Sign in
Sign in
Recover your password.
A password will be e-mailed to you.
ପାଚିକା-ସହାୟିକାଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ନିୟୋଜିତ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାଣ୍ଟିଛନ୍ତି । ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା!-->…
ପୂର୍ବବର୍ଷ ଭଳି ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ: ପୁଲିସ ମହାନିର୍ଦ୍ଦେଶକ
ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଖେଇ ଆସୁଛି। ଆଉ ୬ ଦିନ ପରେ ଅର୍ଥାତ ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ଆଜି ପୁଲିସ!-->…
ବାହାନଗା ଟ୍ରେନ ଟ୍ରାଜେଡି: ତଦନ୍ତର ସପ୍ତାହକ ପରେ ସନ୍ଦିଗ୍ଧଙ୍କ ବିରୋଧରେ ଠୋସ ପ୍ରମାଣ ମିଳିଛି
ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡିର କାରଣ ଖୋଜୁଛି ସିବିଆଇ। ତଦନ୍ତର ସପ୍ତାହକ ପରେ ସନ୍ଦିଗ୍ଧଙ୍କ ବିରୋଧରେ ଠୋସ ପ୍ରମାଣ ପାଇଥିବା କୁହାଯାଇଛି। ଷ୍ଟେସନର ଆସିଷ୍ଟାଣ୍ଡ ମ୍ୟାନେଜର ଓ ସିଗ୍ନାଲ ଇନ୍ଚାର୍ଜଙ୍କୁ ମାରାଥନ ଜେରା କରି ବହୁ ତଥ୍ୟ ସିବିଆଇ ହାସଲ କରିଥିବା ଜଣାପଡ଼ିଛି।!-->…
ବାର୍ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା: ମ୍ୟାନେଜରଙ୍କ ସମେତ ୧୦ ଗିରଫ
ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭେନସ୍ ବାରରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ । ବିଳମ୍ବିତ ରାତିରେ ଗଣ୍ଡଗୋଳ ସମୟର ଭିଡିଓ ସମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିସନରେଟ ପୁଲିସ । ଏହି ୧୦ଜଣଙ୍କ ମଧ୍ୟରେ ବାର୍!-->…
ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବ୍ଲାଷ୍ଟ, ୧୯ ଗୁରୁତର
ଢେଙ୍କାନାଳ:ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ଫେଜ ୨ର BAPP-2 Powerplantରେ ଦୁର୍ଘଟଣା । ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି । ପ୍ରାୟ ୧୯ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଡିପାର୍ଟମେଣ୍ଟ ମୁଖ୍ୟ !-->…
ରାଜ୍ୟରେ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେଲା ଚାଲିଥିବା ଘନଘନ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଗତ ୫ ଦିନ ହେବ ଓଡ଼ିଶାରେ ଅଛନ୍ତି। ବିଦ୍ୟୁତ କାଟକୁ ନେଇ ବିଭାଗୀୟ ମନ୍ତ୍ରୀ, ସଚିବ ଓ ସାଂସଦଙ୍କ!-->…
ରାଜସ୍ୱ ବିଭାଗ ଅଧିକାରୀ ଙ୍କ ଆଶ୍ରିବାଦ ରେ ବାଲି ଓ ପଥର ମାଫିଆ :ଆସ୍କା ଅଞ୍ଚଳରେ କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ…
ବ୍ରହ୍ମପୁର: ଆସ୍କା ରେ ଥିବା ଋଷିକୂଲ୍ୟା ଓ ବଦନଦୀ ର ବାଲି ଜିଲ୍ଲା ସମେତ ଜିଲ୍ଲା ଓ ରାଜ୍ୟ ବାହାରେ ଚାହିଦା ରହିଛି। ଏହିବାଲି ରେ ଘର ତିଆରି କରିଲେ ଅଧିକ ମଜବୁତ ରହେ।ଏହାର ସୁଯୋଗ ନେଇ ଆସ୍କା ଅଞ୍ଚଳ ର ରାଜନେତା, ସମାଜ ସେବୀ ଓ ଅପରାଧ ତତ୍ୱ ମାନେ ସେମାନଙ୍କ ର ସମର୍ଥକ ଓ ନିଜଲୋକ ଙ୍କ!-->…
ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି
ଭୁବନେଶ୍ବର: ରାଜ୍ୟ ସରକାର ମଙ୍ଗଳବାର ଦିନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା!-->…
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ମହିଳା ମୃତ
ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ କନ୍ଧମାଳ ଜ଼ିଲ୍ଲା ଦାର୍ଶିଙ୍ଗବାଡ଼ି ଗ୍ରାମର ହେମନ୍ତୀ ନାୟକ ହୋଇଥିବା ବେଳେ ଆହତ ଜଣକ କନ୍ଧମାଳ ଜ଼ିଲ୍ଲା ବୁଡୁସୁଲା ଗ୍ରାମର!-->…
ଯାଜପୁର ରୋଡ ସୋନ୍କୋ ଜୁଏଲରୀ ଡକାୟତି ଘଟଣା: ବିହାରରୁ ଜଣେ ଡକାୟତ ଗିରଫ
ଯାଜପୁର : ଯାଜପୁର ରୋଡ ସୋନ୍କୋ ଜୁଏଲରୀ ଡକାୟତି ଘଟଣାରେ ପୋଲିସକୁ ସଫଳତା। ବିହାରରୁ ଜଣେ ଡକାୟତକୁ ଗିରଫ କଲା ପୋଲିସ। ଗିରଫ ଡକାୟତ ବିହାର ବୈଶାଳୀ ଜିଲ୍ଲାର ରୂପେଶ କୁମାର ବୋଲି ଯାଜପୁର ଏସପି ଭିନିତ ଅଗ୍ରୱାଲ କହିଛନ୍ତି। ମେ ୧୫ତାରିଖରେ ୬ଜଣ ସଶସ୍ତ୍ର ଡକାୟତ ଯାଜପୁର ରୋଡସ୍ଥିତ ସେନକୋ!-->…