Sign in
Sign in
Recover your password.
A password will be e-mailed to you.
ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇଦେଲେ କେହି ଦୁର୍ବୃତ୍ତ
ଭଦ୍ରକ : ଭଦ୍ରକ ଜିଲ୍ଲା ପୌରପାଳିକା ଅନ୍ତର୍ଗତ ତିରିଶି ନମ୍ବର ଓ୍ବାଡ ମାଟିଆ ପାଲର ବାସିନ୍ଦା ପ୍ରସନ୍ନ କୁମାର ପତି ଗତକାଲି ରାତ୍ରି ସମୟରେ ପରିବାରର ସଦସ୍ୟ ମାନଙ୍କ ସହ ଖାଇପିଇ ଶୋଇଥିବା ବେଳେ କେହି ଦୁବୃତ୍ତ ରାତି ଦୁଇଟା ତିରିଶି ସମୟ ଭିତରେ ତାଙ୍କ ଘରେ ନିଆଁ ଲଗାଇ ପଳାଇଯାଇଥିଲା | ଘର!-->…
ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ ଗ୍ରୋସରୀ ସାମଗ୍ରୀ ବଣ୍ଟନ
ବ୍ରହ୍ମପୁର (୨୯/୫) : ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ମହାନ୍ ସଙ୍ଘ ପକ୍ଷରୁ ପରିଚାଳିତ ଗୋପାଳପୁର ରଡ ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ଠାରେ ଅବସ୍ଥିତ ବିଶ୍ଵ ନିକେତନ ଜରା ନିବାସ ରେ ପ୍ରାୟ ୨୦୦୦୦ ଟଙ୍କାର ଚାଉଳ, ଡାଲି, ଅଟା ଇତ୍ୟାଦିଗ୍ରୋସରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା।କ୍ଲବ!-->…
ବସୁଧା ଉପଦେଷ୍ଟାଙ୍କ ମାଲକାନଗିରି ବ୍ଲକ ଓ କାଲିମେଳା ବ୍ଲକ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ
ମାଲକାନାଗିରି : ଓଡିଶା_ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ( ବସୁଧା )ର ଉପଦେଷ୍ଟା ଦିନେଶ ପ୍ରଧାନ ପ୍ରଥମେ ମାଲକାନାଗିରି ଜିଲ୍ଲା ଗସ୍ତରେ ଆସି ପ୍ରଥମେ RWS&S Division ଠାରେ ଜିଲ୍ଲାରେ ଚାଲିଥିବା ଓଡିଶା ସରକାରଙ୍କ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ , ବସୁଧା!-->…
୨ କୁଇଣ୍ଟାଲ ୫୬ କେଜି ଗଂଜେଇ ଜବତ, ଦୁଇ ଗିରଫ
ଫୁଲବାଣୀ : ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା l କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚବିଶ ଘଣ୍ଟା ମଧ୍ୟରେ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଢେଇ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଂଜେଇ ଜବତ!-->…
ରାଜ୍ୟ ଅର୍ଥନୀତି ସମୃଦ୍ଧି ପାଇଁ ଲୋକଙ୍କୁ ବିକଳ୍ପ ଜୀବିକା ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ
ଫୋକସ ଓଡିଶା ମାସିକ ପାଠଚକ୍ର ଉଦଘାଟିତ
ଭୁବନେଶ୍ୱର : ରାଜ୍ୟର ସାମଗ୍ରିକ ବିକାଶ ଓ ଲୋକଙ୍କୁ ଅର୍ଥନୀତି କ୍ଷେତ୍ରରେ ସ୍ୱାବଲମ୍ବି କରିବା ପାଇଁ ବିକଳ୍ପ ଜୀବିକା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଫୋକସ ଓଡିଶା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାସିକ ପାଠଚକ୍ର ଓ ଭେଟଭାଟ!-->!-->!-->…
କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଗଜପତି ଜିଲ୍ଲାଗସ୍ତ
ଗଜପତି : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାର ଦିନିକିଆ ଗଜପତି ଜିଲା ଗସ୍ତରେ ଆସି ଫେରିଯାଇଛନ୍ତି। ସେ ତାଙ୍କ ଗସ୍ତ ସମୟରେ ଦୁଇଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଶୁଭ ପ୍ରଦାନ କରିଥିବା ବେଳେ ଶବର ସମାଜ ପକ୍ଷରୁ ନିର୍ମିତ ପରମପୂଜ୍ୟ ପ୍ରଧାନୀ!-->…
ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ
ଫୁଲବାଣୀ/ବାଲିଗୁଡା : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦନେକବଡି ଓ ସିଆଙ୍ଗବାଲି ପଞ୍ଚାୟତର ବିରାଗାଡ଼ା ଓ ପେଟେ ଡ଼ାବାଡି ଗ୍ରାମରେ ୟୁଥ୍ ଫର୍ ୱାଟର ପ୍ଲସ, ଜାଗୃତି, ଗ୍ରାମ ବିକାଶ ଓ ଆକ୍ସନଏଡ୍ ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ!-->…
ସାମ୍ବାଦିକଙ୍କ ପିତୃ ବିୟୋଗ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ର ବରିଷ୍ଠ ସାମ୍ୱାଦିକ ବି. ଭି. ଶଙ୍କରଙ୍କ ପିତା ସ୍ଵଗର୍ତ ବି. ଭି. ଏନ୍ ମୂର୍ତ୍ତୀ ଗତକାଲି ରାତି ପ୍ରାୟ ୧୦.୩୦ରେ ନିଜ ବାସଭବନରେ ସ୍ତ୍ରୀ ଓ ଦୁଇ ପୁଅ ବୋହୁ ନାତୁଣୀଙ୍କ ଉପସ୍ଥିତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮!-->…
ଏଣିକି ବିକ୍ରି ସହ ବିଭାଜିତ ହୋଇପାରିବ ଚକବନ୍ଦୀ ଜମି
ଭୁବନେଶ୍ୱର: ଏଣିକି ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି!-->…
ଆସନ୍ତା ୪ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ
ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଗତ ୬୮ ବର୍ଷ ମଧ୍ୟରେ ଦେଶରେ ୭୪ଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି, କିନ୍ତୁ ଗତ ୯ ବର୍ଷ ମଧ୍ୟରେ ଆମେ ବିମାନବନ୍ଦର, ହେଲିପୋର୍ଟ ଆଦି ସମେତ ୭୪ଟି ଅତିରିକ୍ତ ବିମାନ ବନ୍ଦର ପ୍ରତିଷ୍ଠା!-->…