Sign in
Sign in
Recover your password.
A password will be e-mailed to you.
ରାଜପଥରେ ବସ୍କୁ ଧକ୍କା ଦେଲା ଟ୍ରକ୍: ୧୫ ବରିଷ୍ଠ ନାଗରିକ ମୃତ, ୧୦ ଆହତ
ମଣ୍ଟ୍ରିଆଲ୍: ଗୁରୁବାର ଦିନ କାନାଡାର ମାନିତୋବା ପ୍ରଦେଶରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବା ଗୋଟାଏ ମିନି ବସ୍କୁ ଗୋଟାଏ ଟ୍ରଲର୍-ଟ୍ରକ୍ ଧକ୍କା ଦେବାରୁ ଅନ୍ୟୂନ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ଆହୁରି ୧୦ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ମାନିତୋବା!-->!-->!-->…
କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମ୍ୟାଚ ଚାଲିଥିବା ବେଳେ ବିଜୁଳି ବିଭ୍ରାଟ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ଦେଖାଦେଇଛି ବିଦ୍ୟୁତ ବିଭ୍ରାଟ। ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅନ୍ଧାର ହୋଇଯାଇଥିଲା ଡ୍ରେସିଂ ରୁମ୍। ଖେଳର ହାଫ୍ ଟାଇମରେ ଖେଳାଳି ମାନେ ଡ୍ରେସିଂ ରୁମ୍ ଯାଉଥିବା ବେଳେ ବିଦ୍ୟୁତ!-->…
ଗାଡ଼ି ଚୋର ରାକେଟ୍କୁ ଧରିଲା ମଙ୍ଗଳାବାଗ୍ ପୋଲିସ, ୩ଲକ୍ଷରୁ ଉର୍ଦ୍ଧ୍ଵ ସାମଗ୍ରୀ ଜବତ
କଟକ: ଗାଡି ଚୋର ରାକେଟକୁ ଧରିଲା ମଙ୍ଗଳାବାଗ ଥାନା ପୋଲିସ । ୬ଟି ବାଇକ ସହ ନଗଦ ୨୦ ହଜାର ଟଙ୍କା ଜବତ ହୋଇଛି। ଦୁଇ ଚକିଆ ଯାନ ଯନ୍ତ୍ରାଂଶ ଜବତ ହୋଇଥିବା ବେଳେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ୨୧ ବର୍ଷୀୟ ସୌରଭ ସ୍ୱାଇଁ। ସୌରଭ ନାଁରେ ପୂର୍ବରୁ ରହିଛି ୯ଟି ମାମଲା ।
!-->!-->!-->…
ଆଜି ଶ୍ରୀଜୀଉ ମାନଙ୍କ ଘଣା ଲାଗି ନୀତି
ପୁରୀ: ଆଜି ଅନବସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀ ଜୀଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧସୁଆରଙ୍କ!-->…
ନିଶାସେବନ ବର୍ଜନର ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ଭୁଟାନ ପର୍ଯ୍ୟନ୍ତ ପଦଯାତ୍ରା
ସୋର: ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ନିଶା ସେବନ ବର୍ଜନ କରି ସୁସ୍ଥ ଓ ନିରାମୟ ଜୀବନଯାପନର ବାର୍ତ୍ତା ନେଇ ଜଣେ ୬୬ ବର୍ଷୀୟ ବୃଦ୍ଧ ୩ ହଜାର କିମି ପଦଯାତ୍ରାର ଲକ୍ଷ୍ୟ ନେଇ ଝାରସୁଗୁଡ଼ାରୁ ଭୁଟାନ ଅଭିମୁଖେ ବାହାରିଛନ୍ତି। ସେ ହେଉଛନ୍ତି ଝାରସୁଗୁଡା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ (୬୬)।!-->…
୧୮ ତାରିଖରୁ ପୁରୀର ସବୁ ମଦଦୋକାନ ବନ୍ଦ
ପୁରୀ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ପୁରୀରେ ସମସ୍ତ ମଦ ଦୋକାନକୁ ସିଲ୍ କରାଯିବ। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୧୮ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଅବକାରୀ ବିଭାଗ ପକ୍ଷରୁ ସହରର ସମସ୍ତ ମଦଦୋକାନଗୁଡ଼ିକୁ!-->…
ରହସ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ମୃତ୍ୟୁ
ବ୍ରହ୍ମପୁର: ରହସ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ମୃତ୍ୟୁ । ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଡାକ୍ତର ଶୁଭାନୀ ପଟ୍ଟନାୟକଙ୍କ ମୃତଦେହ ଉଦ୍ଧାର । ଡାକ୍ତର ଶୁଭାନୀ ଚର୍ମରୋଗ ବିଭାଗରେ ପିଜି କରୁଥିଲେ । ତାଙ୍କ ନିଜ ଗାଁ ନୟାଗଡ଼ରେ । ପରିବାର ଲୋକ!-->…
‘ଗାଁ ଆମ୍ବ ପସରା’ ସପନ୍ନ ୭ ଲକ୍ଷ ୫୪ ହଜାର ଟଙ୍କା ର ହେଲା ବ୍ଯବସାୟ…
ସୁନ୍ଦରଗଡ /ରାଉରକେଲା-୧୫ ଜୁନ୍ ୨୦୨୩:ରାଉରକେଲା ମହାନଗରବାସୀଙ୍କୁ ସୁଲଭ ମୂଲ୍ଯ ରେ ଆମ୍ବ ଉପଲବ୍ଧ କରିବା ଉଦ୍ଦେଶ୍ଯ ରେ ଆମବାଗାନ ରେ ୬ ଜୁନ ରୁ ଚାଲିଥିବା 'ଗାଁ ଆମ୍ବ ପସରା' ଆଜି ସଂପନ୍ନ ହୋଇଯାଇଛି। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହାର ଆୟୋଜନ!-->!-->!-->…
ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ୫ଦିନିଆ ରଜ ମହୋତ୍ସବ
ଫୁଲବାଣୀ (୧୫।୬) : ଫୁଲବାଣୀର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଫୁଲବାଣୀ ରେ ପ୍ରଥମ ଥର ପାଇଁ ୫ଦିନିଆ ରଜ ମହୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଉଦଘାଟିକା ଭାବରେ କନ୍ଧମାଳ ଜିଲ୍ଲାପାଳଙ୍କ!-->…
ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଭିଆଇଥିବା ଅଭିଯୁକ୍ତ ଗିରଫ
ଫୁଲବାଣୀ : ଗତ ୧୩/୦୬/୨୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଦାମିଗାଁ ଅଞ୍ଚଳରେ ରାତି ୯ଟା ସମୟରେ ଅଜିତ ପ୍ରଧାନକୁ ହୋଇଥିବା ଗୁଳିକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ ଦେଇଥିବା ଅଭିଯୋଗ କ୍ରମେ ଟାଉନ ଥାନା ଏସ.ଡି.ପି.ଓ ସୁପ୍ରସନ୍ନ ମଲ୍ଲିକ ଏବଂ ସେକେଣ୍ଡ ଅଫିସର ରୂପକ ଦଳେଇ ଏବଂ ତାଙ୍କ!-->…