ପ୍ରକାଶ ପାଇଲା ଜେଇଇ ଆଡଭାନସ୍‌ଡ ରେଜଲ୍ଟ

ନୂଆଦିଲ୍ଲୀ : ପ୍ରକାଶ ପାଇଛି ଜେଇଇ ଆଡଭାନସଡ ରେଜଲ୍ଟ। ଏଥିରେ ୧୦୦ ପ୍ରତିଶତ ନମ୍ବର ରଖି ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଯେତେବେଳେ କି ୫୬ ରାଙ୍କରେ ଥିବା ଏନ୍‌ଏନ୍‌ ଭାଭ୍ୟଶ୍ରୀ ମହିଳାଙ୍କ ବର୍ଗରେ ଟପ୍‌ର ହୋଇଛନ୍ତି। ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୩୭୨ଜଣ ଜେଇଇ

ବଣ୍ଡାଘାଟି ରୁ ରାଇସିନା ହିଲ୍ : ମହାମହିମଙ୍କୁ ଭେଟି ଭାବାବେଗ ହେଲେ ପୃଥିବୀର ପ୍ରଥମ ଜନଜାତିର ମହିଳା ପୁରୁଷ…

ମାଲକାନଗିରି ଖଇରପୁଟ,: ଗତ ୧୦ ଦିନ ପୂର୍ବେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଅଞ୍ଚଳରୁ ୧୭ ଜଣ ବଣ୍ଡା ପୁରୁଷ ଓ ମହିଳା ମାନେ ମହାମହିମ ରାଷ୍ଟ୍ରପତିଙ୍କ ଆହ୍ୱାନ କ୍ରମେ ଦିଲ୍ଲୀ ବୁଲି ଯାଇଥିଲୋ ଏହି ବଣ୍ଡା ପୁରୁଷ ଓ ମହିଳା ମାନେ ଗତ ଦୁଇଦିନ ହେଲା ନିଜ ଅଞ୍ଚଳକୁ

୩୯ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ହିଞ୍ଜିଳିକାଟୁ(୧୭।୬) : ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ୩୯ ହିତାଧିକାରୀଙ୍କୁ ଶନିବାର ଭତ୍ତା ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ

ଡିଏଲଆର କର୍ମଚାରୀମାନଙ୍କୁ ନିୟମିତ କରିବା ଲାଗି ମେୟରଙ୍କ ଦୃଷ୍ଟି ଆକର୍ଷଣ କଲେ ଦୁଇଶହ କର୍ମଚାରୀ

ବ୍ରହ୍ମପୁର : ମହାନଗର ନିଗମ ରେ କାର୍ଯ୍ୟରତ ପ୍ରାୟ ଦୁଇ ଶହ ରୁ ଅଧିକା ଡିଏଲଆର କର୍ମଚାରୀମାନେ ଆଜି ମେୟର ସଂଘମିତ୍ରା ଦଳେଇଙ୍କୁ ସାକ୍ଷାତ କରିବା ସହିତ ନିଜ ଦାବି ଉପସ୍ଥାପନ କରିଥିଲେ । ୧୯୯୩ ମସିହାରୁ କର୍ମଚାରୀ ମାନେ କାମ କରି ଆସୁଥିବା ବେଳେ ସରକାର ତାଙ୍କୁ ନିୟମିତ କରିବା ପାଇଁ

ସରକାରି କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

କୁଆଁରମୁଣ୍ଡା: ଆଜି ଦିନ ପ୍ରାୟ ୧ଟା ସମୟରେ ସରଣ୍ଡାମାଳ ଗ୍ରାମର ଜନୈକ ବ୍ୟକ୍ତି ରାସ୍ତା ପାଖ ଗଛ ତଳେ ଅଚେତ ଅବସ୍ଥାରେ ପଡିଥିବାର ଦେଖି ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକ ସରଣ୍ଡାମାଳ ଗ୍ରାମକୁ ଯାଇ ଖବର ଦେଇ ଥିଲେ । ଗ୍ରାମର ଲୋକେ ସେଠାକୁ ଯାଇ ଦେଖିଲେ ଯେ ଅଚେତ ହୋଇ ପଡିଥିବା

ଟିପିଏସ୍ଓଡିଏଲ୍ ପକ୍ଷରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସ୍ୱତନ୍ତ୍ର…

• ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କ୍ଷେତ୍ରରେ କରୁଥିବା ୪,୪୨୦ କର୍ମଚାରୀ ମୂତୟନ କରାଯାଇଛି । • କାର୍ଯ୍ୟ କ୍ଷେତ୍ରରେ କରୁଥିବା କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ଆସେସୋରିଜ୍, ହାଇଡ୍ରା ଓ ପୋଲମାଷ୍ଟର୍ ପ୍ରଦାନ • ରାତି ସମୟରେ

ପ୍ରେମ ବିବାହର କୁପରିଣତି : ଦେଢ଼ ବର୍ଷ କନ୍ୟାକୁ ଧରି ବସଷ୍ଟାଣ୍ଡରେ ମା…

ଭଞ୍ଜନଗର : ଗାଙ୍ଗପୁର ଥାନା ଅଂଚଳ ନିକଟ ଡ଼େଙ୍ଗାପଦର ଗ୍ରାମର ବସଷ୍ଟାଣ୍ଡରେ ବସିଥିଲେ ଜଣେ ମହିଳା ଓ ସାଥିରେ ଥିଲେ ଦେଢ଼ ବର୍ଷର ଶିଶୁ କନ୍ୟା । ଅସହାୟ ଅବସ୍ଥାରେ କାନ୍ଦୁଥିଲେ । ଘଟଣାରୁ ଜଣାପଡିଲା ଯେ ମହିଳା ଜଣଙ୍କ ନାମ ରଶ୍ମିତା ବେହେରା ସ୍ୱାମୀ ଦ୍ୟୁତିକୃଷ୍ଣ ଡାକୁଆ ଗ୍ରାମ

ଡ୍ୟାନ୍ସ ଏକାଡେମୀର ୨୩ ତମ ବର୍ଷିକ ଉତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ୍ୟାନ୍ସ ଏକାଡ଼େମୀ ଫୁଲବାଣୀ ପକ୍ଷରୁ ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ସଭାପତି ଭାଗବତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ

ବାଲିଗୁଡାରେ ୫-ଟି ସଚିବ ଭିକେ ପାଣ୍ଡିଆନ : ମନ୍ଦିର ମେଡିକାଲ ପରିଦର୍ଶନ ସହ ବିଭିନ୍ନ ଅଭିଯୋଗ ପରଖିଲେ

ବାଲିଗୁଡା : ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଏହା ପରେ ବାଲିଗୁଡ଼ା ଉପଖଣ୍ଡ

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଜିଲ୍ଲା ଅଗ୍ରଗତି ପାଇଁ ଦାବିପତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସରକାରୀ ପଞ୍ଜିକୃତ ସ୍ବେଚ୍ଛାସେବୀ ସଙ୍ଘଠନ କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ କନ୍ଧମାଳ ଜିଲ୍ଲାର ଉର୍ଣ୍ଣତି ଏବଂ ସାମ୍ବାଦିକଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ କିଛି ଦାବି ଉପସ୍ଥାପନ କରିଛି 5ଟି ମୁଖ୍ୟ ଶାସନ ସଚିବ ଭି କେ ପାଣ୍ଡିଆନଙ୍କ ନିକଟରେ l କନ୍ଧମାଳ ଜିଲ୍ଲା