ଡ୍ରେଜିଙ୍ଗ ଜାହାଜ ମରାମତି ବେଳେ ପାଣିରେ ପଡ଼ି ବୁଡ଼ି ଗଲେ ଟେକ୍ନିସିଆନ

ପାରାଦୀପ : ପାରାଦୀପ ବନ୍ଦରରେ ଡ୍ରେଜିଙ୍ଗ ଜାହାଜ ମରାମତି ବେଳେ ଘଟିଛି ଅଘଟଣ। ପାଣିରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ୱାଇ.ଏସ୍ ଅଶୋକ (୩୦)। ତାଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ।ମଙ୍ଗଳବାର (ଗତକାଲି) ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଆଜି ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ। ଗୁଜରାଟକୁ ହେବାକୁ ଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତନ ରହିଛି। ଏନେଇ

ବ୍ଲକସ୍ତରୀୟ ଲୋକକଳା ଦିବସ ପାଳନ…

ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଲୋକକଳା ଦିବସ ବୁଧବାର ପଂଚାୟତ ସମିତି ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଏହି ଉତ୍ସବ କୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର

ଗୋପାଳପୁର ପାନ୍ଥ ନିବାସରେ ରଜପର୍ବ ପାଳିତ…

ବ୍ରହ୍ମପୁର // ଗୋପାଳପୁର (୧୪/୬) : ଗୋପାଳପୁରସ୍ଥିତ ପାନ୍ଥ ନିବାସରେ ଆଜି ରଜ ପର୍ବ ପାଳନ ହୋଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାନ୍ଥ ନିବାସ ପରିସର ରେ ସୁ ସଜିତ ରଜ ଦୋଳି ଉଦ୍ଘାଟନ ହୋଇଥିଲା।ପାନ୍ଥ ନିବାସର ପରିଚାଳକ ବାପି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ଆୟୋଜିତ ୩ ଦିନିଆ

ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘର ସାତ ଦିନିଆ ପ୍ରାଥମିକ ବର୍ଗ

ଚିକିଟୀ : ରାଷ୍ଟ୍ର ନିର୍ମାଣ ସାଙ୍ଗକୁ ବ୍ୟକ୍ତି ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରି ବ୍ୟକ୍ତି ନିର୍ମାଣ ରେ ଦୀର୍ଘ ୯୮ବର୍ଷ ଧରି ଲାଗି ରହିଥିବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ସାତ ଦିନିଆ ପ୍ରାଥମିକ ବର୍ଗ ଚିକିଟୀପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ

ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ “ପହିଲି ରଜ” ଉତ୍ସବ ପାଳନ

ବ୍ରହ୍ମପୁର : ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ରଜ ପର୍ବ ଉପଲକ୍ଷେ ଆଜି "ପହିଲି ରଜ" ଉତ୍ସବ ପାଳନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀଙ୍କ‌ ନେତୃତ୍ବ ଏବଂ ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ ଓ ବର୍ଷା ବିଦ୍ୟୁସ୍ମିତା ପାଳଙ୍କ

ମୋଟରସାଇକେଲ ଦୁର୍ଘଟଣାରେ ଯୁବକ ମୃତ…

ଖଇରପୁଟ : ଖଇରପୁଟ ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଜୟପୁର ସ୍ଥିତ କୁମ୍ଭାର ସାହୀ ନିବାସୀ ବାଲାଜୀ ମହନ୍ତ (ବୟସ-୩୨)ଏକ ଜରୁରୀ କାର୍ଯ୍ୟରେ ଖଇରପୁଟ ରୁ କୁଡୁମୁଲୁଗୁମ୍ମା ଆଡ଼କୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ହଠାତ ଗାଡ଼ିର

ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲିଗୁଡ଼ା : ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ । ସୂଚନା ପ୍ରକାରେ ବୁଧବାର ଦିନ ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ ଏକ ୧୪

ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ଅଭିଯୋଗ ମାମଲା। ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି। ୧୫ ଦିନିଆ ଜାମିନ ଆବେଦନ ଖାରଜ କଲେ ସିବିଆଇ କୋର୍ଟ। ମା’ ଦେହ ଅସୁସ୍ଥ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲା ଖଗେଶ୍ୱର। ବ୍ଲାକବେଲର

୩୦ବର୍ଷରେ ୩୭ହଜାର କୋଟି ଖର୍ଚ୍ଚ : ତଥାପି ସୁଧୁରୁନି ବିଦ୍ୟୁତ ଭିତ୍ତିଭୂମି

ଭୁବନେଶ୍ବର : କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ସୁଧୁରି ପାରୁନି ବିଦ୍ୟୁତ ଭିତ୍ତିଭୂମି। ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନି ନିରନ୍ତର ବିଜୁଳି ସେବା। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟରେ ଗତ ୩୦ ବର୍ଷରେ ୩୭ ହଜାର