Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ହେଲା କାଳ, ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ
ମିର୍ଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ହେଲା କାଳ। ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ। ମିର୍ଜାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଜଣକ ରାଜେଶଧର ଦୁବେ ବୋଲି ଜଣାପଡ଼ିଥିବା ବେଳେ ଘଟଣା ଘଟିବାର ୬ଘଣ୍ଟା ପରେ ପୁଲିସ ଅଭିଯୁକ୍ତ ଗାଡ଼ି ଚାଳକକୁ ଗିରଫ!-->…
ଆଇଏମ୍ଏଫର ଆକଳନ: ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପିକୁ ପଛରେ ପକାଇପାରେ ଭାରତ
ନୂଆଦିଲ୍ଲୀ : ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା ପରି ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଦେଖାଇପାରେ ଏପରି ଚମତ୍କାର। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଏହାର ଇକୋନୋମିକ୍ ଆଉଟ୍ଲୁକ୍ ରିପୋର୍ଟରେ ଏଭଳି!-->…
ମଣିପୁର ହିଂସା: ଶାନ୍ତି ଆଲୋଚନାକୁ ମୈତୈ ସଂପ୍ରଦାୟର ନା
ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ଶାନ୍ତି ଫେରିବାର ଆଶା ପୁଣି ମଉଳି ଯାଇଛି। ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନାଁ!-->…
ଗଞ୍ଜାମଜିଲ୍ଲା ରଜକ କୁଳ ସମାଜ ସହ ସମିତି ମିଶ୍ରଣ ପର୍ବ ପଶ୍ଚିମ…
ହିଞ୍ଜିଳିକାଟୁ: ୧୩।୬ ଗଞ୍ଜାମ ଜିଲ୍ଲା ରଜକ ସମାଜର ସାଧାରଣ ସଭା ମଙ୍ଗଳବାର ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ରଜକ ସମାଜ ସଭାପତି ରମେଶ ଚନ୍ଦ୍ର ସଠି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ରଜକ ସମିତି ସଭାପତି ଆପନା ସେଠି ଙ୍କ!-->…
ଗ୍ରେଡ ପେ ବୁଦ୍ଧି ଦାବୀ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ୧୩ ଦିନରେ ପହଁଚିଲା, ଅମଲା ସଂଘର ଧାରଣା…
ତାରାତାରିଣୀ ରେ ଅଖଣ୍ଡ ଦୀପ ସହ ଧାରଣା ସ୍ଥଳରେ ଗାୟତ୍ରୀ ପାଠ...
ଦିନିକିଆ କନ୍ଧମାଳ ଗ୍ରସ୍ତରେ ବିଜେଡି ସଂଘଠନ ସମ୍ପାଦକ ବବି ଦାସ…
ଫୁଲବାଣୀ: ଆଜି ଦିନିକିଆ କନ୍ଧମାଳ ଗ୍ରସ୍ତରେ ବିଜେଡି ସଂଘଠନ ସମ୍ପାଦକ ବବି ଦାସ।ବବି ଦାସ ପ୍ରଥମେ ଫୁଲବାଣୀ ସ୍ଥିତ ପ୍ରଦକ୍ଷିଣ ଗୃହରେ ପହଞ୍ଚିବା ପରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଟୁନା ଦାସ ଶହ ଶହ କର୍ମୀଙ୍କୁ ନେଇ!-->!-->!-->…
ନୁତନ ତହସିଲ କାର୍ଯାଳୟ ପାଇଁ ଦାବୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ସ୍ମାରକ ପତ୍ର ପ୍ରଦାନ
କୁଆଁରମୁଣ୍ଡା //ନୁଆଗାଁ :- ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ନୁଆଗାଁ ବ୍ଳକ ଏକ ଉପାନ୍ତ ଅଞ୍ଚଳ ରୁପେ ପରିଚିତ।ଏଠାରେ ୨୦ ଟି ପଞ୍ଚାୟତ ମଧ୍ଯରୁ ଅଧାରୁ ଅଧିକ ପଞ୍ଚାୟତ ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ କୁ ଲାଗି ରହିଛି ।ଏଠାକାର ଅଧିବାସୀ ସାଧାରଣତଃ ଲୋକ ଚାଷ ଓ କୁଲି ମଜୁରିଆ ଭାବେ ନିଜର ପରିବାର!-->…
ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟେଟବ୍ୟାଙ୍କର ରେକର୍ଡ ଓ ଆସବାବପତ୍ର…
କନ୍ଧମାଳ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ରେକର୍ଡ ରୁମ୍ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଫିରିଙ୍ଗିଆ ଓ ପରେ ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ!-->…
୫-ଟି ସଚିବଙ୍କ ଦାରିଙ୍ଗବାଡି ଗସ୍ତ ପାଇଁ ତଦାରଖ କଲେ କନ୍ଧମାଳ ଏସ ପି…
ଦାରିଙ୍ଗବାଡ଼ି ,୧୨/୬: ଆସନ୍ତା ୧୬ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ୧୭ ତାରିଖରେ ୫-ଟି ସଚିବ ଦାରିଙ୍ଗବାଡ଼ି ଆସିବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଦାରିଙ୍ଗବାଡ଼ିରେ କିଛି କାର୍ଯ୍ୟକ୍ରମରେ ସଚିବ ଯୋଗଦେବା ସହିତ କିଛି ସରକାରୀ!-->!-->!-->…
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି…
ଦାରିଙ୍ଗବାଡି,୧୨/୬ ଦାରିଙ୍ଗବାଡି ବ୍ଲକରେ ସୋମବାର ଦିନ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ଅଭିଯୋଗ ଶୁଣାଣିରେ ଏସପି ସୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର!-->!-->!-->…