ଟ୍ରେନ ଟ୍ରାଜେଡିକୁ ନେଇ ପାକିସ୍ତାନ, ତାଲିବାନ, ପୁଟିନଙ୍କ ସମେତ ପୂରା ବିଶ୍ୱର ଶୋକ

ନୂଆଦିଲ୍ଲୀ : ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଜଣ ଆହତ ହୋଇଛନ୍ତି।ଏବେ ବି ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣାକୁ ନେଇ

୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟିର ଚୁନ ଲଗାଇଛି ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍

ନୂଆଦିଲ୍ଲୀ : ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକମାନେ ପ୍ରାୟ ୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟି ଠକିଥିବା ନେଇ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୦୧୬ରୁ ୨୦୧୮ ମଧ୍ୟରେ ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍

ଇସ୍ତଫା ପ୍ରସଙ୍ଗରେ କହିଲେ ଅଶ୍ବିନୀ – ପ୍ରଥମେ ମାନବୀୟ ସମ୍ବେଦନଶୀଳତା ଆବଶ୍ୟକ

ବାହାନଗା : ବାଲେଶ୍ୱରରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଅକାଳରେ ୩ ଶହ ପାଖାପାଖି ଜୀବନ ଚାଲି ଯାଇଥିବା ବେଳେ ବହୁ ଘର ଉଜୁଡ଼ି ଯାଇଛି। କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ବାପାମା’ଙ୍କୁ ହରାଇଛି। ନିଜ ଆତ୍ମୀୟଙ୍କ ମୃତଦେହ ଦେଖି ଲୋକଙ୍କ ଆକୁଳ ଚିତ୍କାରରେ ଦୁର୍ଘଟଣା ସ୍ଥଳ ଫାଟି ପଡ଼ୁଛି।

ଦୁର୍ଘଟଣାସ୍ଥଳ ବୁଲିଲେ ମମତା ବନାର୍ଜୀ, ନିଜ ରାଜ୍ୟର ମୃତକଙ୍କ ପାଇଁ ଘୋଷଣା କଲେ ୫ଲକ୍ଷ

ବାହାନଗା : ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ। ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ

ସିଗ୍ନାଲ ଫେଲ୍‌ ଯୋଗୁ ଘଟିଛି ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ : ବାଲେଶ୍ୱର ଟ୍ରେନ ଟ୍ରାଜେଡିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି।ରିପୋର୍ଟରେ କୁହାଯାଇଛି ଯେ

କବଚ ବି ବାଲେଶ୍ୱର ଦୁର୍ଘଟଣାକୁ ରୋକି ପାରି ନଥାଆନ୍ତା !

ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କବଚ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୨୦୨୨ରୁ ଏହି କବଚ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେବଳ ୨% ସ୍ଥାନରେ ଏହାକୁ ଲାଗୁ କରାଯାଇ ପାରିଛି। କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ପୂରା ଦେଶରେ କବଚ ବ୍ୟବସ୍ଥା

ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ ତାହାର ଉତ୍ତର ମହାନ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଦେବା ଦରକାର : ଖଡଗେ

ନୂଆଦିଲ୍ଲୀ : ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ହୋଇଥିବା ଭୟଙ୍କର ଭୟଙ୍କର ରେଳ ଦୁର୍ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାନଗା ଆସି ଦୁର୍ଘଟଣା ସ୍ଥଳରେ ସ୍ଥିତିର ସମୀକ୍ଷା କରିଛନ୍ତି। ଏସବୁ ଭିତରେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ, ଅପହରଣ ସନ୍ଦେହ…!

କନ୍ଧମାଳ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କୁ ଅପହରଣ କରି ନିଆ ଯାଇଥିବା ନେଇ ସନ୍ଦେହ କରାଯାଉଛି। ମାଓବାଦୀ କି ଅନ୍ୟ କେହି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ

ହିଞ୍ଜିଳି ଥାନାରେ ମୋବାଇଲ ମେଳା। ଜବତ ମୋବାଇଲ ଫେରି ପାଇଲେ ଲୋକେ…

ହିଞ୍ଜିଳିକାଟୁ ୩।୬ ହିଞ୍ଜିଳି ପୋଲିସ ତରଫରୁ ଶନିବାର ମାବାଇଲ ମେଳା' ଆୟୋଜନ କରାଯାଇ ୧୮ ଜଣ ଅଭିଯୋଗକାରୀ ତଥା ପ୍ରକୃତ ମାଲିକମାନଙ୍କୁ ସେମାନଙ୍କର ଚୋରୀ ହୋଇଥିବା କିମ୍ବା ହଜିଯାଇଥୁବା ମୋବାଇଲ ଫୋନ ହସ୍ତାନ୍ତର କରାଯାଇଛି । ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକ ମଧ୍ୟରୁ ୬ ଟି ମୋବାଇଲ ଗତ ମଈ

ପୁଅ ର ଧାରୁଆ ଅସ୍ତ୍ର ର ମାଡ ରେ ଜନ୍ମକଲା ମା ଗୁରୁତ୍ତର

ମାଲକାନଗିରି : କାଲିମେଳା ବ୍ଲକ୍ ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି ୩୬ ଗ୍ରାମରେ ପୁଅ ର ଧାରୁଆ ଅସ୍ତ୍ର ର ମାଡ ରେ ଜନ୍ମକଲା ମା ଗୁରୁତ୍ତର। ଗୁରୁତ୍ତର ଅବସ୍ତା ରେ ଦେଖି ଗ୍ରାମବାସୀ ଉଦ୍ଧାର କରି କାଲିମେଳା ମେଡିକାଲ କୁ ନେଇଥିଲେ।କାଲିମେଳା ରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ