ସିଲିଣ୍ଡର ଭିତରୁ ଗ୍ୟାସ୍ ଚୋରି, ୨ ଅଟକ

ବ୍ରହ୍ମପୁର: ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଉପକଣ୍ଠ ଜଳେଶ୍ଵରପୁରରେ ଥିବା ଏକ ଗ୍ୟାସ ଡିପୋ ଓ

ଅଜଣା ଯୁବତୀଙ୍କ ସହ ଚାଟିଂ କରି ୨୦ ଲକ୍ଷ ଟଙ୍କା ଲୁଟର ଶିକାର

କଟକ: ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ। ସାଇବର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧ। ବୃଦ୍ଧଙ୍କ ଠାରୁ ୨୦ ଲକ୍ଷ ୬୨ ହଜାର ଟଙ୍କାର ଠକେଇ କଲେ ସାଇବର ଠକ। ଜଣେ ଯୁବତୀଙ୍କ ସହ

ମାତୃହନ୍ତା ପୁଅକୁ ପିଟିପିଟି ମାରିଦେଲେ ବାପା ଓ ଭାଇ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କବାଟଘାଟି ଗାଁରେ ଗତ ୧୪ ତାରିଖ ରାତିରେ ଡବଲ ମର୍ଡର ଘଟଣାକୁ ୭୨ ଘଣ୍ଟା ବିତିଛି କି ନାହିଁ ପୁଣି ରାଇବଣିଆ ପଞ୍ଚାୟତ ରୁପାଦିଘୀ ଗାଁରେ ଆଜି ଆଉ ଏକ ହତ୍ୟାକାଣ୍ଡ ଘଟିଛି। ୩ ବର୍ଷ ତଳେ ମାଆକୁ ହତ୍ୟା କରି ଫେରାର ଥିବା ଜଣେ ଯୁବକକୁ

ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଜଣ ଅଟକ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ପୋଲିସ । ଅଭିଯୁକ୍ତ ଶିକାରୀକୁ ଧରିବାକୁ ପୋଲିସ ପକ୍ଷରୁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ଗାଁରେ ରେଡ ଚାଲିଛି । ଏ ପର୍ଯ୍ୟନ୍ତ ୧୦ ଜଣକୁ ଅଟକ ରଖିଛି ଠାକୁରମୁଣ୍ଡା ପୋଲିସ । ଏପଟେ ଆଜି

ରଥଯାତ୍ରାରେ ଚାଲିବ ୨୫୦ ସ୍ବତନ୍ତ୍ର ବସ

ପୁରୀ : ଚଳିତବର୍ଷ ରଥଯାତ୍ରାରେ ଯାତ୍ରୀ ପରିବହନକୁ ସୁଗମ ତଥା ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର, କୋଣାର୍କ ପାର୍ଶ୍ବରୁ ଆସୁଥିବା ବସ୍‌ ସହ

କୁଜଙ୍ଗରେ ଡବଲ ମର୍ଡର, ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଡବଲ ମର୍ଡର। ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇ ମହିଳାଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାପ୍ତଖବର ଅନୁଯାୟୀ ଆଜି ସକାଳ ସମୟରେ

ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି

ଭୁବନେଶ୍ୱର : ଆସନ୍ତା ୧୦ ଦିନ ଯାଏ ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି । କେନ୍ଦ୍ରର ଅଣଆବଣ୍ଟିତ କୋଟାରୁ ଓଡ଼ିଶାକୁ ୧୦ଦିନ ଯାଏ ଦୈନିକ ୪୦୦ ମୋଗାଓ୍ଵାଟ ବିଦ୍ୟୁତ ମିଳିବ । ରାଜ୍ୟ ଶକ୍ତି ବିଭାଗର ଚିଠି ପରେ କେନ୍ଦ୍ର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୫ ଯାଏ ଦୈନିକ ୪୫୦

ଘୋଷଯାତ୍ରା ନୀତି ନିର୍ଘଣ୍ଟ ଶେଷ

ପୁରୀ: ଆଉ ଦିନକ ପରେ ଘୋଷଯାତ୍ରା। ରତ୍ନବେଦୀ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ। ଆଜି ଶେଷ ହେବ ମହାପ୍ରଭୁଙ୍କ ଅନବସର ଦିନ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସକାଳ ୮ଟାରୁ ପରମାଣିକ ଦର୍ଶନ ଚାଲିବ। ଆଜି

ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେଢାଖୋଲ: ମହିଳାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ରଥତଇଲା ଗାଁ ନିକଟରେ ହତ୍ୟାକାଣ୍ଡ ଘଟିଛି। ଏକ ଘର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ହେଲେ ୩୬ ବର୍ଷିୟା ସାଲିମ୍‌ ମିଞ୍ଜି । ତାଙ୍କର ଏକ ଦୁଇ ବର୍ଷର ପୁଅ ରହିଛି । କିଛି ଦିନ ହେବ

ଏସିଆ କପ୍‌ ହକି ବିଜେତା ଦଳର ଓଡ଼ିଶା ଖେଳାଳି ସମ୍ବର୍ଦ୍ଧିତ

ଭୁବନେଶ୍ବର : ଓମାନ୍‌ରେ ଆୟୋଜିତ ଏସିଆ କପ୍‌ ବାଳକ ହକି ଜିତି ଭାରତ ଇତିହାସ ରଚିଥିଲା। ଏହି ବିଜେତା ଦଳରେ ଓଡ଼ିଶାରୁ ୩ ଜଣ ଅମନଦୀପ ଲାକ୍ରା, ସୁଦୀପ ଚିର୍ମାକୋ ଓ ସୁନିତ ଲାକ୍ରା ରହିଥିଲେ। ଏହି ସମସ୍ତ ଖେଳାଳି ପାନପୋଷରେ ଥିବା ରାଉର‌କେଲା କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷାର୍ଥୀ। ଏମାନେ