Sign in
Sign in
Recover your password.
A password will be e-mailed to you.
ପୁରୀରେ ନକଲି ଅବଢ଼ା
ପୁରୀ: ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କ ବିଶ୍ୱାସ ସହ ଖେଳ । ଶ୍ରୀମନ୍ଦିର ମହାପ୍ରସାଦ ନାଁରେ ପ୍ରସ୍ତୁତ ହେଉଛି ନକଲି ଅବଢ଼ା ।ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍!-->…
ଆଜିଠୁ ଆରମ୍ଭ ହେଲା `ମୋ ଘର’ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର :ରାଜ୍ୟର ସମସ୍ତ ଅଧିବାସୀଙ୍କ ପୂରଣ ହେବ `ପକ୍କା ଘର ସ୍ବପ୍ନ। ଆଜିଠୁ ଆରମ୍ଭ ହେଉଛି `ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରୁଛନ୍ତି। ଓ୍ବେବସାଇଟରେ ଆବେଦନ କରିନପାରିଲେ ମୋ ସେବା!-->…
ବିଜେପିର ଏଜେଣ୍ଟ ଭଳି ରାଜ୍ୟପାଳ ବ୍ୟବହାର କରନ୍ତୁ ନାହିଁ: ଡ଼ିଏମକେ
ଚେନ୍ନାଇ: ତାମିଲନାଡ଼ୁରେ ଷ୍ଟାଲିନ ସରକାରରେ ମନ୍ତ୍ରୀ ଥିବା ସେନ୍ଥିଲ ବାଲାଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ କେନ୍ଦ୍ର ସରକାର ଏବଂ ଡିଏମକେ ମଧ୍ୟରେ ବୟାନ ଯୁଦ୍ଧ ଜାରି ରହିଛି। ଅନ୍ୟପଟେ ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା କେ ପୋନୁମୁଡି ଆଜି ରାଜ୍ୟପାଳ ଆର.ଏନ୍!-->…
ବାଲି ଚୋରା ଚାଲାଣ ଯାଞ୍ଚ ପାଇଁ ଅଟକାଇବାରୁ କନଷ୍ଟେବଲଙ୍କ ଉପରେ ଚଢ଼ାଇ ଦେଲେ ଟ୍ରକ
ବେଙ୍ଗଲୋର : ବାଲି ଚୋରା ଚାଲାଣ ବେଳେ ବାଧା ଦେବାରୁ ଜଣେ ପୁଲିସ କନଷ୍ଟେବଲଙ୍କୁ ଟ୍ରକ୍ରେ ଚାପି ହତ୍ୟା କରାଯାଇଛି। ଘଟଣାଟି ଘଟିଛି କର୍ଣ୍ଣାଟକାର କାଲାବୁର୍ଗି ଜିଲ୍ଲାରେ।
ମୃତ କନଷ୍ଟେବଲଙ୍କ ନାଁ ଏମ୍ ଚୌହାନ। ତାଙ୍କୁ ୫୧ ବର୍ଷ ହୋଇଥିଲା। ସେ ହେଡ୍ କନଷ୍ଟେବଲ ଭାବେ ରାଜ୍ୟ ପୁଲିସରେ!-->!-->!-->…
ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪ ତାରିଖ!-->…
ଥରକେ ମହାକାଶକୁ ୪୧ଟି ସାଟେଲାଇଟ୍ ଉତ୍କ୍ଷେପଣ କରି ନୂଆ ରେକର୍ଡ କଲା ଚୀନ୍
ବେଜିଙ୍ଗ୍: ଗୁରୁବାର ଦିନ ଏକକ ଅଭିଯାନରେ ମହାକାଶକୁ ୪୧ଟି ସାଟେଲାଇଟ୍ (କୃତ୍ରିମ ଉପଗ୍ରହ) ଉତ୍କ୍ଷେପଣ କରି ଚୀନ୍ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିବା କଥା ନିଉଜ୍ ଏଜେନ୍ସି ‘ସିନ୍ହୁଆ’ ରିପୋର୍ଟ କରିଛି।
ସ୍ଥାନୀୟ ସମୟ ଅପରାହ୍ଣ ୧.୩୦ରେ ସାନିସି ପ୍ରଦେଶ ଅନ୍ତର୍ଗତ ‘ତାଇୟୁଆନ୍!-->!-->!-->…
ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି
କଟକ: ବାଲେଶ୍ଵର ଟ୍ରେନ ଦୃର୍ଘଟଣାରେ ପୁଣି ଆଖି ବୁଜିଲେ ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି। କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି ଆଉ ଜଣେ ଗୁରୁତର ଆହତ ବ୍ୟକ୍ତି । ମୃତକ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିଲା। ମୃତକଙ୍କ ନାମ ପ୍ରକାଶ କୁମାର ରାମ। ବୟସ ୧୭ ବର୍ଷ। ଘର ବିହାରରେ। ପ୍ରକାଶ!-->…
ପାର୍କିଙ୍ଗ୍ ଜରିମାନାରୁ ନିସ୍ତାର ପାଇବାକୁ ଆପାର୍ଟମେଣ୍ଟ୍ ଛାତରେ ଭ୍ୟାନ୍ ରଖିଲେ ବ୍ୟକ୍ତି
ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ପାର୍କିଙ୍ଗ୍ କରି ଥରକୁ ଥର ଜରିମାନା ଗଣି ହତାଶ ହୋଇଯାଇଥିବା ତାଇୱାନ୍ ଅନ୍ତର୍ଗତ ତାଇଚୁଙ୍ଗ୍ର ଜଣେ ବ୍ୟକ୍ତି ଆପାର୍ଟମେଣ୍ଟ୍ ଛାତ ଉପରେ ଦୁଇଟିଯାକ ଭ୍ୟାନ୍ ରଖି ସମ୍ପ୍ରତି ଚର୍ଚ୍ଚିତ ହୋଇଥିବା କଥା ‘ତାଇୱାନ୍ ନିଉଜ୍’ ରିପୋର୍ଟ କରିଛି।
ରିପୋର୍ଟ!-->!-->!-->…
କେନ୍ଦ୍ର ସରକାର ‘ଧର୍ମଗୁରୁ’ମାନଙ୍କୁ ରାଜନୀତିକୁ ଆଣି ହଙ୍ଗାମା କରୁଛନ୍ତି: ‘କେସିଆର୍’
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜନୀତିରେ ଧର୍ମଗୁରୁମାନଙ୍କୁ ସମ୍ପୃକ୍ତ କରାଇ ହଙ୍ଗାମା କରୁଛନ୍ତି ବୋଲି ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଭିଯୋଗ କରିଛନ୍ତି।
‘ଲ’ କମିସନ୍’ ‘ୟୁନିଫର୍ମ ସିଭିଲ୍ କୋଡ୍’ (ୟୁସିସି) ଉପରେ ଧାର୍ମିକ ସଙ୍ଗଠନଗୁଡ଼ିକର ମତ!-->!-->!-->…
ପୂର୍ବତନ ସ୍ପେଶାଲ ପୁଲିସ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା
ଚେନ୍ନାଇ: କନିଷ୍ଠ ମହିଳା ପୁଲିସ ଅଧିକାରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ମାମଲାରେ ଆଜି ତାମିଲ୍ନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ ରାଜେଶ ଦାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।
୨୦୨୧ ଫେବ୍ରୁଆରିରେ ଉକ୍ତ କନିଷ୍ଠ ମହିଳା ପୁଲିସ ଅଧିକାରୀ!-->!-->!-->…