ଶଙ୍କରାଖୋଲରେ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଓଡିଶା ମିଲେଟ ମିସନ ତରଫରୁ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମିଲେଟରେ ସିପି ଏବଂ ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ

ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସଡ଼କ ପଥ ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ

ମାଲକାନଗିରି (୨୪/୦୬) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତାବିତ ୨୧ ଟି ସଡକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୧୫୮ କୋଟି ଟଙ୍କା ବ୍ୟୟରେ ୧୭୨.୫୩ କିଲୋମିଟର ସଡ଼କ ପ୍ରକଳ୍ପ ନିର୍ମାଣ ହେବ।

ଉଲିପଦର ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ଚାଲିଛି ଶିକ୍ଷା ଦାନ

ସ୍କୁଲ ପରିସର ସାଜିଛି ପାଇଖାନା ସ୍ଥଳ ଓ ଗାଈ ଗୋରୁଙ୍କ ଗୁହାଳ ଦାରିଙ୍ଗବାଡି,୨୪/୦୬ : ରାଜ୍ୟ ସରକାର ୫ଟି ମାଧ୍ୟମରେ ସାରା ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତ କରଣ ସହିତ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଥିବା ବେଳେ,

ହାଟପଦା ପ୍ରାଥମିକ ବିଦ୍ୟାଳୟର ପରିସର ଅନାବନା ଘାସରେ ଭରପୁର

ଦାରିଙ୍ଗବାଡି, ୨୪/୦୬ : ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ହାର କମ ରହିଥିବା ଖବର ହସ୍ତଗତ ହୋଇଛି। ୨୧ ତାରିଖରୁ ସମସ୍ତ ବିଦ୍ୟାଳୟ ଖୋଲି ଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବା ସତ୍ୱେ ଉପାନ୍ତ ଇଲାକାରେ ଥିବା କିଛି ବିଦ୍ୟାଳୟ

ଲଙ୍କା ଗୁଣ୍ଡ ଫିଙ୍ଗି ହାଣିବା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ…

ବ୍ରହ୍ମପୁର : ଗୋଳନ୍ତରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥ ଇସକନ୍ ମନ୍ଦିର ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି କନିଶି ଗ୍ରାମର କୁନା ଚନ୍ଦ୍ର ଖଟୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସୂଚନା ଅନୁଯାୟୀ କୁନା ନିଜ ମାଁ

ଗିରଫ ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ୫ କୋଟିରୁ ଅଧିକ ପରିମାଣର ସଂପତ୍ତି…

ଭୁବନେଶ୍ବର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ। ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ କୁମାର

ଧନ ବଳରେ ବଳିୟାନ ହୋଇ ବେଆଇନ ଭାବେ ନିର୍ମାଣ କରିଥିବା କୋଠାକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ…

ମାଲକାନଗିରି : ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି କୋଠା ନିର୍ମାଣ କରିଥିବା ଯୋଗୁଁ ମାଲକାନଗିରି ତହସିଲ ଅନ୍ତର୍ଗତ ଏମଭି-୪୨ ଗ୍ରାମର ପିଯୁସ୍ ବରାଳଙ୍କ କୋଠାକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଏଣୁ ମାଲକାନଗିରି ତହସିଲଦାର ଶ୍ରୀ ସୟଦ ସବୀର ସାହ ଙ୍କ କାର୍ଯ୍ୟାନୁଷ୍ଠାନ କ୍ରମେ

ମଣିପୁର ହିଂସା: ସର୍ବଦଳୀୟ ବୈଠକ ଡାକିଲେ ଶାହା

ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ । ପାଖାପାଖି ଦୁଇ ମାସ ହେବ ମଣିପୁର ହିଂସାର ନିଆଁରେ ଜଳୁଥିବା ବେଳେ କୌଣସି ସ୍ଥିତିର ସମାଧାନ କରିପାରୁନାହାନ୍ତି କେନ୍ଦ୍ର ସରକାର

୧୩ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଏନଆଇଏ

ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତକୁ ବେଆଇନ ଭାବେ ଅନ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚାଲାଣ କରୁଥିବା ୧୩ ପାକିସ୍ତାନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି NIA( ଜାତୀୟ ସୁରକ୍ଷା ଏଜେନ୍ସି ) । ସେମାନଙ୍କ ମଧ୍ୟରୁ ୧୦ ଜଣ ଏବେ ଭାରତ ଜେଲ୍‌ରେ ବନ୍ଦୀ ଥିବା

ଖାଇରେ ଖସିଗଲା ଗାଡ଼ି; ଜଣେ ମୃତ, ୭ ଜଣ ଗୁରୁତର

ଉତ୍ତରାଖଣ୍ଡ : ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍‌ ଭାରସାମ୍ୟ ହରାଇ ଏକ ଗଭୀର ଘାଇରେ ଖସି ପଡ଼ିଥିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ କେଦାରନାଥ ଦର୍ଶନ କରିବାକୁ ଯାଉଥିଲେ। ପୁଲିସ୍‌ ସୂଚନା ଅନୁଯାୟୀ, ଉତ୍ତରକାଶୀ