Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଜିଲ୍ଲା ୧୬ ଖଣ୍ଡ ଗୋପାଳ ସମାଜ ମହାସମ୍ମିଳନୀ ଦିବସ ପାଳିତ…
ବଡଗଡ 'କ" ତାଳୁକା କୁଳ ଗୃହ ପ୍ରତିଷ୍ଠା
ବ୍ରହ୍ମପୁର(2/6) : ଜିଲ୍ଲା ଶୋହୋଳ ଖଣ୍ଡ ଗୋପାଳ ବଡଗଡ 'କ" ତାଳୁକା କୁଳଗୃହ ବଡଗଡ ଠାରେ ଜିଲ୍ଲା ସଭାପତି ନନ୍ଦ କିଶୋର ମହାଙ୍କୁଡଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ପ୍ରମୋଦ କୁମାର ପଟ୍ଟନାୟକ ,ଆସିକା ସମବାୟ!-->!-->!-->…
ମିଶ୍ରଣ ପର୍ବକୁ ନେଇ ରାଜନୀତି: ବିଜେଡ଼ିର ମିଶ୍ରଣ ପର୍ବ ସରିବାର ୨୪ଘଣ୍ଟା ନ ପୁରୁଣୁ ସରପଞ୍ଚ କହିଲେ ମୁଁ ବିଜେପି ରେ…
ବାଲିଗୁଡ଼ା : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି- ବିଜେଡ଼ି ମଧ୍ଯରେ ସେତିକି ଶୀତଳ ଯୁଦ୍ଧ ଆରମ୍ଭ ହେଉଛି। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଅଧ୍ୟକ୍ଷତା ରେ କ. ନୂଆଗାଁ ବ୍ଲକ ବାଲିଗାଡ଼ା ପଞ୍ଚାୟତରେ ଅନୁଷ୍ଠିତ ବିଜେଡି ର ମିଶ୍ରଣ ପର୍ବ ରେ ବାଲିଗାଡ଼ାର ବିଜେପି ସମର୍ଥିତ ସରପଞ୍ଚ!-->…
ବିଜୟଶ୍ରୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ
ଯୋଗ ଦେଲେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା
ବାସୁଦେବପୁର : ବାସୁଦେବପୁର ରେପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ଥାନୀୟ ମହିସା ପଦା ଠାରେ ବିଜୟ ଶ୍ରୀ ମଣ୍ଡପ!-->!-->!-->…
୫-ଟି ଅନ୍ତର୍ଗତ ୧୩ ଚିକିତ୍ସାଳୟର ରୂପରେଖ ବଦଳିବ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ମୋ ହସ୍ପିଟାଲ ଗୁଡିକର ରୂପାନ୍ତରୀତକରଣ ଯଥାଶୀଘ୍ର ଶେଷ କରିବା ନେଇ ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗୁରୁତ୍ବ ଦେଇଛନ୍ତି । ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହ ବେଳକୁ ଯେମିତି ସମସ୍ତ ୧୩ ଗୋଟି ଚିକିତ୍ସାଳୟ!-->…
ଆଇଟିଆଇ ଓ ପଲିଟେକ୍ନିକ୍ରେ ସିଟ୍ ବୃଦ୍ଧି ପାଇଁ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ
ଫୁଲବାଣୀ : ଚଳିତ ବର୍ଷ ଆଇଟିଆଇ ଓ ପଲିଟେକ୍ନିକ୍ରେ ନାମ ଲେଖା ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥାଭାବ ହେଉ ବା ଆବଶ୍ୟକତାରୁ କମ୍ ନମ୍ବର ରଖିଥିବା ହେତୁ ମହାବିଦ୍ୟାଳୟରେ!-->…
ହିଂଜିଳିକାଟୁ ଡ଼ାକ୍ତରଖାନା ସଂପ୍ରସାରଣ ନିର୍ମାଣସ୍ଥଳରେ ପ୍ରତିନିଧି ଦଳଙ୍କ ପରିଦର୍ଶନ
ହିଂଜିଳିକାଟୁ,(୨୪ା୪) : ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ସଂପ୍ରସାରଣ ଓ ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜନାରେ ପ୍ରାୟ ୪.୮୮କୋଟି ଟଙ୍କାରେ ସଂପ୍ରସରଣ ଓ ଆଧୁନିକ ସୁବିଧା ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ଏକ ପ୍ରତିନିଧି ଦଳ ଡ଼ାକ୍ତରଖାନା ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ଦଳରେ!-->…
ମୋ ଘର ଯୋଜନା-୨୦୨୩ ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
ଫୁଲବାଣୀ : ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଜୀବନ ଯାପନ ପାଇଁ ନିଜର ବାସଗୃହଟିଏ ନିହାତି ଆବଶ୍ୟକ ହୋଇଥାଏ । ସେଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଆସୁଛନ୍ତି । ସମସ୍ତଙ୍କ ପାଇଁ ପକ୍କା ଘର-ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି । ୨୦୧୪-୧୫ ଆର୍ଥିକ ବର୍ଷରୁ ଏ!-->…
ବାଲିଶଙ୍କରା ବ୍ଲକରେ ମାଣ୍ଡିଆ ଅମଳ ଉତ୍ସବ ପାଳନ
ସୁନ୍ଦରଗଡ : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଚାଲୁଥିବା ମିଲେଟ ମିଶନ କାର୍ଯ୍ୟକ୍ରମ ଦ୍ଵାରା ପୁଷ୍ଟିଶସ୍ୟର ବହୁଳ ବ୍ୟବହାର ତଥା ଘରେ ଘରେ ପ୍ରତ୍ୟକ ଖାଦ୍ୟଥାଳିରେ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରୟାସ କରାଯାଉଛି। ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ!-->…
ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ବାଲିଆଖଡା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଆମ୍ବ ଗଛରେ ଏକ ଝୁଲନ୍ତାମୃତଦେହ ଦେଖିବାକୁ ମିଳିଛି । ମୃତବ୍ୟକ୍ତି ଜଣକ ହେଉଛନ୍ତି ପଡାପାଡି ପଞ୍ଚାୟତଅନ୍ତର୍ଗତ କଂସାରିଗୁଡା ଗ୍ରାମର!-->…
ସାମ୍ୱାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ
ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ରଘୁନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ସାମ୍ବାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଏକାଦଶର ଅଧିନାୟକ!-->…