Sign in
Sign in
Recover your password.
A password will be e-mailed to you.
ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ (୪/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମର ଜୈନିକ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ମୃତ ଯୁବକ ଜଣକ ହେଲେ ପୋଚିଲିମା ଗ୍ରାମର ଡି ରାଜେଶ (୨୪) । ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ୧୯/୨୩ ରେ ଏକ!-->…
ଓଡିଶା – ଆନ୍ଧ୍ର ସୀମାନ୍ତରେ ରାସ୍ତାରେ ଦନ୍ତାହାତୀ ଆତଙ୍କ
ରାୟଗଡା : ଓଡ଼ିଶା-ଆନ୍ଧ୍ରସୀମାନ୍ତରେ ଗଜରାଜଙ୍କର ଆତଙ୍କରାଜ। ଏଭଳିଘଟଣା ଦେଖିବାକୁ ମିଳିଛି ଓଡିଶା ଆନ୍ଧ୍ର ସୀମା ଠାରୁପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ । ଏକ ଚଳନ୍ତି ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ। ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ର!-->…
ପ୍ରଧାନ ଶିକ୍ଷକଙ୍କ ଢିଲା ମନୋବୃତ୍ତି ଓ ସ୍କୁଲକୁ ନିୟମିତ ନ ଆସିବା ଯୋଗୁଁ ସ୍କୁଲ ପିଲାଙ୍କ ଦ୍ଵାରା ଲହୁଲୁହାଣ ହେଲେ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଗ୍ରାମର ଶ୍ରୀଦେବୀ ଉଚ୍ଚବିଦ୍ୟାଳୟ ବିଶିପଡ଼ା ସ୍କୁଲରେ ଚାଲିଥିବା କୌଣସି ଏକ ପରୀକ୍ଷାର ପ୍ରଶ୍ନପତ୍ର ଦିଆନିଆକୁ କେନ୍ଦ୍ର କରି ଗୋଟିଏ 10ମ ଶ୍ରେଣୀ ଛାତ୍ରକୁ ଅନ୍ୟ 5 ଜଣ ଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ!-->…
ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର
ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର । ରବିବାର ରାତିରେ ଶ୍ୱଶୁର ଘରକୁ ଯାଇଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ରଥ । ସେ…
୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି
ଅନଲାଇନ୍ ପଞ୍ଜି ସ୍କାମରେ ଶହଶହ କୋଟି ଠକେଇ ମାମଲାରେ ଲୁକଆଉଟ୍ ସର୍କୁଲାର । ୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲୁକ ଆଉଟ୍ ସର୍କୁଲାର ଜାରି ହୋଇଛି। ଏମାନେ…
ଜଟଣୀରେ ଜମି ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହୀରାକୁଦ ବସ୍ଥାପିତଙ୍କୁ ତୁରନ୍ତ ଜମି ପଟ୍ଟା ଦେବେ ବୋଲି ସରକାର ଘୋଷଣା କରବା ପରେ ଏବେ ଜଟଣୀ ପାଳି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଜଟଣୀ ଖାସମାହଲ ଜମି ସମସ୍ୟାର…
ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍, ମେଟା ସହ ଦକ୍ଷତା ବିକାଶ ବିଭାଗର ସଂସ୍ଥା ନିସବଡ ସହ ବୁଝାମଣାପତ୍ର…
ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଏଥିପାଇଁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ…
ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ନାମୀଦାମୀ ଆଇନଜୀବୀ ହରିଶ ସାଲଭେ
ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି…
ବୋର୍ଡ ଅଫିସ ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ହୋହଲ୍ଲା
କଟକ: ଓଟିଇଟି ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିବାଦ। ପ୍ରଶ୍ନପତ୍ରରେ ତ୍ରୁଟି ସହ ଫଳ ପ୍ରକାଶନରେ ମଧ୍ୟ ଅନେକ ତ୍ରୁଟି ଥିବା ଅଭିଯୋଗ କରିବା ସହିତ ସଠିକ୍ ମୂଲ୍ୟାୟନ ଦାବି କରି ଆଜି ଶତାଧିକ…
ଚନ୍ଦ୍ରଯାନ ସଫଳ ଲାଣ୍ଡିଂ କଲା ହେଲେ ରାହୁଲଯାନ କରିପାରିବନି
ଜୈସଲମେର:ଚନ୍ଦ୍ରଯାନ ସଫଳତା ପୂର୍ବକ ଲାଣ୍ଡ କରିଗଲା । ହେଲେ ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…