Sign in
Sign in
Recover your password.
A password will be e-mailed to you.
ଜୁଲାଇ ୪ରେ କୁସ୍ତି ମହାସଂଘର ନିର୍ବାଚନ
ନୂଆଦିଲ୍ଲୀ : ବିବାଦରେ ଥିବା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଆସନ୍ତା ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ପ୍ରକ୍ରିୟା ଆରମ୍ଭ କରିଛି।ନିର୍ବାଚନକୁ ସଂପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛତାର ସହ କରିବା ପାଇଁ ଆଇଓଏ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ!-->…
ରୋଲର ଭାରସାମ୍ୟ ହରାଇ ଖାଲରେ ପଡ଼ି ଡ୍ରାଇଭର ମୃତ୍ୟୁ
ଦାରିଙ୍ଗବାଡ଼ି,୧୩/୬.ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାତେସବାନ୍ଦା ଗ୍ରାମର ପିହାକା ପ୍ରଧାନଙ୍କ ପୁଅ ଅକ୍ଷୟ ପ୍ରଧାନ(୪୫) ଲତେଶବାନ୍ଦା ଗ୍ରାମ ନିକଟ ଗ୍ରାମ ଡିହୁମାର ରାସ୍ତା ନିର୍ମାଣ କାର୍ଯ୍ୟରେ ଅକ୍ଷୟ ରୁଲର ଡ୍ରାଇଭ ଭାବେ ରାସ୍ତାର ନିର୍ମାଣ କାର୍ଯ୍ୟ!-->…
କାଶିପୁର ଗଜେନ୍ଦ୍ର ନାଏକ ହତ୍ୟା ମାମଲା ହତ୍ୟାର ୪ଦିନ ପରେ ୩ ଅଭିଯୁକ୍ତ ଗିରଫ…
କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକଗତ 9/6/2023 ତାରିଖ ଦିନ ଶିକରଲଟା ଗ୍ରାମରେ କାଶୀପୁରର କଂଗ୍ରେସ ନେତାତଥା ଠିକାଦାର ଗଜେନ୍ଦ୍ରନାଏକ ଏକ ଠିକାକାମ ଏବଂ ଜମି ସମ୍ବନ୍ଧିୟ ସମସ୍ୟା ଉପରେ ପ୍ରଥମେ ବଚସା ହୋଇଥିଲା ପରେ ଗଜେନ୍ଦ୍ର ନାଏକଙ୍କୁ ହତ୍ୟାକରି ଅଭିଯୁକ୍ତ ମାନେ ଫେରାର ହୋଇ!-->…
ଅଙ୍ଗନୱାଡି ସହାୟିକା ସଞ୍ଜୁଙ୍କ ପୁଅ ବାଲିମେଳା କଲେଜ୍ +୨ କଳା ବିଭାଗ ଟପ୍ପର…
ମାଲକାନଗିରି/ବାଲିମେଳା:(୧୩/୦୬/୨୦୨୩)ନିକଟ ଅତୀତରେ ଅର୍ଥାତ୍ ତା୦୮.୦୬.୨୦୨୩ରିଖ ଦିନ ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ପୂର୍ବରୁ ଏହା ପ୍ରମାଣିତ ହୋଇ ସାରିଛି ଯେ ଅଦମ୍ୟ ସାହସ , ଅହରହ ଉଦ୍ୟମ , ଅକ୍ଲାନ୍ତ ପରିଶ୍ରମ ଯେ ଦାରିଦ୍ର୍ୟର ବେଡି ଭାଙ୍ଗି ସମସ୍ତ ଘାତ ପ୍ରତିଘାତକୁ!-->!-->!-->…
ଯୌତୁକରେ ମୋଟର ସାଇକେଲ ମାଗିଲେ ଅର୍ଜୁନ : ମଙ୍ଗଳସୂତ୍ର ସହ ଶଙ୍ଖାଚୁଡ଼ି ଖୋଲିଦେଲେ ଦେବକୀ…
ବାଲିଗୁଡ଼ା: ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ମୋଟର ସାଇକେଲ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା,ଚୁଡି ଖୋଲି ଦେଇ ବାପା ଘରକୁ ଫେରି ଯାଇଛନ୍ତି ଜଣେ ନବ ବିବାହିତା!-->…
ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ…
ଦାରିଙ୍ଗବାଡ଼ି,୧୩/୬.ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଇ.ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର, ସମ୍ମାନୀତ!-->…
ବିଭିନ୍ନ ସମସ୍ୟା ପ୍ରତିବାଦ ରେ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି କର୍ମୀ : ପ୍ରତିଶୃତି ପରେ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ସ୍ଥିତ ସମନ୍ୟୁତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ (ଆଇସିଡିଏସ) ରେ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଶିଶୁ ବିକାଶ ଅଧିକାରିଣୀଙ୍କ ଅବହେଳାରେ ଅତିଷ୍ଟ ହୋଇ ସମ୍ମନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ!-->…
ମାଲକାନଗିରି ଉପ କାରାଗାର ରେ ବିଦ୍ୟୁତ ଚୋରି ଘଟଣା । ଜେଲ କର୍ତୁପକ୍ଷଙ୍କୁ କାରଣ ଦର୍ଶାନ ନୋଟିସ୍…
ମାଲକାନଗିରି : ଜିଲ୍ଲା ସଦର ମହକୁମା ଉପକାରାଗାର କର୍ତୁପକ୍ଷଙ୍କୁ ଜୟପୁର ଟିପିଏସଓଡିଏଲ ବିଦ୍ୟୁତ ବିଭାଗ ତରଫରୁ ଜରିମାନା ସହ କାରଣ ଦର୍ଶାନ ନୋଟିସ ଜାରି କରା ଯାଇଛିା ସୁଚନା ମୁତାବକ ମାଲକାନଗିରି ଉପକାରାଗାରରେ ୨୦ କିଲୋୱାଟ ବିଦ୍ୟୁତ ବ୍ୟବହାର ପାଇଁ ନିୟମ ରହିଛିା କିନ୍ତୁ!-->!-->!-->…
ତିନି ଦିନ ଧରି ବ୍ରାହ୍ମଣୀଗାଁ ସ୍ଥିତ ଦୁଇଟିଏଟିଏମ୍ ଅଚଳ। ସାଧାରଣ ଜନତା ହନ୍ତସନ୍ତ…
ଦାରିଙ୍ଗବାଡି, ୧୩/୦୬, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ସ୍ଥିତ ୨ଟି ଷ୍ଟେଟ ବ୍ୟାଙ୍କ ଏଟିଏମ ଅଚଳ ଅବସ୍ଥାରେ ତିନି ଦିନ ଧରି ପଡି ରହିଥିବା ଖବର ହସ୍ତଗତ ହୋଇଛି। ତିନି ଦିନ ଧରି ଏଟିଏମରେ ଟଙ୍କା ନଥିବାରୁ ସାଧାରଣ ଜନତା ଜରୁରୀ ଆବଶ୍ୟକତାରେ ପଇସା ଉଠେଇ ନ ପାରି ନାହିଁ!-->…
ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/ପୁରୀ: ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ବୟ!-->…