ପତ୍ନୀଙ୍କ ପାଇଁ ୫୫ ହଜାର ଟଙ୍କାର ୧ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଲେ ସ୍ୱାମୀ, ତା’ପରେ

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ଗୋଟିଏ ଅଜବ ଘଟଣା। ପତ୍ନୀଙ୍କ ରକ୍ଷାଣବେକ୍ଷଣ ଖର୍ଚ୍ଚ ପାଇଁ ବାକି ରହିଥିବା ୫୫ ହଜାର ଟଙ୍କା ଦେବାକୁ କେବଳ ଟଙ୍କିକିଆ ଓ ୨ ଟଙ୍କିଆ କଏନ ଧରି କୋର୍ଟରେ ପହଞ୍ଚିଛନ୍ତି ଜଣେ ବ୍ୟକ୍ତି। ୭ଟି ଅଖାରେ ସେ କେବଳ କଏନ ଧରି କୋର୍ଟରେ ପହଞ୍ଚିବା ପରେ ବିଚାରପତି ମଧ୍ୟ

ଏନଡିଏରେ ଯୋଗ ଦେଲା ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା 

ଦିଲ୍ଲୀ/ପାଟନା : ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାବେଳେ ଦେଶରେ ରାଜନୈତିକ କାର୍ଯ୍ୟକଳାପ ବଢିଚାଲିଛି । ଗୋଟିଏ ପଟେ ବିରୋଧୀ ଦଳ ଆସନ୍ତା ୨୩ ତାରିଖରେ ପାଟନାରେ ଏକାଠି ହେଉଥିବାବେଳେ ତାହାର ଦୁଇଦିନ ପୂର୍ବରୁ ବିରୋଧୀ ଏକତାକୁ ଏକ ଧକ୍କା ଦେଇଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହା

ଫୁଲବାଣୀରେ ମହାସମାରୋହରେ ରଥଯାତ୍ରା ପାଳିତ…

ଫୁଲବାଣୀ:ହିନ୍ଦୁ ଧର୍ମରେ ଜଗନ୍ନାଥ ରଥ ଯାତ୍ରାର ମହତ୍ୱ ରହିଛି। ଏହି ଉତ୍ସବ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଭଗବାନ କୃଷ୍ଣଙ୍କୁ ପୂଜା କରିବା ପାଇଁ ଉତ୍ସର୍ଗୀକୃତ l ଉତ୍ସବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ l ସେହି ପରମ୍ପରାକୁ ବଜାୟ ରଖି ଫୁଲବାଣୀ ସ୍ଥିତ ଜଗନ୍ନାଥ

ଜୟପୁର ମାଲକାନଗିରି ମୂଖ୍ୟ ରାସ୍ତା ଗାଡ଼ି ମୁହାଁ ମୁହିଁ ଧକ୍କା ଅଳ୍ପ କେ ବର୍ତୀଲେ ଯାତ୍ରୀ…

ମାଲକାନଗିରି,:ଆଜି ସକାଳୁ ଜୟପୁର ଠାରୁ ମାଲକାନଗିରି ମୂଖ୍ୟ ରାସ୍ତା ରେ ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ସୂଚନା ମୁତାବକ ଜୟପୁର ପଟୁ ଆସୁଥିବା ଏକ OD30B7080ERTIGA ଗାଡ଼ି ମାଲକାନଗିରି ଠାରୁ ଜୟପୁର ଅଭିମୁଖେ ଯାଉଥିବା OD30C5115 Mahindra XUV ଗାଡ଼ି ସହ ମୁହାମୁହି ଧକ୍କା

ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ ; ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା । ଏହାପରେ ସୂର୍ଯ୍ୟପୂଜା,

ରଥଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ପଣା ବଣ୍ଟନ

ବାଲିଗୁଡା : ରଥଯାତ୍ରା ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡାର "ଫ୍ରେଣ୍ଡସ ଗ୍ରୁପ" ତରଫରୁ ମା 'ପାଟଖଣ୍ଡାଙ୍କ ମନ୍ଦିର ସମ୍ମୁଖରେ ଦହି ଚହ୍ଲା ପଣା ବଣ୍ଟନ କରାଯାଇଛି l ପ୍ରବଳ ଖରା ଓ ଗରମ ଯୋଗୁଁ ତୃଷାର୍ତ୍ତ ଭକ୍ତ ମାନଙ୍କ ପାଇଁ ଗ୍ରୁପ ତରଫରୁ ଏକ ଭିନ୍ନ ପ୍ରୟାସକୁ ସବୁ ମହଲରୁ ପ୍ରଶଂସା

ମହା ଆଡମ୍ବରରେ ସମାପନ ହେଲା ଉମରକୋଟ ରଥଯାତ୍ରା

ଉମରକୋଟ (୨୦/୦୬) : ଉମରେକାଟ ଠାରେ ଉମରକୋଟ ଜଗନ୍ନାଥ ମନ୍ଦିର କମିଟି ତତ୍ତାବଧାନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ସମାପନ ହୋଇଛି | ଏଥିରେ ଉମରକୋଟ ସହରର ସମସ୍ତ ପ୍ରଶାସନ ବିଭାଗ ଠାରୁ ଆରମ୍ଭ କରି ସାଧାରଣ ଜନତା ସହଯୋଗ କରିଛନ୍ତି | ବିଭିନ୍ନ

ରଥରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

କାଶିପୁର (୨୦/୬) : ରାୟଗଡା ଜିଲ୍ଲା କାଶିପୁର ଓ ଟିକିରି ରେ ଆଜି ପବିତ୍ର ରଥଯାତ୍ରା ପାଳିତହୋଇଯାଇଛି। ଏହି ନବଦିନାତ୍ମକ ଯାତ୍ରାରେ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଭୋଗ ପରେ ରଥ

ହିଞ୍ଜିଳିକାଟୁ : ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର

ହିଞ୍ଜିଳିକାଟୁ (୨୦।୬) : ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହି, ହିଞ୍ଜିଳିକାଟୁ ପୌରପରିଷଦ ବଡ ରଙ୍ଗୁଣି ସାହି ଓ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସକାଶେ ହିଞ୍ଜିଳିକାଟୁ ସହର ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉଙ୍କ ନୀତିକାନ୍ତି ଭୋର ୪

ବିଦ୍ୟୁତ୍ ଆଘାତରେ ମହିଳା ମୃତ

ହିଞ୍ଜିଳିକାଟୁ (୨୦।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ସାହି ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରାମ ସାହୁଙ୍କ ପତ୍ନୀ ମାଣିକଲତା ସାହୁ ୩୬ ।ପ୍ରକାଶ ଥାଉକି ମୃତ ମାଣିକଲତା