ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ, ୫ ଦଫା ଦାବି..

ଭୁବନେଶ୍ୱର :ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ । ଏହି ନିଷ୍ପତି ନେଇଛି ଓଡ଼ିଶା ଅଣ ଗେଜେଟଡ ବନ କର୍ମଚାରୀ ସଂଘ । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜଙ୍ଗଲ ସୁରକ୍ଷା କାମରେ ଯୋଗ ନଦେଇ ପ୍ରତୀକ ଆନ୍ଦୋଳନ କରିବ ବୋଲି ସଂଘ କହିଛି । ୫ଦଫା ଦାବି ସ୍ୱତନ୍ତ୍ର

ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ, ଠିକାଦାର ମୃତ

ଟାଙ୍ଗୀ: ଗୁଳି ମାଡ଼ରେ ଠିକାଦାର ମୃତ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ । ମୃତକ ହେଲେ ଠିକାଦାର ରମେଶ ରାଉତ । ନିଜ ଘର ରାଧାମୋହନପୁରକୁ ଫେରୁଥିବା ବେଳେ ଘଟିଛି ଗୁଳିକାଣ୍ଡ । ଏକ ବାଇକରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର

ବିରୋଧୀ ଶୂନ୍ୟ ହୋଇଯିବ କି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ..!

ନିର୍ବାଚନ ପୂର୍ବରୁ ଶଙ୍ଖ ଗର୍ଭରେ ଲୀନ ହୋଇଯିବ କି ପଦ୍ମ...? !! ମାଲକାନଗିରି/ବାଲିମେଳା:(୧୯/୦୬/୨୦୨୩)ଗଣତନ୍ତ୍ର ନିଶ୍ଚିତ ଭାବରେ ଏକ ଆଦର୍ଶ ଶାସନ ବ୍ୟବସ୍ଥା। ମାତ୍ର ଅନେକ ସମୟରେ 'ଆଦର୍ଶ' କେବଳ ଏକ ସ୍ବପ୍ନ ହୋଇ ରହିଯାଏ । ବାସ୍ତବ ରୂପାୟନ ସମୟରେ ଏହାର ଅନେକ ଦୋଷ ଦୁର୍ବଳତା

ସାପ କାମୁଡ଼ାରେ ଯୁବକ ଗୁରୁତର

ଚିକିଟୀ : କରବାଲୁଆ ସତ୍ୟନଗର ନିକଟ ଖେଳ ପଡ଼ିଆରେ କ୍ରିକେଟ ଖେଳ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ରେ ବୁଢ଼ାସାପ ଉପରେ ଗୋଡ଼ ପଡି ସୀମାଞ୍ଚଳ ବେହେରା ନାମକ ଯୁବକ (୨୩)ଆହତ ହୋଇଥିବା ଜଣାପଡିଛି।ଯୁବକ ଜଣକ କରବାଲୁଆ ନୂଆ ସାହି ସ୍ଥିତ ଲଡୁ ବେହେରାଙ୍କ ପୁଅ ବୋଲି ଜଣାପଡିଛି।ସୂଚନା

ସୁନ୍ଦରଗଡ଼ରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (୧୮/୦୬) : ସୁନ୍ଦରଗଡ଼ ସହରରେ ଚଳିତ ରଥଯାତ୍ରା ନିମନ୍ତେ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଦର ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ବୈଠକରେ ରାଜବାଟି ରଥଯାତ୍ରା କମିଟି, ଭାଗବତ ମନ୍ଦିର,

ବାତ୍ୟା ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ହିଂଜିଳିକାଟୁ (୧୮ା୬) : ବର୍ଷା ଋତୁ ପୂର୍ବରୁ ସାମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହିଂଜିଳିକାଟୁ ବ୍ଳକ ପରିସରରେ ରବିବାର ଆୟୋଜିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ହିଂଜିଳିକାଟୁ ପୌର କାର୍ଯ୍ୟନିର୍ବାହୀ

କଛପଗତିରେ ନିର୍ମାଣଚାଲିଛି ଟିପିସର ନାଳ : ଆସ୍କା ସହରବାସୀ ଅସନ୍ତୋଷ

ଆସ୍କା (୧୭/୬) : ଆସ୍କାସହରର କେନ୍ଦ୍ରସ୍ଥଳି ରେ ଥିବା ଟିପିସର ନାଳ ର ପୁନରୁଦ୍ଧାର କାର୍ଯ୍ୟ ଜୁନ ମାସ ୨୪ ତାରିଖ ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏବେ କଛପ ଗତିରେ ଚାଲିଥିବା ଯୋଗୁଁ ସହର ବାସୀ ତଥା ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଆସ୍କା ସହର ଗଂଜାମ ଜିଲ୍ଲାର ଏକ ବ୍ୟବସାୟ ର

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ

ମାଲକାନଗିରି (୧୮.୦୬) : ଜିଲ୍ଲା ପ୍ରଶାସନ ଏବଂ ଲୋକ ସେବକ ମଣ୍ଡଳ ତଥା ସମାଜ ପକ୍ଷରୁ ଆଜି ଜିଲ୍ଲାରେ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା

ବିପର୍ଯ୍ୟୟ ପ୍ରାକପ୍ରସ୍ତୁତି ସଚେତନ କରାଇବା ନେଇ ଟେବୁଲ ଟପ୍ ଅଭ୍ୟାସ ବୈଠକ

ମାଲକାନଗିରି (୧୮.୦୬) : ପ୍ରତି ବର୍ଷ ପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ସମସ୍ତ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରାକପ୍ରସ୍ତୁତି ବିଷୟରେ ସର୍ବସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ଟେବୁଲ ଟପ୍ ଏକ୍ସର୍ସାଇଜ ସଦର ମହକୁମା, ୭ ଟି ବ୍ଲକ ଓ ୨ ଟି

ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ରେକର୍ଡ, ୪୦ ଡିଗ୍ରି ଉପରେ ୨୨ ସହର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ତାତିରୁ ନିସ୍ତାର ନାହିଁ। ଲୋକେ ପ୍ରବଳ ଖରା ଯୋଗୁଁ ଗରମରେ ଛଟପଟ ହେଉଛନ୍ତି। ଅତି ଆବଶ୍ୟକ ନହେଲେ ବାହାରକୁ ଯିବା ପାଇଁ ମନ ହେଉନାହିଁ। ଫଳରେ ରାସ୍ତାଘାଟ ଶୂନଶାନ ଲାଗୁଛି। ଆଜି ରାଜ୍ୟର ୨୨ଟି ସହରର