ସ୍କ୍ବାସ୍‌ ବିଶ୍ବକପ୍‌ରେ ହଂକଂକୁ ହରାଇଲା ଭାରତ

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଅରମ୍ଭ କରିଛି। ଏକ୍ସପ୍ରେସ୍‌ ଆଭିନ୍ୟୁ ମଲ୍‌ରେ ଖେଳାଯାଉଥିବା ବିଶ୍ବକପ୍‌ର ଗ୍ରୁପ୍‌ ବି’ରେ ଦ୍ବିତୀୟ ସିଡ୍‌ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ ଅଭୟ ସିଂହ ୭-୨,

ଗୋପନୀୟ ଦସ୍ତାବିଜ ଚୋରି ମାମଲାରେ ଟ୍ରମ୍ପ ଗିରଫ, ଜାମିନ ପରେ ବାଇଡେନଙ୍କ ଉପରେ ବର୍ଷିଲେ

ଫ୍ଲୋରିଡ଼ା : ଗୋପନ ଦସ୍ତାବିଜ ଚୋରି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କଲେ ଆତ୍ମସମର୍ପଣ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ନିସର୍ତ୍ତ ଜାମିନ ବି ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଜଣେ ରାଷ୍ଟ୍ରପତି ଗିରଫ ହେବା ପ୍ରଥମ

‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ଗିରଫ ହୋଇଥିବା ତାମିଲନାଡୁ ମନ୍ତ୍ରୀଙ୍କୁ ‘ବାଇପାସ୍‌ ସର୍ଜରି’ ପାଇଁ ପରାମର୍ଶ

ଚେନ୍ନାଇ: ‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହେବା ପରେ ଡାକ୍ତରଖାନାକୁ ନିଆଯାଇଥିବା ତାମିଲନାଡୁ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀଙ୍କୁ ତୁରନ୍ତ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଆଜି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।ଯେଉଁ ଡାକ୍ତରଖାନାରେ

ମୋଦୀଙ୍କ ଗସ୍ତବେଳେ ‘ଡ୍ରୋନ ଡିଲ୍’ ଚୂଡ଼ାନ୍ତ କରିବାକୁ ଚାହୁଁଛି ଆମେରିକା

ନୂଆଦିଲ୍ଲୀ: ୩୦ଟି ଲଢୁଆ ଡ୍ରୋନ କିଣିବାକୁ ଭାରତ ଗତ କିଛି ବର୍ଷ ହେଲା ଆମେରିକା ସହ ଆଲୋଚନା ଚଳାଇଛି । ଏସବୁ ଡ୍ରୋନ କିଣିବାକୁ ଭାରତ ଆଗ୍ରହୀ ଥିବାବେଳେ ଆମେରିକା ମଧ୍ୟ ବିକିବାକୁ ଆଗ୍ରହୀ ଅଛି । ଏହା ସତ୍ତ୍ବେ ଭାରତର ଧୀମା ଅମଲାତାନ୍ତ୍ରିକ ପ୍ରକ୍ରିୟା ଯୋଗୁଁ ଡିଲ୍ ଆଗେଇପାରୁ ନାହିଁ ।

ପାକିସ୍ତାନୀକୁ ଦେଇଥିବା ଜବାବକୁ ନେଇ ଓଓ୍ବେସିଙ୍କୁ ପ୍ରଶଂସା

ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ନିଜର ବିବାଦୀୟ ଭାଷଣ ପାଇଁ ଜଣାଶୁଣା । କିନ୍ତୁ ଆମେରିକା ଗସ୍ତରେ ଥିବା ବେଳେ ଜଣେ ପାକିସ୍ତାନୀକୁ ସେ ଦେଇଥିବା ଜବାବକୁ ନେଇ ତାଙ୍କୁ ପ୍ରସଂଶା କରାଯାଉଛି ।ଆମେରିକାର ସିକାଗୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକିସ୍ତାନର ଜଣେ

ବିବାହ ଭୋଜିରୁ ଫେରିବା ବେଳେ ବୁଡ଼ିଲା ବୋଟ୍‌, ଶହେରୁ ଊର୍ଦ୍ଧ୍ୱ ମୃତ

ଲାଗୋସ : ଆଫ୍ରିକୀୟ ଦେଶ ନାଇଜେରିଆରେ ଗତ ସୋମବାର ଏକ ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ ପାର୍‌ ହେଉଥିବା ବେଳେ ଭାରସାମ୍ୟ ହରାଇ ତାହା ବୁଡ଼ି ଯାଇଥିବା

ସରକାରୀ ବାବୁଙ୍କ ପାଇଁ Y- ବ୍ରେକ୍‌; ସିଟ୍‌ରେ ବସି କରିବେ ଯୋଗ

ନୂଆଦିଲ୍ଲୀ : ଅଫିସ୍‌ରେ କାମ କରି କରି ହାଲିଆ ହୋଇ ପଡ଼ୁଛନ୍ତି ଅଧିକାରୀ ଓ କର୍ମଚାରୀ। ଅତ୍ୟଧିକ କାମ ଚାପ ଯୋଗୁ ସେମାନେ ନିଜ ଶରୀରର ଯତ୍ନ ନେଇ ପାରୁ ନାହାନ୍ତି। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି Y

ରାଜରାସ୍ତାରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ୍‌ କଲେ IAS-IPS ଅଫିସର, ଏବେ ହେଲେ ନିଲମ୍ବିତ

ଜୟପୁର : ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ କରିଛନ୍ତି ଜଣେ ଆଇଏସ ଓ ଜଣେ ଆଇପିଏସ ଅଫିସର। ଘଟଣାର ଭିଡିଓ ଭାଇରାଲ ହେବାପରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ସହ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।ରବିବାର ରାତିରେ ପୂରା ଘଟଣା

ଲୁଙ୍ଗି ଓ ନାଇଟୀ ପିନ୍ଧି ବୁଲିବା ଉପରେ ଲାଗିଲା କଟକଣା, ଲୋକଙ୍କ ଭିତରେ ଅସନ୍ତୋଷ

ନୋଏଡା : ସର୍ବସାଧାରଣ ସ୍ଥାନରେ ଲୋକଙ୍କ ପାଇଁ ଡ୍ରେସ କୋଡ୍‌ର ବ୍ୟବସ୍ଥା କରିଛି ଗ୍ରେଟର ନୋଏଡା ସୋସାଇଟୀର ମାଲିକ ସଂଘ। ଗ୍ରେଟର ନୋଏଡା ଫେଜ ୨ରେ ଥିବା ହିମସାଗର ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ପାଇଁ ଜାରି ହୋଇଥିବା ନୋଟିସରେ ଲୁଙ୍ଗି ଓ ନାଇଟୀ ପିନ୍ଧିବା ଉପରେ କଟକଣା ଲାଗିଛି।ଏଣିକି

ଲଣ୍ଡନରେ ଭାରତୀୟ ଯୁବତୀଙ୍କୁ ହତ୍ୟା କଲା ବ୍ରାଜିଲ ଯୁବକ, ଗିରଫ କଲା ପୁଲିସ୍

ଲଣ୍ଡନ : ଲଣ୍ଡନର ୱେମ୍ବଲିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ହାଇଦ୍ରାବାଦର ଜଣେ ୨୭ ବର୍ଷୀୟା ଛାତ୍ରୀଙ୍କୁ ବ୍ରାଜିଲର ଜଣେ ଯୁବକ ଛୁରି ଭୁସି ହକ୍ୟା କରିଛି । ମୃତ ଭାରତୀୟ ଯୁବତୀଙ୍କ ନାମ ତେଜସ୍ୱିନୀ ରେଡ୍ଡୀ ବୋଲି ଜଣାପଡ଼ିଛି । ତେଜସ୍ୱିନୀ