ମୋବାଇଲ ଟାୱାର ତୁରନ୍ତ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ପୂର୍ବତନ ବିଧାୟକ ଅନୁରୋଧ କଲେ

ବାଲିଗୁଡ଼ା : କେନ୍ଦ୍ର ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କେନ୍ଦ୍ର ରେଳ ଓ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଟବ ଙ୍କୁ ଦିଲ୍ଲୀ ରେ ସାକ୍ଷାତ କରି ଅନୁରୋଧ

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରୀ ହୋଇଥିବା ନେଇ ବାଲିଗୁଡା ଥାନା ରେ ଏତଲା ହୋଇଛି l ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହେବା ଯୋଗୁଁ ବିଦ୍ୟୁତ ଜିଲ୍ଲା ତମାମ ବିଛିନ୍ନ ହୋଇ ରହିଥିଲା l ଏହି

ଲୋକ ଲଗାଇ ସ୍ତ୍ରୀକୁ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ କହିଥିଲା ସ୍ବାମୀ

କେନ୍ଦ୍ରାପଡ଼ା : ବାରମ୍ବାର ପତ୍ନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ନୃଶଂସ ସ୍ୱାମୀ ମାନବିକତାର ସବୁ ସୀମା ଟପି ଯାଇଛି। ପତି-ପତ୍ନୀର ପବିତ୍ର ବନ୍ଧନକୁ ଭୁଲି ଲୋକ ଲଗାଇ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା

କେ.ସି ବେଣୁଗୋପାଳଙ୍କୁ ଭେଟିଲେ ତାରାବାହିନୀ ପତି

ଭୁବନେଶ୍ବର : ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଭେଟିଲେ ଜୟପୁର ବିଧାୟକ ତାରାବାହିନୀ ପତି। ନୂଆଦିଲ୍ଲୀ AICC ମୁଖ୍ୟାଳୟରେ ସେ ନିଜ ସମର୍ଥକଙ୍କ ସହ ଯାଇ ବେଣୁଗୋପାଳଙ୍କୁ ଭେଟିଛନ୍ତି। ପରେ ଗଣଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଏହା ଏକ ଔପଚାରିକମୂଳକ ସାକ୍ଷାତ ଥିଲା।

୨୦ ଘଣ୍ଟା ପରେ ଫୁଲବାଣୀ ଟାଉନ୍‌କୁ ବିଜୁଳି ଆସିଲା..!

କନ୍ଧମାଳ : ୨୦ ଘଣ୍ଟା ଧରି ଅନ୍ଧକାରରେ ରହିଲା ସମଗ୍ର କନ୍ଧମାଳ ଜିଲ୍ଲା! ମରାମତି ପରେ ଆଜି ମଧ୍ୟାହ୍ନରେ ବିଦ୍ୟୁତ ଆସିଛି। ହେଲେ ପୂରା ଜିଲ୍ଲାରୁ ହଟିପାରି ନାହିଁ ଅନ୍ଧକାର। ଏଥିପାଇଁ ବିଦ୍ୟୁତ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ।ବୁଧବାର ଅପରାହ୍ନରେ କନ୍ଧମାଳ ଜିଲ୍ଲାରେ

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

ଭୁବନେଶ୍ବର : ବୁଧବାର ସମ୍ପର୍କୀୟଙ୍କ ଘରେ ଦୁଇ ଛୁଆଙ୍କୁ ଛାଡ଼ିଥିଲେ। ଆଜି ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ। ଏପରି ଲୋମଟାଙ୍କୁରା ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।ଟାଙ୍ଗୀ ଥାନା

୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁଠୁ ନିର୍ବାଚନ ଲଢିବେ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ

ଟ୍ରେନ ଦୁର୍ଘଟଣା: ଦକ୍ଷିଣପୂର୍ବ ରେଳବାଇ ଏଜିଏମ୍ ଅତୁଲ୍ୟ ସିହ୍ନା ବଦଳି

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ଆଜି ରେଳବାଇ ପକ୍ଷରୁ ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି ରହିଛି ଓ କାହାରିକୁ

ସନ୍ଦେହ ଘେରରେ ବେନାମି ଆସୁଥିବା ଡିଜେଲ ଟ୍ୟାଙ୍କର…

କାଶିପୁର : ରାୟଗଡା ଜିଲ୍ଲା ଟିକିରି ମୁଖ୍ୟରାସ୍ତାରେ  ଉତ୍କଳ ଆଲୁମିନା  କାରଖାନାକୁ ଦୈନିକ ୨ଗୋଟି ଟ୍ୟାଙ୍କର  କୌଣସି ତେଲ କମ୍ପାନୀର ଲୋଗ  ଯଥା IOCL,BPCL,HPCL ନ ଥାଇଗୋଟିଏ ଗାଡିରେ  ୧୨ ହଜାର ଲିଟର ଲେଖାଏଁ  ୨ଟି ଗାଡି ରେ ବେଆଇନ ଭାବେ ବିନା ଓ୍ବେ ବିଲ ଓ ବିନା ଚାଲାଣ ଏବଂ ବିପଦ

ଜିଓ ନେଟୱର୍କ ସ୍ଥାପନ ପରେ ସାଂସଦଙ୍କୁ ଧନ୍ୟବାଦ ଦେଲେ ବଡ ଡୁରାଲ ଗ୍ରାମ ପଞ୍ଚାୟତ ବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ୍ ବ୍ଲକ ଅନ୍ତର୍ଗତ ବଡ ଦୁରାଲ ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦସନ୍ଦି ଧରି କୌଣସି ନେଟୱର୍କ ସୁବିଧା ନଥିଲା । ପୂର୍ବରୁ ଏହି ଅଞ୍ଚଳ ନକ୍ସଲ ପ୍ରବଣ ଥିଲା । ବଡ ଦୁରାହେଲ ଗ୍ରାମ ପଞ୍ଚାୟତ ଅଞ୍ଚଳ ବାସି ନବରଙ୍ଗପୁର ସାଂସଦ ଙ୍କୁ ମୋବାଇଲ ଟାୱାର ପାଇଁ