Sign in
Sign in
Recover your password.
A password will be e-mailed to you.
ଛୁଟି ନମିଳିବାରୁ ଚାକିରୀରୁ ଇସ୍ତଫା ଦେଇଦେଲେ ଡେପୁଟି କଲେକ୍ଟର
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଲବକୁଶନଗରରେ ବସବାସ କରୁଥିବା ଜଣେ ମହିଳା ଡେପୁଟି କଲେକ୍ଟରଙ୍କୁ ଛୁଟି ନମିଳିବାରୁ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି।ସୂଚନାଯୋଗ୍ୟ, ଏସଡିଏମ୍ ପଦରେ ନିୟୋଜିତ ଥିବେ ନିଶା ବାଙ୍ଗରେ ବେତୁଲ ଜିଲ୍ଲାର ଆମଲାରେ ଜୁନ!-->…
‘ଦି ଟାଇଟନ୍’ ବିସ୍ଫୋରଣ ଅତ୍ୟନ୍ତ ଭୟାବହ : ଉଦ୍ଧାରକାରୀ ଦଳ
ନୂଆଦିଲ୍ଲୀ: ଗତ ରବିବାର ‘ଓସେନ୍ ଗେଟ୍ ଏକ୍ସପିଡିସନ୍’ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍’ ଆଟ୍ଲାଣ୍ଟିକ୍ ମହାସାଗର ଭିତରେ ହଠାତ୍ ବିସ୍ଫୋରଣର ଶିକାର ହୋଇଥିଲା। ଫଳରେ ଏଥିରେ ଥିବା ୫ଜଣ ଯାତ୍ରୀଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଏହି ୫ଜଣ ଯାତ୍ରୀ!-->…
ଭାରତରେ ଧର୍ମ, ଜାତି, ଲିଙ୍ଗ କିମ୍ବା ବର୍ଣ୍ଣକୁ ନେଇ କୌଣସି ପାତରଅନ୍ତରର ପ୍ରଶ୍ନ ହିଁ ନାହିଁ – ମୋଦି
ଭାରତରେ ବାକ୍ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କ ସହ ପାତରଅନ୍ତର କରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମିଶି ସାମ୍ବାଦିକମାନଙ୍କ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ।ଏହି ସମୟରେ ଜଣେ!-->…
5-ଟି ଉପକ୍ରମରେ ନନ୍ଦନକାନନ ର ହେବ ରୂପାନ୍ତର, ବିଶ୍ବସ୍ତରୀୟ ହେବ ନନ୍ଦନକାନନ
ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ
୨୦୨୩-୨୫ ଓ ୨୦୨୫-୨୮
ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ
ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ କେନ୍ଦ୍ର ହେବ
ନନ୍ଦନକାନନରେ!-->!-->!-->!-->!-->!-->!-->!-->!-->…
ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା ହେଲା ବାଲ୍ ସାହିତ୍ୟ ପୁରସ୍କାର
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ!-->…
ୟୁଏସ କଂଗ୍ରେସକୁ ମୋଦିଙ୍କ ସମ୍ବୋଧନ, କହିଲେ- ଆତଙ୍କବାଦୀର ମୁକାବିଲା ପାଇଁ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ ଉଚିତ…
ନୂଆଦିଲ୍ଲୀ :ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ ଭାରତ ଆମେରିକା ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ମିଳିତ ଭାବେ ଆତଙ୍କବାଦର ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି। ଏଥିସହ ଆତଙ୍କବାଦର!-->…
ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା: କେନ୍ଦ୍ରାପଡ଼ାରୁ ଅଭିଯୁକ୍ତ ଯୁବକ ଗିରଫ
ଭୁବନେଶ୍ବର/କେନ୍ଦ୍ରାପଡ଼ା: ଗତ ୨୦ ତାରିଖ ଦିନ ଭୁବନେଶ୍ବରରେ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ରମେଶ ବାରିକ ଆଜି କେନ୍ଦ୍ରାପଡ଼ାରୁ ଗିରଫ ହୋଇଛି। ପୁଲିସ ଅଭିଯୁକ୍ତ ରମେଶକୁ ଗିରଫ କରିବା ପରେ ଅଧିକ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ୨୦ ତାରିଖ ଅର୍ଥାତ୍!-->!-->!-->…
ଆବାସ ଦୋଷୀ ଜେଲ ଯିବେ: ଗିରିରାଜ
ଭୁବନେଶ୍ୱର: ଅବାସ ଦୁର୍ନୀତି ତଦନ୍ତ ହେବ କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ତଦନ୍ତ କରାଯାଇ ଯିଏ ଦୋଷୀ,ଜେଲ ପଠାଯିବ ବୋଲି କହିଲେ ଗିରିରାଜ । ଆବାସ ଦୁର୍ନୀତ୍ତିରେ ହେରଫେରକୁ ରୋକିବାକୁ ଚେଷ୍ଟା କରାଯିବ । ଆବାସ ସହ ମନରେଗା କାର୍ଯ୍ୟ ଦୁର୍ନିିତିର ମଧ୍ୟ ତଦନ୍ତ ହେବ ବୋଲି କହିଛନ୍ତି!-->…
ହୋଟେଲ ରୁମ୍ରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ
ଦେବଗଡ଼ : ଦେବଗଡ଼ ସହରରେ ଥିବା ଏକ ହୋଟେଲ ରୁମରୁ ମିଳିଲା ଏସବିଆଇ ସିଏସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ। ତାଙ୍କ ନାଁ ସୁବାସ ଅଗ୍ରୱାଲ। ତାଙ୍କ ଘର ସମ୍ବଲପୁରର ଅଇଁଠାପାଲିରେ।
ଗତ ୪ ଦିନ ହେଲା ସୁବାସ ଅଗ୍ରୱାଲ ଦେବଗଡ଼ ଏସ୍ବିଆଇରେ ସିଏସି ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ସେହି ଦିନ!-->!-->!-->…