ଆକାଉଣ୍ଟକୁ ଲକ କରି ଦେଇଥିଲା ଫେସବୁକ, ଏବେ ଗଣିଲା ୪୧ ଲକ୍ଷ ଫାଇନ୍‌

ନୂଆଦିଲ୍ଲୀ : ବିନା କାରଣରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଲକ୍‌ କରିବା ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌କୁ ମହଙ୍ଗା ପଡ଼ିଛି। ଆମେରିକାର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଭୁଲରେ ଲକ୍‌ କରି ଦେଇଥିବାରୁ ଫେସବୁକ ୪୧ ଲକ୍ଷ ଟଙ୍କାର ଫାଇନ ଦେଇଛି।ଫେସବୁକ ଆକାଉଣ୍ଟକୁ ଲକ୍‌ କରିବାରୁ ବ୍ୟକ୍ତି ଜଣ

ବଦଳିଲା ନେହରୁ ମ୍ୟୁଜିୟମର ନାଁ, ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀର ନାଁକୁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଏହାର ନାଁ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀ ରଖାଯାଇଛି। ଏହି ନାଁ ବଦଳକ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ

ଜବରଦଖଲ ଉଚ୍ଛେଦ ବେଳେ ଟେକାପଥର ମାଡ଼; ଜଣେ ମୃତ, ୫ ପୁଲିସ କର୍ମଚାରୀ ଆହତ

ଜୁନାଗଡ଼: ଜବରଦଖଲ ଉଚ୍ଛେଦ ବେଳେ ପ୍ରଶାସନିକ ଟିମ୍‌ ସହ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଲୋକଙ୍କ ଟେକାପଥର ମାଡ଼ରେ ଶୃଙ୍ଖଳାରକ୍ଷା ନିମନ୍ତେ ମୁତୟନ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗୁଜୁରାଟର ଜୁନାଗଡ଼ ଅଞ୍ଚଳରେ ଗତରାତିରେ ଏହି ଘଟଣା ଘଟିଛି। ଉତ୍ତ୍ୟକ୍ତ ଲୋକେ

ଜିତନ ରାମ ମାଞ୍ଝୀ ମହାଗଠବନ୍ଧନର ଗୁଇନ୍ଦାଗିରି କରୁଥିବା କହିଲେ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ପାର୍ଟିର ମୁଖ୍ୟ ଜିତନ ରାମ ମାଞ୍ଝୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେପି ପାଇଁ ମାଞ୍ଝୀ ମହାଗଠବନ୍ଧନରେ ଥିବା ଦଳଗୁଡ଼ିକ ଗୁଇନ୍ଦାଗିରି କରୁଥିଲେ। ମହାଗଠବନ୍ଧନରୁ ସେ ବାହାରିଯିବା

ବୁର୍ଖା ଖୋଲିବା ପରେ ପରୀକ୍ଷା ଦେବାକୁ ମିଳିଲା ଅନୁମତି; ବିବାଦରେ ମନ୍ତ୍ରୀଙ୍କ ମନ୍ତବ୍ୟ

ହାଇଦ୍ରାବାଦ : ହାଇଦ୍ରାବାଦର କେଭି ରଙ୍ଗା ରେଡ୍ଡୀ ଡିଗ୍ରୀ କଲେଜକୁ ଶୁକ୍ରବାର କିଛି ମୁସ୍‌ଲିମ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ସେମାନେ ସମସ୍ତେ ବୁର୍ଖା ପିନ୍ଧିଥିଲେ। ତେଣୁ ସେମାନଙ୍କୁ ପରୀକ୍ଷା ହଲ୍‌କୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ସେମାନଙ୍କୁ ବୁର୍ଖା ଖୋଲିବାକୁ କଲେଜର

ବାହାନଗା ଟ୍ରେନ ଦୁର୍ଘଟଣା: ଏସ୍‌ସିବିରେ ଗଲା ଆଉ ଜଣଙ୍କ ଜୀବନ, ମୃତକଙ୍କ ସଂଖା ୨୯୧କୁ ବୃଦ୍ଧି

କଟକ: ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର୍‌ । ତାଙ୍କ ବୟସ

ରେଲୱେ ବ୍ରିଜ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼ : ସଇଁନ୍ତଲା ଥାନା କମରଲଗା ଗାଁ ଲାଂଥ ନଦୀ ରେଲୱେ ବ୍ରିଜ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନରୁ ଖସି ମୃତ୍ୟୁ ହୋଇ ଥିବା ଆଶଙ୍କା କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କ ନିକଟରୁ ଏକ

ଲଜ୍ୟା ମିଳୁନି ମହାପ୍ରୟାଣ ଗାଡ଼ି,ସା‌ଇକେଲରେ ବୁହାହେଲା ମୃତଦେହ

ସୁବର୍ଣ୍ଣପୁର: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲ ବୁହା ହୋଇଛି ମୃତଦେହ। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ମେଘଲା ଗାଁର ରୁକ୍ମିଣୀ ସାହୁ ନାମକ ଜଣେ ଅସହାୟ ବୃଦ୍ଧା

୨୧ ତାରିଖରେ ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର : ୨୧ ତାରିଖରେ ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଆସିବେ ରେଳମନ୍ତ୍ରୀ । ବାହାନଗା ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ଭେଟିବେ ଅଶ୍ୱିନୀ ବୈଷ୍ଣବ । ଗତ ୨ତାରିଖ ରାତିରେ କରମଣ୍ଡଳ ଟ୍ରେନ

ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର : ପୁଣି ସକାଳୁ ସକାଳୁ ଜାଳିଲାଣି ଖରା । ଆଷାଢ଼ରେ ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ଲୋକେ । ତେବେ ଏତିକିରେ ତ୍ରାହି ମିଳିବନି । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା