ହ୍ବାଟ୍ସଆପରେ ମିଳିବ ଭିଡିଓ ମେସେଜ୍ ସୁବିଧା

ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପରେ ଚାଟିଂ କରିବାର ଶୈଳୀ ଏବେ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ହ୍ୱାଟସଆପ ଏକ ଆଶ୍ଚର୍ଯ୍ୟଜନକ ଫିଚର ଆଣିବାକୁ ଯାଉଛି । ଏହି ଫିଚରକୁ ୟୁଜର୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ କିଛି ବଛା ବଛା

ଗୋଟିଏ ଦିନରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ରେଳ ଦେଶରେ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛି । ଏହି ୫ଟି ବନ୍ଦେ ଭାରତ ଟ୍ରେନର ରୁଟ୍ ସ୍ଥିର କରାଯାଇଛି ଏବଂ ଉଦଘାଟନ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମେ ୨୬ ରେ

କାଲି ସନ୍ଧ୍ୟା ବେଳେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ବିପର୍ଯ୍ୟୟ, ୪୫ ହଜାର ଲୋକ ସ୍ଥାନାନ୍ତର

ଅହମ୍ମଦାବାଦ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଜଖୌ ପୋର୍ଟ ନିକଟରେ ଲ୍ୟାଣ୍ତଫଲ କରିବ। ଲ୍ୟାଣ୍ଡଫଲ ବେଳେ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାର ରୂପରେ ରହିଥିବ। ତେଣୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି

ଫୁଲବାଣୀରେ ପହିଲି ରଜ ଧୁମ୍‌ଧାମରେ ପାଳିତ

ଫୁଲବାଣୀ : ରଜ ପର୍ବ ହେଉଛି ଏକ ପ୍ରାଚୀନ ପର୍ବ ଓ ଗଣପର୍ବ ଯାହା ଶତାବ୍ଦୀ ଶତାବ୍ଦୀ ଧରି ଓଡିଶାରେ ପାଳନ କରାଯାଇଆସୁଛି । ଏହି ପର୍ବ ବିଶ୍ବାସରୁ ଉତ୍ପନ୍ନ ହୋଇଥିବା କୁହାଯାଏ | ପୃଥିବୀ ମଧ୍ୟ ଜଣେ ମହିଳାଙ୍କ ପରି ରୁତୁସ୍ରାବ କରେ ଏବଂ ବିଶ୍ରାମ ଏବଂ ନବୀକରଣ ଆବଶ୍ୟକ କରେ । ପୌରାଣିକ

ବନ ସୁରକ୍ଷାସମିତିରେ ରୋଜଗାର ଶିବିର ଆୟୋଜିତ

ମାଲକାନଗିରି (୧୪/୬) : କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ପଂଚାୟତ ଅନ୍ତର୍ଗତ ସୁପାଲ ବନସୁରକ୍ଷା ସମିତି ଅଞ୍ଚଳରେ ସହଯୋଗୀ ଏନଜିଓ ଏବଂ ଷ୍ଟେଟବ୍ୟାଙ୍କ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ ଦ୍ୱାରା ରୋଜଗାର ଶିବିର ଆୟୋଜିତ ହୋଇଥିଲା । ବନସୁରକ୍ଷା ସମିତି ଅଞ୍ଚଳରେ ଆଗାମୀ ବର୍ଷା ସମୟରେ ବନବିଭାଗ

ଫେକ୍‌ ନିୟୁଜ ପାଇଁ ହେଉଥିବା ସମସ୍ୟାକୁ ନେଇ ଚଳଚ୍ଚିତ୍ର “ସତ୍ୟ ଖବର”

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ବିଭିନ୍ନ ସମ୍ପ୍ରଦାୟ ର ଲୋକେମାନେ ବସବାସ କରନ୍ତି । ତେବେ ଏହି ଜିଲ୍ଲା ବାସୀଙ୍କ ବେଶଭୂଷା ଯେତିକି ନିଆରା ସେମାନଙ୍କ ଚାଲିଚଳନ, ସଂସ୍କୃତି ଓ ପରମ୍ପରା ମଧ୍ୟ ସେତିକି ନିଆରା । ଏଠାରେ ଲୋକେ ଖୁସିରେ ଶାନ୍ତିରେ ଜୀବନ

ଉଦ୍‌ଯାପିତ ହେଲା ଶିଶିରଭା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର : ସ୍ଥାନୀୟ ଶିବାନନ୍ଦ ନଗର ଥିବା ଶିଶିରଭା ବ୍ୟାଡମିଣ୍ଟନ ଏକାଡେମୀ ତରଫରୁ ଦୀର୍ଘ ଦୁଇମାସ ହେଲା ଚାଲୁଥିବା ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି | ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା

ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର (୧୪/୦୬) : କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷାବିବର୍ଦ୍ଧିନୀ ସଭା ପ୍ରକୋଷ୍ଠରେ ପବିତ୍ର ଲୋକ କଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ

ଫୁଲବାଣୀରେ ଗୁଳି କାଣ୍ଡ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀର ଟାଉନ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାନଯାଇଛି l ସୂଚନା ମୁତାବକ ଅଜିତ ଗତ ରାତି ପ୍ରାୟ 9 ସମୟରେ କାମ ସାରି ଘରକୁ

ଅଟୋ ଦୂର୍ଘଟଣାରେ ଜଣେ ମୃତ,୭ ଆହତ…

କୋରୁକୋଣ୍ଡା/ବାଲିମେଳା:(୧୩/୦୬/୨୦୨୩) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ଗ୍ରାମ ପଞ୍ଚାୟତ ସଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଆଜି ସନ୍ଧ୍ୟା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯୋଗ୍ୟ ଯେ , ଏକ ଯାତ୍ରୀବାହୀ ଅଟୋ ଦୂର୍ଘଟଣା ଘଟି ଅଟୋ