Sign in
Sign in
Recover your password.
A password will be e-mailed to you.
ରାଇଆଁ ଗାଁରେ କଙ୍ଗାରୁ କୋର୍ଟ, ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼
ବାଙ୍ଗିରିପୋଷି: ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧା, ଚାପୁଡା ଯିଏ ଯେମିତି ପାରିଲା ମାରିଲା । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ରାୟାଁ ଗାଁର ।
ଅଭିଯୋଗ!-->!-->!-->…
ପୁଅ ଆକ୍ରମଣରେ ମା’ ମୃତ
ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ନୂଆ ସାହିରେ ପୁଅ ଆକ୍ରମଣରେ ମା’ ମୃତ। ମଦ ପିଇବାକୁ ନେଇ ବଚସା ପରେ ପୁଅ କରିଥିଲା ଆକ୍ରମଣ। ଘଟଣାରେ ମୃତ ମହିଳା ମନ୍ଦିରା ନାଇକ ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରହିଛି ।
ରାଇଘର : ନାକଟିସିମଡ଼ା ପଞ୍ଚାୟତରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟାର ଓ ବ୍ୟାନର…
ଉମରକୋଟ, ( ୧୭/୦୬/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିପାରା, ଚୋଡ଼ିଆପାରା ଓ ଚିତରଭାଟି ଯିବା ମୁଖ୍ୟ ରାସ୍ତା କଡ଼ରେ ଥିବା ଗଛରେ ପୁଣି ଏକ ମାଉ ପୋଷ୍ଟାର ଓ ବ୍ୟାନର ଦେଖିବାକୁ ମିଳିଛି , ଏହି ମାଓ ବ୍ୟାନର ଓ ପୋଷ୍ଟାର ରେ ଭା,କା, ପା, ମେନପୁର!-->…
ବାଇକୁ ଧକ୍କାଦେଲା ଟ୍ରକ ୨ ମୃତ ଜଣେ ଆହତ ଘୋଟଣାସ୍ଥଳରେ ଜଳିଗଲା ଟେଙ୍କର…
କାଶୀପୁର : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗ୍ରାମନିକଟରେ ଘୋଟିଯାଇଛି ଏକ ମର୍ମନ୍ତୁଦଦୁର୍ଘଟଣା ।ଟେଙ୍କର ଧକ୍କା ଦେବା ଫୋଳରେ ୨ଜଣ ଙ୍କର ମୃତ୍ଯୁ ଘୋଟିଥିବା ବେଳେ ଜଣେ ଆହତ ହେଇଛନ୍ତି।ମୃତକ ଙ୍କ ମଧ୍ୟରେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର!-->…
ଆଧ୍ୟାତ୍ମିକ କର୍ମକାଣ୍ଡ ବିଶାରଦ ଭାବେ ସମ୍ବର୍ଦ୍ଧିତ ହେଲେ ପଣ୍ଡିତ ଅଶୋକ କୁମାର ପାଢ଼ୀ
ଚିକିଟୀ : ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ଵାରା କଟକ ସହିଦ ଭବନ ଠାରେ ପ୍ରତିଭା ପ୍ରୋତ୍ସାହନ ଓ ସମ୍ମାନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିକିଟୀ ଲୋକନାଥପୁର ଶାସନ ର ପଣ୍ଡିତ ଅଶୋକ କୁମାର ପାଢ଼ୀ କର୍ମକାଣ୍ଡ ବିଶାରଦ ଭାବେ ସମ୍ମାନିତ ହୋଇଛନ୍ତି । ମୁଖ୍ୟ ଅତିଥି!-->…
ଅଗ୍ନିପଥ ସ୍କିମ୍ ପାଇଁ ଆର୍ମି ରିକୃଟମେଣ୍ଟ ରାଲି
ଛତ୍ରପୁର (୧୬.୦୬) : ଅଗ୍ନିପଥ ସ୍କିମ୍ ନିମନ୍ତେ ସେନା ନିଯୁକ୍ତି ରାଲି ପାଇଁ ଗଞ୍ଜାମ, ଗଜପତି, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, ନୂଆପଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କର ୨୦ ଜୁନ୍ ୨୦୨୩ ରିଖ ରୁ ୨୩ ଜୁନ୍ ୨୦୨୩ରିଖ!-->…
ସୂତାକଳ କମ୍ପାନୀରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଚିକିଟୀ : ଚିକିଟୀ ବ୍ଲକ କଳବାଡ ପଞ୍ଚାୟତ ପାରସମ୍ବା ଗ୍ରାମର କଇଁ ବେହେରା ଙ୍କ ପୁଅ ସନ୍ତୋଷ କୁମାର ବେହେରା ଙ୍କ ସୁରତ ର ସୂତାକଳ କମ୍ପାନୀରେ ଅକାଳ ମୃତ୍ୟୁ ହୋଇଛି। ସେ ଡାଇମଣ୍ଡନଗର ସ୍ଥିତ ଏକ ଘରୋଇ ସୂତାକଳ କମ୍ପାନୀ ରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଦୀର୍ଘ ଦିନ ହେଲା ଉକ୍ତ!-->…
ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିଆନ
ଫୁଲବାଣୀ : ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିଆନ । ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ l ପରେ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆଗରୁ ସ୍ଥିର ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ!-->…
ପାଉଁରୁଟି କମ୍ପାନୀରେ ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା
ବ୍ରହ୍ମପୁର : ବିଗତ ଛଅ ମାସ ଧରି ରୁଟି ପ୍ରସ୍ତୁତ କରିବା ଆଳରେ ଚାଲିଥିଲା ବିଦେଶୀ ମଦ ତିଆରି କାରଖାନା । ବିଶେଷ ସୂତ୍ରରୁ ଖବର ପାଇ ବଡ ବଜାର ଥାନା ପୋଲିସ ଓମ୍ ନଗର ପ୍ରଥମ ଲାଇନରେ ଏକ ଘରେ ଚାଲିଥିବା ରୁଟି ଫେକ୍ଟ୍ରି ଉପରେ ଅକସ୍ମାତ ଚଢଉ କରିଥିଲା। ଏସପି ଭାବେ ପ୍ରଶିକ୍ଷଣ ନେଉଥିବା!-->!-->!-->…
ପିଇବା ପାଣି ସମସ୍ୟା ସହ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୯୧ ଗ୍ରାମରେ ପିଇବା ପାଣି ସମସ୍ୟା l ଏହି ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୩୦୦ରୁ ଉର୍ଦ୍ଧ ହେବ l ଏଠାରେ ତିନୋଟି ନଳକୂପ ଥିବା ବେଳେ ଏହି ନଳକୂପ ପାଣି ପିଇବା ଉପଯୋଗୀ ନୁହେଁ l ଆଉ!-->…