Sign in
Sign in
Recover your password.
A password will be e-mailed to you.
ଏନ୍ଡିଏକୁ ୨୫ ବର୍ଷ; କୌଣସି ମେଣ୍ଟ ଏତେଦିନ ତିଷ୍ଠିନି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍ଡିଏ) ଗଠନ ହେବାର ଏଥିମଧ୍ୟରେ ୨୫ ବର୍ଷ ପୂରିଛି। ୧୯୯୮ ମସିହା ମେ ୧୫ ତାରିଖରେ ଏହି ମେଣ୍ଟ ଗଠନ ହୋଇଥିଲା। ଗତକାଲି ବିଜେପି ନେତୃତ୍ବାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କର ଛଅଘଣ୍ଟା ବ୍ୟାପୀ ଅନୁଷ୍ଠିତ ଏକ!-->…
ବିଜେପିକୁ ଔକାତ ଦେଖାଇବାକୁ ତିନି ରାଜ୍ୟବାସୀଙ୍କୁ ମହୁଆଙ୍କ ଆହ୍ବାନ…
ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦ୍ଘାଟନକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନବାସୀଙ୍କୁ ଆହ୍ବାନ କରିଛନ୍ତି, ଯେଉଁଠି ଚଳିତବର୍ଷ ଆଗାମୀ ଦିନରେ!-->…
ସିଙ୍ଗାପୁରର ଦୁଇ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା
ନୂଆଦିଲ୍ଲୀ : ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍!-->…
ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…
ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଓକିଲ ସଂଘ ତରଫରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି lଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭିଜିଲାନ୍ସ ଜଜ ସମର ବିଳାସ ବେହେରା, ବରିଷ୍ଠ ଦେୱାନୀ ଏବଂ ସହକାରୀ ଦୌରା ଜଜ ବିଶ୍ୱ କଲ୍ୟାଣି ମିଶ୍ର,!-->!-->!-->…
ଇଣ୍ଡୋନେସିଆ ରେ ଅନୁଷ୍ଠିତ ବାଲିଯାତ୍ରା ରେ କଳା ପ୍ରଦର୍ଶନ କରିବେ ଛତ୍ରପୁର ର ନୃତ୍ୟ ଗୁରୁ ଅଳକା ସାହୁ ଓ ତାଙ୍କ ସଦସ୍ୟ
ଛତ୍ରପୁର : ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l କେନ୍ଦ୍ର ସରକାର ,ରାଜ୍ୟ ସରକାର ସହଭାଗିତାରେ ହେବ ଏହି ମହୋତ୍ସବ । ଏହି ଅବସରରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମଧ୍ୟ ଏହି ମହୋତ୍ସବରେ!-->!-->!-->…
ବ୍ରହ୍ମପୁର ବି. ଏମ. ସି :ବିଜେଡି ଶିବିରରେ ଅସନ୍ତୁଷ୍ଟ ବିଜେପି କର୍ପୋରେଟର…!
ବ୍ରହ୍ମପୁର : ରାଜ୍ୟଭାର ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ଗସ୍ତରେ ରବିବାର ଆସିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ରବିବାର ମଧ୍ୟାହ୍ନ ରେ ଶ୍ରୀ ସାମଲ ବ୍ରହ୍ମପୁର ପହଞ୍ଚିଲା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ!-->!-->!-->…
ନୂତନ ଜୀବିକାର ବାଟ ଦେଖାଇଲା ବନ ସୁରକ୍ଷା ସମିତିର ଆଳୁଚାଷ…
ଟନ ଟନ ଆଳୁ ଉତ୍ପାଦନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ସ୍ବାବଲମ୍ବୀ ହେଲେ ବନ ସୁରକ୍ଷା ସମିତି ସଦସ୍ୟ ୧୨୫ ଏକର ଜମିରେ ଆଳୁଚାଷ କରୁଛନ୍ତି ୫୫୬ ବନ ସୁରକ୍ଷା ସମିତି ସଦସ୍ୟ୨୫୦୦ କ୍ଵିଣ୍ଟାଲ ଉତ୍ପାଦନ କଲେଣି, ଆହୁରି ହେବ ୫୦୦ କ୍ଵିଣ୍ଟାଲସୁନ୍ଦରଗଡ : ଓଡିଶା ବନାଞ୍ଚଳ ଉନ୍ନୟନ!-->…
ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା କୁ ଯାଇଥିଲେ ଯନ୍ତ୍ରୀ; ଖାଇଲେ ଗୋଇଠା ଓ ବିଧା…!
ଭଦ୍ରକ : ସରକାରୀ ଗୁଣ୍ଡା ଙ୍କ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କାମର ବିଲ୍ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ।ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା ଯାଇଥିଲେ କନିଷ୍ଠ ଯନ୍ତ୍ରୀ। ଖାଇଲେ ଗୋଇଠା!-->…
ଦୁର୍ନୀତି ରେ ଉବୁଟୁବୁ ଉମେରକୋଟ ତହସିଲ : ଆଦାୟ ପ୍ରବଳ କାମ ଦୁର୍ବଳ…!
ଉମେରକୋଟ : ସରକାର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି, ଯେପରିକି ମୋ ସରକାର,5ଟି ସରକାର, ଇତ୍ୟାଦି,କିନ୍ତୁ ସରକାରଙ୍କର ସୁଯୋଗ ସୁବିଧା ଉଠାଇବାକୁ ଯାଇ ଲୋକଙ୍କ ପାଦର ଜୁତା ଛିଣ୍ଡି ଯାଉଛି ,ବିନା ଟଙ୍କା ରେ ପତ୍ରବି ହଲୁନି ଏଠାରେ ହନ୍ତସନ୍ତ ନିରୀହ ଜନତା, ଏଠାରେ!-->…
ଲାଞ୍ଚୁଆ ଷ୍ଟେନୋକୁ ତିନିବର୍ଷ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ବିଜୁଳି ବିଲ୍ ସଂଶୋଧନ କରିବା ପାଇଁ ୨୦୧୯ ମସିହାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଷ୍ଟେନୋ ମନ୍ମଥ କୁମାର ଗଡ଼ନାୟକ । ଆଜି ସେହି ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ ଅଦାଲତର ଜଜ ସମର ବିଳାସ ବେହେରା ୧୦ ଜଣଙ୍କ ସାଖ୍ୟ ଗ୍ରହଣ ପରେ ଗଡ଼ନାୟକଙ୍କୁ ତିନି ବର୍ଷ!-->…