ଭାରତରେ ପ୍ରସ୍ତୁତ ୭ କଫ୍ ସିରପକୁ ନିଷିଦ୍ଧ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସମଗ୍ର ବିଶ୍ୱରେ ୩୦୦ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ୍ ସିରପକୁ ଦାୟୀ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଫଳରେ ଭାରତରେ ପ୍ରସ୍ତୁତ ୭ଟି କଫ ସିରପ (କାଶ ଔଷଧ)କୁ ନିଷିଦ୍ଧ କରିବା ସହ ଏସବୁ ଉତ୍ପାଦନ କରୁଥିବା କମ୍ପାନିଙ୍କୁ

ପଞ୍ଜାବ ବିଧାନସଭାରେ ଶିଖ ଗୁରୁଦ୍ୱାରସ(ସଂଶୋଧିତ) ବିଲ୍‌ ୨୦୨୩ ଗୃହୀତ

ଚଣ୍ଡୀଗଡ଼ : ଗୁରୁବାଣୀ ସମସ୍ତଙ୍କ ପାଇଁ ଓ ସମସ୍ତେ ଏହାକୁ ମାଗଣାରେ ଶୁଣି ପାରିବେ ଏବଂ ଦେଖିପାରିବେ। ଲୋକମାନେ ନିଜ ପସନ୍ଦର ଚ୍ୟାନେଲରେ ଗୁରୁବାଣୀର ସିଧାପ୍ରସାରଣର ଦୃଶ୍ୟ ଦେଖିବାକୁ ସକ୍ଷମ ହେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି।ଆଜି ବାଦବିବାଦ ମଧ୍ୟରେ ପଞ୍ଜାବ

ଅହମ୍ମଦାବାଦ ରଥଯାତ୍ରା ବେଳେ ଅଘଟଣ ; କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ୧ ମୃତ, ୨୪ ଆହତ

ଅହମ୍ମଦାବାଦ : ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁଜରାଟର ଅହମ୍ମଦାବାଦ ଉତ୍ସବମୁଖର ଥିବାବେଳେ ସେଠାରେ ଏକ ଅଘଟଣ ଘଟିଛି । ରଥ ଯାଉଥିବା ରାସ୍ତା ନିକଟରେ ଥିବା ଏକ କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ ଆହୁରି କିଛି ଲୋକ ଆହତ ହୋଇଛନ୍ତି ।ମିଳିଥିବା ସୂଚନା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ ଗଲେ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲୋକମାନେ ପ୍ରବଳ ଖରା ଯୋଗୁ ଅସୁସ୍ଥ ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ମୌସୁମୀ ଠିକଣା ସମୟରେ ଆସି ନଥିବାରୁ ଲୋକମାନେ ଖରା ମାଡ଼ରେ ଡହଳ ବିକଳ ହେଉଛନ୍ତି।ସ୍ଥିତିକୁ ଦେଖି ଆଜି ଗ୍ରୀଷ୍ମ ପ୍ରବାହ ସ୍ଥିତିର

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଛତିଶଗଡ଼ବାସୀଙ୍କର ମଧ୍ୟ ଆରାଧ୍ୟ ଦେବତା: ବଘେଲ

ରାୟପୁର: ଭକ୍ତ ଓ ଭଗବାନଙ୍କର ମହା ମିଳନର ମହାନ ପର୍ବ ରଥଯାତ୍ରା ସ୍ଥାନୀୟ ଗାୟତ୍ରୀନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏଠାରେ ଉପସ୍ଥିତ ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ,

ଏଲନ ମସ୍କଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ : ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଶ୍ୱର ୧ନଂ ଧନୀ ତଥା ଟେସଲା ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ। ମସ୍କ ଟ୍ୱିଟର କିଣିବା ପରେ ମୋଦି ତାଙ୍କୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି।୨୦୧୫ରେ ମୋଦି ଓ ମସ୍କଙ୍କ ଭେଟଘାଟ

ପାକିସ୍ତାନର ପଞ୍ଜାବରେ ପରମାଣୁ କାରଖାନା ସ୍ଥାପନ କରିବ ଚୀନ୍‌

ଇସ୍‌ଲାମାବାଦ: ଚୀନ୍‌ ପାକିସ୍ତାନର ପଞ୍ଜାବରେ ଏକ ପରମାଣୁ କାରଖାନା ସ୍ଥାପନ କରିବ ବୋଲି ପାକ୍‌ ସରକାର ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି। ଦୁଇ ସର୍ବକାଳୀନ ସହଯୋଗୀ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧିର ସଙ୍କେତ ସ୍ୱରୂପ ଚୀନ୍‌ ଏହି ୧୨୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପରମାଣୁ ଶକ୍ତି

ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନକଲେ ନନ୍ଦନ ନିଲେକାନି

ମୁମ୍ବାଇ : ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି। ଆଇଆଇଟି ବମ୍ବେ ସହ ତାଙ୍କର ସମ୍ପର୍କ ୫୦ ବର୍ଷ ପୂରିଛି। ତେଣୁ ଏହି ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସେ ଏତେ ପରିମାଣର ଟଙ୍କା ଦାନ କରିଛନ୍ତି। ୧୯୭୩ରେ

ତୈଳିକ ସମାଜର କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ…

ସଭାପତି-ଦଣ୍ଡାସି ସମ୍ପାଦକ-ତ୍ରିପତି ଅଧିକାରୀ ହେଲେ -ଧର୍ମା ସାହୁ ଚିକିଟୀ-ଚିକିଟୀ ଖେମୁଣ୍ଡୀ ହଳଦିଆ ତୈଳିକ ବୈଶ୍ୟ ସମାଜର ଦୀର୍ଘ ତିନିମାସ ଧରି ଚାଲିଥିବା ନିର୍ବାଚନ ପକ୍ରିୟା ଶେଷ ହୋଇ ସମସ୍ତ ଗ୍ରାମ୍ୟ ପରିଷଦ ର ନୂତନ କର୍ମକର୍ତ୍ତା ଗଠନ କରାଯାଇ ରବିବାର କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ

ସମ୍ପତ୍ତି ହାତେଇବା ବିଫଳ ପରେ ମାଆଙ୍କୁ ପୁଅ ଓ ବୋହୂଙ୍କ ଆକ୍ରମଣ

ହିଞ୍ଜିଳିକାଟୁ (୧୯।୬): ପିତୃ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ଜାଲିଆତି କରି ପୁଅ ନିଜ ନାମରେ ସମ୍ପତ୍ତି ହାତେଇବା ବିଫଳ ପରେ ନିଜ ମାଆକୁ ପତ୍ନୀ ଙ୍କ ସହ ମିଶି ଗୁରୁତର ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗରୁ ପ୍ରକାଶ ଯେ,