Sign in
Sign in
Recover your password.
A password will be e-mailed to you.
ସରକାରଙ୍କୁ ଲ’ କମିସନଙ୍କ ସୁପାରିସ, ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ
ନୂଆଦିଲ୍ଲୀ: ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ। ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ୧୨୪କ ଧାରାରେ ରାଜଦ୍ରୋହ ସଂପର୍କରେ ଅବତାରଣା କରାଯାଇଛି। ତେବେ ଏହାକୁ କେଉଁସବୁ ପରିସ୍ଥିତିରେ ଲାଗୁ କରାଯିବା ଆବଶ୍ୟକ ସେଥିରେ ସଂଶୋଧନ ଅଣାଯିବା ଉଚିତ ବୋଲି ଅବସରପ୍ରାପ୍ତ ବିଚାରପତି ଋତୁରାଜ!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପୁରୀ-କୋଲକାତା ବସ୍ ନେଉଛନ୍ତି ମନଇଚ୍ଛା ଭଡ଼ା
ବାଲେଶ୍ୱର : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା। ଏହି ଦୁଃଖଦ ସମୟରେ ପୁରୀରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ ବସ୍ ଗୁଡ଼ିକ ମନଇଛା ଭଡ଼ା ନେଉଛନ୍ତି। ଫଳରେ ବିପଦର ରହି ମଧ୍ୟ ଯାତ୍ରୀମାନେ ଶୋଷଣର ଶିକାର ହେବାକୁ ପଡୁଛି। ଏପରି ଘଟଣାରେ କଡ଼ା!-->…
ଶବ ଖୋଜି ଖୋଜି ଧର୍ଯ୍ୟହରା ପରିବାର
ବାଲେଶ୍ୱର :ପୁଅକୁ ଖୋଜି ଖୋଜି ଚେତା ହରାଉଛନ୍ତି ବାପା । ମୁହଁରେ ପାଣି ଛାଟି ଛାଟି ଚେତା ଫେରାଇବାକୁ ଚେଷ୍ଟା ଚଲାଇଛନ୍ତି ଉପସ୍ଥିତ ଲୋକେ । ଯେତେବେଳେ ବି ଟିକେ ଚେତା ଫେରୁଛି ସେତେବେଳେ ପୁଅକୁ ଖୋଜୁଛନ୍ତି । କହୁଛନ୍ତି ମୋ ପୁଅକୁ ଖୋଜିଆଣ ଟିକେ ମୋ ପୁଅକୁ ଦେଖା କରିଦିଅ। ଆଉ ଉପସ୍ଥିତ!-->…
୫୯ବର୍ଷ ତଳେ ପୂରା ଟ୍ରେନକୁ ଗିଳି ପକାଇଥିଲା ସମୁଦ୍ର, ମିଳିନଥିଲା ବଗିର ପତ୍ତା
ନୂଆଦିଲ୍ଲୀ: ଶୁକ୍ରବାର ରାତି ସାରା ଭାରତ ବର୍ଷ ପାଇଁ କଳା ରାତି ଥିଲା। ବାଲେଶ୍ବରର ବାହାନଗାରେ ଏକା ସାଙ୍ଗରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ଓ ୨୬୧ଜଣକର ଜୀବନ ଚାଲିଯିବା ଖବର ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ୧୦୦୦ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଏବେ ଏହି!-->…
ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ବାଲେଶ୍ୱର : ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଦୁର୍ଘଟଣା। ଏକାବେଳକେ ତିନୋଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ!-->…
ମୃତକଙ୍କ ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର :ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଦଳ ସହ ବାୟୁସେନାକୁ!-->…
ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିମାନ କମ୍ପାନୀଙ୍କୁ ତାଗିଦ, ମନ ଇଛା ଭଡା ବଢାଅ ନାହିଁ
ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ସମ୍ପୂର୍ଣ୍ଣ ଆକ୍ସନ ମୁଡ଼ରେ ଅଛନ୍ତି କେନ୍ଦ୍ର ସରକାର | ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ୟ ରାଜ୍ୟକୁ ଯାଉଥିବା ବିମାନ ବା ଅନ୍ୟ ରାଜ୍ୟରୁ ଆସୁଥିବା ବିମାନର!-->…
ବାହାନଗା ଟ୍ରେନ୍ ଟ୍ରାଜେଡି; ଉଚ୍ଚସ୍ତରୀୟ ତଦନ୍ତ କରାଯିବ : ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର :ଟ୍ରେନ ଦୁର୍ଘଟଣା ସ୍ଥଳ ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁରା ଘଟଣାର ସ୍ଥିତି ଅନୁଧ୍ୟାନ କରି ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନ ପରେ ଏପରି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପ୍ରତି ଗଭୀର ଶୋକ!-->…
ଟଳିଗଲା ଆଉ ଏକ ବଡ଼ ରେଳ ଦୁର୍ଘଟଣା, ବର୍ତ୍ତିଗଲା ଏଗମୋର୍ ଏକ୍ସପ୍ରେସ, ରେଳଧାରଣା ଉପରେ ରଖାଯାଇଥିଲା ଟ୍ରକ୍ ଟାୟାର
ତ୍ରିଚି : ଓଡ଼ିଶାର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ କେବଳ ଦେଶ ନୁହେଁ, ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି । ଏହି ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ କମିଟି ପକ୍ଷରୁ ତଦନ୍ତ ଜାରି ରହିଛି। ଏହା ମାନବୀୟ କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ହେଲା ତାହା ଜାଣିବାକୁ ଚେଷ୍ଟା!-->…
ଟ୍ରେନ ଦୁର୍ଘଟଣା : ଗୁରୁତରଙ୍କୁ ରକ୍ତଦାନ ପାଇଁ ମେଡିକାଲରେ ହଜାର ହଜାର ଯୁବକଙ୍କ ଭିଡ଼
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। \ତେବେ ସ୍ଥିତି ଦେଖିଲେ ମୃତକ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ଘଟଣାସ୍ଥଳରେ ଯୁଆଡ଼େ ଦେଖିବ ଖାଲି ଶହ ଶହ ଶବ ଗଦା ହୋଇଛି । ଅନ୍ୟପଟେ ପ୍ରାୟ ୯୦୦ରୁ!-->…