Sign in
Sign in
Recover your password.
A password will be e-mailed to you.
ଟ୍ରେନ ବଗି ଏବେ ଯନ୍ତ୍ରଣା ସେଣ୍ଟରରେ ପରିଣତ ହୋଇଛି, ଆରଜେଡି ସହ ଆପ ଆଣିଲେ ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଭାରତୀୟ ରେଳବାଇର ଖରାପ ଅବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ!-->…
ବାଣିଜ୍ୟ ଦୂତାବାସ ଆକ୍ରମଣ ପାଇଁ ବ୍ରିଟିଶ ସରକାରଙ୍କ ଅବହେଳାକୁ ଦାୟୀ କଲେ ଜୟଶଙ୍କର
ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇକମିସନ ବାହାରେ ଖଲିସ୍ତାନ ସମର୍ଥକମାନେ କରିଥିବା ହିଂସା ଉପରେ ପ୍ରତିକ୍ରିୟା ରଖି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଭାରତକୁ ସମ୍ମାନ ମିଳେ ନାହିଁ ସେତେବେଳେ ସେ ରାଗି ଯାଆନ୍ତି । ମାର୍ଚ୍ଚ ମାସରେ କିଛି ଲୋକ!-->…
ମୋଦୀ ଓ ଅମିତ ଶାହା ନୀତିନ ଗଡ଼କରୀଙ୍କୁ ପସନ୍ଦ କରନ୍ତି ନାହିଁ: କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ସରକାର ବିଦ୍ୟାଳୟ ପାଠ୍ୟକ୍ରମରେ ହିନ୍ଦୁତ୍ବବାଦୀ ବିନାୟକ ଦାମୋଦର ସାବରକର ଓ ହେଡଗେୱାରଙ୍କ ଉପରେ ଥିବା ବିଷୟକୁ ବାଦ୍ ଦେବାକୁ ନିଷ୍ପତ୍ତି ନେବା ପରେ ଏହାକୁ ବିଜେପି ଲଗାତାର ବିରୋଧ କରୁଛି | କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କଂଗ୍ରେସ!-->…
ସିକିମରେ ବନ୍ୟା ଯୋଗୁଁ ଅତଡ଼ା ଧସିବାରୁ ଫସି ଯାଇଥିବା ପ୍ରାୟ ୨ ହଜାର ପର୍ଯ୍ୟଟକ ଉଦ୍ଧାର
ଗାଙ୍ଗଟକ : ସିକିମରେ ବନ୍ୟା ଯୋଗୁଁ ଅତଡ଼ା ଧସିବାରୁ ଫସି ଯାଇଥିବା ପ୍ରାୟ ୨ ହଜାର ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଯାହା ସଫଳ ହୋଇଛି। ଗତକାଲି ସିକିମର ଚୁଙ୍ଗଥାଙ୍ଗ୍ ଅଂଚଳରେ ପ୍ରବଳ ବର୍ଷା ପରେ!-->…
କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ
ନୂଆଦିଲ୍ଲୀ : ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାଟି ୨୦୧୮ର। ଝାଡ଼ଖଣ୍ଡର!-->…
ଭୀଷଣ ଗ୍ରୀଷ୍ମ ପ୍ରବାହ: ଉତ୍ତର ପ୍ରଦେଶ ଓ ବିହାରରେ ୯୮ ଜଣଙ୍କ ମୃତ୍ୟୁ
ପାଟନା : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନି ଦିନରେ ୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ଏହି ୯୮ ଜଣଙ୍କ ମଧ୍ୟରୁ ୫୪ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ୪୪ ଜଣ ବିହାରର। ଉତ୍ତର ପ୍ରଦେଶର କେବଳ ବଲିୟା!-->…
ନିଶାରେ ଚୁର ଯୁବତୀଙ୍କୁ ନିଜ ଫ୍ଲାଟକୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନରେ ଦଣ୍ଡିତ ହେଲେ ଭାରତୀୟ ଛାତ୍ର
ଲଣ୍ଡନ: ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନର ଜଣେ ଭାରତୀୟ ଛାତ୍ରଙ୍କୁ ୬ ବର୍ଷ ନଅ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ୨୦ ବର୍ଷର ଛାତ୍ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ପୁଲିସର ସୂଚନାନୁସାରେ, କୋର୍ଟରେ ଉପସ୍ଥାପିତ ପ୍ରମାଣ ଆଧାରରେ ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି।!-->…
୨୦ ତାରିଖ ସୁଦ୍ଧା ପୂର୍ବ ଭାରତରେ ପହଞ୍ଚିବ ମୌସୁମୀ, ୨୧ରୁ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ବର : ଜୁନ୍ ଅଧା ବିତିଯାଇଥିଲେ ମଧ୍ୟ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଚାଲିଛି। ଜୁନ୍ ୧୫ ସୁଦ୍ଧା ମୌସୁମୀ ସମଗ୍ର ଦକ୍ଷିଣ ଉପଦ୍ୱୀପ, ବିହାର, ଝାଡ଼ଖଣ୍ଡର କିଛି ଅଂଶ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ର ଅଧିକାଂଶ ଅଞ୍ଚଳକୁ ଅତିକ୍ରମ କରି ଗୁଜରାଟର ଦକ୍ଷିଣ ଭାଗରେ!-->…
୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଗିରଫ
ନୂଆଦିଲ୍ଲୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଦାଚେପଲ୍ଲୀ ରବିନ୍ଦେର ଶନିବାର ଏସିବି (ଆଣ୍ଟି କରପସନ ବ୍ୟୁରୋ) ହାତରେ ଧରାପଡିଛନ୍ତି। ଏକ ଏଜୁକେଶନାଲ ସୋସାଇଟିର ଜଣେ ସଭ୍ୟଙ୍କ ନିକଟରୁ ପରୀକ୍ଷା କେନ୍ଦ୍ର ମଞ୍ଜୁରକୁ ନେଇ ସେ ଏହି ଟଙ୍କା!-->…
ଯାତ୍ରୀବାହି ଏକ୍ସପ୍ରେସ୍ ଟ୍ରେନ୍ ଯିବା ପରେ ତରଳି ବଙ୍କା ହୋଇଗଲା ରେଳ ଲାଇନ୍
ନୂଆଦିଲ୍ଲୀ: ଯାତ୍ରୀବାହି ଏକ୍ସପ୍ରେସ୍ ଟ୍ରେନ୍ ଯିବା ପରେ ତରଳି ବଙ୍କା ହୋଇଗଲା ରେଳ ଲାଇନ୍। ଉତ୍ତରପ୍ରଦେଶରର ଲକ୍ଷ୍ନୌ ଅନ୍ତର୍ଗତ ନିଗୋହନ ରେଳ ଷ୍ଟେଶନରେ ଏହି ଅଘଟଣ ଘଟିଥିବା ବେଳେ ସୌଭାଗ୍ୟକୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଏଡ଼ାଇ ହୋଇଯାଇଛି। ଶନିବାର ଘଟଣା ଘଟିଥିବା ବେଳେ ଆଜି ଏହା!-->…