ଫେସ୍‌ବୁକ୍‌କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ତାଗିଦ

ବେଙ୍ଗାଲୁରୁ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ନାଲି ଆଖି ଦେଖାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଭାରତରେ କମ୍ପାନୀର ସମସ୍ତ କାର୍ଯ୍ୟକଳାପକୁ ଦରକାର ପଡ଼ିଲେ କୋର୍ଟ ବନ୍ଦ କରିଦେବେ ବୋଲି କହିଛନ୍ତି।ସାଉଦି ଆରବ ଜେଲରେ ବନ୍ଦୀ ହୋଇ ରହିଥିବା ଜଣେ ଭାରତୀୟଙ୍କ ମାମଲାର ତଦନ୍ତ କର୍ଣ୍ଣାଟକା

କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା, ପୋକ୍ସୋ ମାମଲା ହଟିବ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିବା ପରେ ଦିଲ୍ଲୀ ପୁଲିସ୍‌ ଏହାର ତଦନ୍ତ

ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା…

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଆସନ୍ତାବର୍ଷ ଜାନୁଆରୀ ମାସରେ ଏହି ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା ସମାରୋହର ନେତୃତ୍ୱ ନେବେ ବୋଲି ଆଜି ଉତ୍ତର

ବିଜେପି ପକ୍ଷରୁ ଗ୍ରୀଡ ସବ ଷ୍ଟେସନ ଘେରାଉ…

ଫୁଲବାଣୀ :ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ଵରେ ଡି ଆର ଡି ଏ ଛକ ସ୍ଥିତ ଗ୍ରୀଡ ସବ ଷ୍ଟେସନ ସମ୍ମୁଖରେ ହାତରେ ଲଣ୍ଠନ ଓ ବିଞ୍ଛଣା ଧରି ଘେରାଉ କରିଥିଲେ l ସମସ୍ତେ ଏକ ସ୍ଵରରେ ଟାଟାକୁ ନବୀନ ସରକାର ଙ୍କ ଅହେତୁକ ଅନୁକମ୍ପା କଣ

ରଜ ପାଇଁ ଗାଁ ରୁ ସହର ଉତ୍ସବ ମୁଖର…

ଭଦ୍ରକ : ସବୁଠି ପିଠା ,ମିଠାଆସର ଓଡିଶାର ଗଣପର୍ବ ରଜ ଉତ୍ସବ ଅବସର ରେ ସମଗ୍ର ବନ୍ତ ବ୍ଲକ ର ଜନସାଧାରଣ ବେଶ୍ ଉତ୍ସହ ସହକାରେ ଏହି ପର୍ବ ମନାଉଥିବା ପରିଲକ୍ଷିତ ହେଉଛି ଏହି ଅବସର ରେ ପ୍ରତି ଗାଁ ରେ ବିଭିନ୍ନ ପ୍ରକାର ର ଦୋଳି ସହ ଘରେ ଘରେ ପିଠା ପଣା ତିଆରି ହେଉଥିବା ବେଳେ ଝିଅ ମାନେ ନୂତନ

ରନ୍ଧନ ଗ୍ୟାସ ଚୋରି ବେଳେ ସାଧା ପୋଷାକରେ ଧରିଲା ପୁଲିସ…

ବ୍ରହ୍ମପୁର : ଉପଭୋକ୍ତାଙ୍କୁ ଯୋଗାଣ ପାଇଁ ଗୋଦାମରେ ରଖାଯାଇଥିବା ଏଲପିଜି ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରି ହେଉଥିବା ବେଳେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।  ବ୍ରହ୍ମପୁର ଆଙ୍କୁଲି ନିକଟ ଜଳେଶ୍ଵର ଖଣ୍ଡି ଠାରେ ଅନେକ ଦିନ ଧରି ଏହି କଳା କାରନାମା ଚାଲିଥିବା ବେଳେ କୌଣସି

ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳିତ

ଦାରିଙ୍ଗବାଡ଼ି (୧୪/୬) : ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଲୋକ କଳା ଦିବସ ପାଳନ ହୋଇଯାଇଛି। ବିଡ଼ିଓ ତଥା ଲୋକ କଳା ସଂଘର ସଭାପତି ଗଦାଧର ପାତ୍ରଙ୍କ ନେତୃତ୍ୱରେ ଉକ୍ତ ଦିବସ ପାଳନ ହୋଇଥିବା ବେଳେ ଏଥିରେ ବ୍ଲକ ଅଞ୍ଚଳରୁ ଶତାଧିକ କଳାକାର ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ

ବିଶ୍ୱ ରକ୍ତ ଦାନ ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତ ଦାନ ଶିବିର

ବାଲିଗୁଡା : ବିଶ୍ୱ ରକ୍ତ ଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ବାଟାଲିୟନର ୧୧ ଜଣ ଅଧିକାରୀ ଓ ଜବାନ ସକ୍ରିୟ

ମା କ୍ଷେତ୍ରବାସୀ ପୀଠ , ଚୁନିଦା, କଲେଇ ଗ୍ରା.ପ,ଭଦ୍ରକ ଠାରେ ପଞ୍ଚମ ବାର୍ଷିକ୨୦୨୩ ଆମ ଗାଁ ରଜ ମହୋତ୍ସବ ପାଳିତ…

ଭଦ୍ରକ : ତା ୧୪/୧୫/୧୬/୧୭ରିଖ ଚାରି ଦିନ ବ୍ୟାପି ଏହି ମହୋତ୍ସବ ପାଳନ କରାଯିବ ବୋଲି କମିଟିର ଗୌର ଗୋପାଳ ଜେନା, ନିତ୍ୟାନନ୍ଦ ବେହେରା, ବାବୁଲା ରାଉତ ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି l ଉଦଘାଟକ ଭାବେ ସରପଞ୍ଚ ନିରଞ୍ଜନ ମଲ୍ଲିକ, ମୁଖ୍ୟଅତିଥି ଭାବେ

ରଜ ଉତ୍ସବର ବିଶେଷତ୍ବ

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି