୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଦିନ ୧୧ଟାରୁ ଦର୍ଶନ ବନ୍ଦ

ପୁରୀ: ୧୯ ତାରିଖରେ ଶ୍ରୀଜିଉଙ୍କର ମାତ୍ର ୩ ଘଣ୍ଟା ନବ ଯୌବନ ଦର୍ଶନ ହେବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକାଳ ୮ଟାରୁ ୯ଟା ଯାଏ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିବ। ସକାଳ ୮ଟାରୁ ୯ଟା ଯାଏ

ବଡ଼ଦାଣ୍ଡରେ ଅଘଟଣ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବ ଅପରେଟରଙ୍କ ଜୀବନ

ପୁରୀ: ରଥଯାତ୍ରା ପାଇଁ ସିସିଟିଭି ସଂଯୋଗୀକରଣ ବେଳେ ବଡ଼ଦାଣ୍ଡରେ ଅଘଟଣ। କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଯୁବ ଅପରେଟରଙ୍କର ମୃତ୍ୟୁ ଘଟିଛି। ମୃତ ଯୁବ ଅପରେଟର ହେଉଛନ୍ତି କଟକ ରାଜାବଗିଚା ଅଞ୍ଚଳର ରାକେଶ ବେହେରା(୨୫)।ଖବର ପାଇ ଟାଉନ ଥାନା ପୁଲିସ

ଏମକେସିଜିର ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ଏମକେସିଜିର ମେଡିକାଲ କଲେଜରେ ଏସଆର ହଷ୍ଟେଲରୁ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଡାକ୍ତର ଚର୍ମ ବିଭାଗ ପିଜିର ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି।ମୃତ ଡାକ୍ତରୀ ଛାତ୍ରୀଙ୍କ ନାମ ସୁଭାନି ପଟ୍ଟନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା

ବାକି ଟଙ୍କା ନଦେବାରୁ ଯୁବକଙ୍କୁ ଭୁଜାଲି ଭୁସି ଦେଲେ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା କୋଟସାହି ପଞ୍ଚାୟତର ବାଗ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବାକି ଟଙ୍କା ନ ଶୁଝିବାରୁ ଜଣେ ଯୁବକଙ୍କୁ ଆଉ ଜଣେ ଲୋକ ଭୁଜାଲିରେ ଭୁସି ଦେଇଛି। ଭୁଜାଲି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟ

କୁଡୁମୁଲୁଗୁମ୍ମା ଭେଟେନାରୀ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ଅଭିଯୋଗ

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ସ୍ଥିତ ଭେଟେରେନାରୀ ପରିସରରେ ହେଉଥିବା ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ କୁ ପରୋକ୍ଷରେ ସ୍ୱୀକାର କଲେ ଅଧିକାରୀ | ଏହି କାର୍ଯ୍ୟକୁ ଟେଣ୍ଡର ଜରିଆରେ ପାଇଥିବା ସ°ପୃକ୍ତ ଠିକାଦାର ନିଜେ

ଜଳୁଛି ଓଡ଼ିଶା: ୪୪.୮ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର, ଭୁବନେଶ୍ବରରେ ପାରା ୪୨.୪ ଡିଗ୍ରି

ଭୁବନେଶ୍ବର/ଝାରସୁଗୁଡ଼ା: ରଜରେ ସାରା ଓଡ଼ିଶା ଜଳୁଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗରମ ଓ ଗୁଳୁଗୁଳିରୁ ଉପକୂଳବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟର ୨୫ଟି ସହରରେ ଆଜିର ତାପମାତ୍ରା

ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ, ରଥଯାତ୍ରା ନେଇ ଗଜପତିଙ୍କ ସହ ହେଲା ଆଲୋଚନା  

ପୁରୀ: ଆଉ ମାତ୍ର ୪ ଦିନ ପରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ହେବ। ମହାପ୍ରଭୁଙ୍କ ୯ ଦିବସୀୟ ଘୋଷ ଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇ ସାରିଛନ୍ତି। ରଥଯାତ୍ରାର ମୁଖ୍ୟ

ମହିମା ପୀଠର ହେବ ରୂପାନ୍ତର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ୧୧୨ କୋଟି ପ୍ରକଳ୍ପର ପ୍ରସ୍ତାବ ଦେଲେ ଜିଲ୍ଲାପାଳ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି

ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଜାଗୁଆର ଏକାଡେମୀ ୯ ସ୍ବର୍ଣ୍ଣ ପଦକ ହାସଲ

ହିଞ୍ଜିଳିକାଟୁ (୧୫।୬) : ଜାଗୁଆର ଏକାଡେମୀ ଅଫ ମାର୍ସଲ ଆର୍ଟ୍ସ ଓ ସେଲ୍ଫ ଡିଫେନ୍ସ ର ୮ ଜଣ ଛାତ୍ରଛାତ୍ରୀ ଓଡ଼ିଶା ରାଜ୍ୟସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ୯ ସ୍ଵର୍ଣ୍ଣ ପଦକ ,୬ ସିଲଭର, ୧ ଵ୍ରୋଞ୍ ପଦକ ହାସଲ କରି ଗୌରବ ଅର୍ଜନ

ମୋଟର ସାଇକେଲ ଓ ବଳଦ ଧକ୍କା, ଦୁଇ ଗୁରୁତର

ଦାରିଙ୍ଗବାଡି (୧୫/୦୬) : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ତରଗାବାଲି ଗ୍ରାମର ଧମେନ୍ଦ୍ର ମାଝୀ (୨୪) ଓ ବିନୋଦ ମୁଠାମାଝୀ (୨୧) ଗତକାଲି ସନ୍ଧ୍ୟା ସମୟରେ ମୋଟର ସାଇକେଲ ରେ ନିଜ ଗାଁକୁ ଫେରୁ ଥିବା ବେଳେ ମୋହନା ଥାନା ଅଧିନସ୍ତ ଝିଲିକି ଗ୍ରାମ ନିକଟରେ ବଳଦ ଧକ୍କାରେ