍ୟା : ପାଣିଘେରରେ ୫ ଲକ୍ଷ ଲୋକ
ଦିସପୁର : ଆସାମରେ ଭୟଙ୍କର ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୬ ଟି ଜିଲାର ୪.୮୮ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି। ବନ୍ୟା ଓ ଭୂସ୍ଖଳନ ପରିସ୍ଥତି ଯୋଗୁ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ!-->…
୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ : ଶାହ
ନୂଆଦିଲ୍ଲୀ : ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ପରାସ୍ତ କରିବା ନିମନ୍ତେ ରଣରୀତି ପ୍ରସ୍ତୁତ ପାଇଁ ଏକାଧିକ ବିରୋଧୀ ଦଳ ବିହାରର ପାଟନାରେ ଶୁକ୍ରବାର ବୈଠକ କରିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ। ସାମ୍ବାଦିକଙ୍କ ସହ!-->…
ମୋଦୀଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କଲେ ବାଇଡେନ୍ ଦମ୍ପତି
ୱାଶିଂଟନ୍ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପକ୍ଷରୁ ହ୍ବାଇଟ୍ ହାଉସ୍ରେ ଆୟୋଜିତ ନୈଶ ଭୋଜି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବର ମହୋତ୍ସବରେ ପରିଣତ ହୋଇଥିବା ଲକ୍ଷ୍ୟ କରାଯାଇଛି। ବାଇଡେନ୍ ନିଜେ ମଧ୍ୟ ବନ୍ଧୁତ୍ବର ଏହି!-->…
ଦିଲ୍ଲୀ ଫେରିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା
ଝାରସୁଗୁଡା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତ ସାରି ଶୁକ୍ରବାର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ସୁରେଶ ପୁଜାରୀଙ୍କ!-->…
ଭିଜିଲାନ୍ସ କୋର୍ଟରେ ହାଜର ହେବେ କୁବେର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ
ନବରଙ୍ଗପୁର: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଆଜି ସନ୍ଧ୍ୟାରେ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ହାଜର କରିବ ଭିଜିଲାନ୍ସ । ସୁନ୍ଦରଗଡ଼ ସ୍ୱତନ୍ତ୍ର!-->…
କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ
ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ!-->…