Sign in
Sign in
Recover your password.
A password will be e-mailed to you.
ଦାବି ପୂରଣ ପ୍ରତିଶ୍ରୁତି ପରେ ଅମଲା ସଙ୍ଘ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଲେ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଗଣ ମାଧ୍ୟମର ପ୍ରତିନିଧି଼ମାନଙ୍କୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଡାକରାରେ ସଙ୍ଗଠିତ ହୋଇଥିବା ଆନ୍ଦୋଲନର ପ୍ରତିଟି ଖବର ଗଣ ମାଧ୍ୟମ ଜରିଆରେ ପ୍ରଚାର ଓ!-->…
ରଥଯାତ୍ରା ଲାଗି ପୁରୀରେ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି
ପୁରୀ: ଆସନ୍ତା ମଙ୍ଗଳବାର ଦିନ ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ। ଏହାକୁ ଆଖି ଆଗରେ ରଖି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଭକ୍ତଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଏନେଇ ଆଜି ପୁରୀଠାରେ ଅତିରିକ୍ତ ଡିଜି ଅମିତାଭ ଠାକୁର ଏକ ସାମ୍ବାଦିକ!-->…
ଜି ୨୦ କୃଷି ମନ୍ତ୍ରୀ ମାନଙ୍କର ବୈଠକରେ ପ୍ରଶଂସିତ ହେଲା ସ୍ଵାଭିମାନ ଅଞ୍ଚଳର ହଳଦୀ
ସ୍ଵାଭିମାନ ହଳଦୀ କିଣିଲେ ସାତଟି ରାଷ୍ଟ୍ରର କୃଷି ମନ୍ତ୍ରୀ, ଜୈବିକ ହଳଦୀ ଗୁଣ୍ଡକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ
ମାଲକାନଗିରି (୧୮.୦୬) : ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ଖୁସିର ବିଷୟ। ସ୍ଵାଭିମାନ ଅଞ୍ଚଳର ହଳଦୀ ଚାଷ ଦେଶ ବିଦେଶରେ ଜିଲ୍ଲାକୁ ଦେଇଛି ଏକ ସ୍ୱତନ୍ତ୍ର!-->!-->!-->…
ଦାବି ଜଣାଇବା ଲାଗି ବେଲଗୁଣ୍ଠା ବ୍ଲକ୍ ବରିଷ୍ଠ କଳାକାର ସଂଘର ସଜବାଜ
ଗୋବରା(ବେଲଗୁଣ୍ଠା)୧୮/୦୬ : ସ୍ଥାନୀୟ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପ୍ରାନ୍ତରରେ କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ବ୍ଲକ୍ ଶାଖା' ପକ୍ଷରୁ କିଛି କଳାକାର ହିତୈଷୀ ଦାବି ନେଇ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ!-->…
ମାଙ୍କଡ଼ କାମୁଡାରେ ୫ ଏନ୍ଡିଆରଏଫ୍ ଯବାନ ଆହତ
କଟକ : କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାଟାଲିୟନ ପରିସରରେ ଦୁଇଦିନ ହେବ ମାଙ୍କଡ଼ ଆତଙ୍କ ଦେଖା ଦେଇଛି। ଗୋଟିଏ ମାଙ୍କଡ଼ ୫ ଜଣ ଏନ୍ଡିଆରଏଫ ଯବାନଙ୍କୁ କାମୁଡ଼ି ଥିବା ଅଭିଯୋଗ ହୋଇଛି। ଆହତ ଯବାନ ମାନଙ୍କର ଚିକିତ୍ସା ଚାଲିଛି।
ଆକ୍ରମଣ କରିଥିବା ହନୁ ମାଙ୍କଡ଼ଟି ପାଗଳ ହୋଇଯାଇଛି!-->!-->!-->…
ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ
ଫୁଲବାଣୀ : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଜି ୯୫ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ବାଲିଗୁଡା ଠାରେ ତିଳତର୍ପଣ ଓ ଫୁଲବାଣୀ ଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ସିଏସଓ ଅନାଥ ଚରଣ!-->…
ମାଛ ଧରି ଫେରୁଥିବା ବେଳେ ମଝି ସମୁଦ୍ରରେ ଓଲଟିଲା ବୋଟ, ଜଣେ ମୃତ
ବାଲେଶ୍ୱର: ମଝି ସମୁଦ୍ରରେ ବୋଟ ଓଲଟି ଜଣେ ମୃତ। ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୬ ଧୀବର। ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣରେ ଅଘଟଣ। ଗଭୀର ସମୁଦ୍ରରୁ ଧୀବରମାନେ ମାଛ ମାରି ଫେରୁ ଥିବା ବେଳେ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗା ବୁଡ଼ିଯାଇଥିଲା।
ଉଚ୍ଚ ଜୁଆରରେ ଡଙ୍ଗା ଓଲଟିବାରୁ ଧୀବରମାନେ!-->!-->!-->…
ରଥଯାତ୍ରା ପୂର୍ବରୁ ମକଡ୍ରିଲ୍, ପୋଲିସ ଓ ପାରାମିଲିଟାରୀ ଫୋର୍ସ ସାମିଲ
ପୁରୀ: ଗୁଣ୍ଡିଚା ଯାତ୍ରା ଦିନ କିଭଳି ଶୃଙ୍ଖଳିତ ଭାବେ ଟଣାଯିବ ରଥ । ତା ପୂର୍ବରୁ ଚାଲିଛି ମକଡ୍ରିଲ୍। ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଇଛି । ତିନି ରଥର ସୁରକ୍ଷା, ରଥର ଇନର୍ ଓ ଆଉଟର କର୍ଡନ ଏବଂ ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୋଲିସ ଅଧିକାରୀ ଓ!-->…
ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି
କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ରବିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପଲତୁ ନସ୍କାର। ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ। ସେ ସେଣ୍ଟ୍ରାଲ ଆଇସିୟୁ ବେଡ୍ ନଂ ୧୪ରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ!-->…
ଅସଂଯତ ଅବସ୍ଥାରେ ଧରାପଡିଥିବା କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ
ବଲାଙ୍ଗିର: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରୀତି । କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ । ବଲାଙ୍ଗିର ଏସ୍ପି ଋଷିକେଶ ଖିଲାରୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଗତ ୧୬ତାରିଖ ତାରିଖରେ ହତିଶାଲ ପଡାରେ ମଞ୍ଜିତ ପ୍ରେମିକାଙ୍କ ଘରୁ ଧରାପଡିଥିଲେ । ଅସଂଯତ!-->…