Sign in
Sign in
Recover your password.
A password will be e-mailed to you.
ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଦାଲତ ଯାଚିକାକୁ ଖାରଜ କରି କହିଛନ୍ତି, ମନୀଷଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂଗୀନ । ମନୀଷ ସିସୋଦିଆଙ୍କ ବ୍ୟବହାର ଏହି ମାମଲାରେ ଠିକ୍!-->…
ମହାରାଷ୍ଟ୍ର କଂଗ୍ରେସର ଏକମାତ୍ର ସାଂସଦଙ୍କ ବିୟୋଗ…
ମୁମ୍ବାଇ : ମହାରାଷ୍ଟ୍ରରେ କଂଗ୍ରେସର ଏକମାତ୍ର ସାଂସଦ ଥିବା ସୁରେଶ ଧନୋରକରଙ୍କର ଆଜୀ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ଶାରୀରିକ ଅସୁସ୍ଥତା ହେତୁ ଗତ କିଛି ଦିନ ହେବ ଦିଲ୍ଲୀର ଏକ ଘରୋଇ ହସ୍ପିଟାଳରେ ଭର୍ତ୍ତି ହୋଇଥିବା ସୁରେଶ ଧନୋରକର ଆଜି ସକାଳେ!-->…
ଗେହଲଟ- ପାଇଲଟ କଳିରେ ପୂର୍ଣ୍ଣଛେଦ; ଏକାଠି ନିର୍ବାଚନ ଲଢ଼ିବାକୁ ଜଣାଇଲେ ସମ୍ମତି
ଜୟପୁର : ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଫଳରେ ରାଜ୍ୟରେ!-->…
ପଞ୍ଚମ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହେଲା ଚେନ୍ନାଇ ସୁପରକିଙ୍ଗ୍ସ
ମୁମ୍ବାଇ :ଶେଷ ହୋଇଛି ଆଇପିଏଲ ୨୦୨୩। ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇ ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇଛି।
ରବିବାର ବର୍ଷା ଯୋଗୁ ଫାଇନାଲ ମ୍ୟାଚ୍ ଖେଳା ଯାଇପାରି ନଥିଲା। ଏହା ଗତକାଲିକୁ ଘୁଞ୍ଚିଥିଲା। ତେବେ କାଲି ବି ବର୍ଷା ହୋଇଥିଲା।!-->!-->!-->…
ମଣିପୁରରେ ପହଞ୍ଚିଲେ ଅମିତ ଶାହା
ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଏବଂ ଅନ୍ୟ ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସେଠାରେ ମଣିପୁରରେ ହିଂସାକୁ ନେଇ ଆଲୋଚନା କରିବା ସହ ସୁରକ୍ଷା ପରିସ୍ଥିତିର ଆକଳନ କରିଛନ୍ତି। ।
ମଣିପୁର ମେ ୩!-->!-->!-->…
ଦିଲ୍ଲୀ ନାବାଳିକା ହତ୍ୟା ଘଟଣାରେ ମୁହଁ ଖୋଲିଲା ଅଭିଯୁକ୍ତ
ନୂଆଦିଲ୍ଲୀ : ଦିଲ୍ଲୀ ନାବାଳିକାକୁ ୪୦ ଥର ଛୁରୀ ଭୁସି ହତ୍ୟା କରିଥିବା ସାହିଲକୁ ପୋଲିସ ଗିରଫ କରିଛି । ପୋଲିସ ସାହିଲକୁ ଗରଫ କରି ପଚରାଉଚରା କରିବାରୁ ସବୁ ସତ ମାନିଛି ସାହିଲ । ସାହିଲ କହିବା ମୁତାବକ, ମୁଁ ପଶ୍ଚାତାପ କରୁନି । ଯାହା କରିଛି ଭଲ କରିଛି । ଗତ କିଛିଦିନ ହେଲାଣି ସେ ମୋତେ!-->…
ମଲାଲାଙ୍କ ଫଟୋ ଲଗାଇ ବିବାଦରେ ଝାଡ଼ଖଣ୍ଡ ସ୍କୁଲ
ରାମଗଡ଼: ଅଞ୍ଚଳବାସୀ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତିବାଦ ପରେ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ମଣ୍ଡୁ ବ୍ଲକ୍ ଅନ୍ତର୍ଗତ କୁଜୁସ୍ଥିତ ଏକ ସରକାରୀ ଉଚ୍ଚବିଦ୍ୟାଳୟ ପାକିସ୍ତାନୀ ନେବେଲ ଶାନ୍ତି ବିଜେତ୍ରୀ ତଥା ନାରୀଶିକ୍ଷା କର୍ମୀ ମଲାଲା ୟୁସୁଫଜାଇଙ୍କ ଫଟୋ ଥିବା ବ୍ୟାନରକୁ ଦୁଇଦିନ ତଳେ!-->…
ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୭ମୃତ
ନୂଆଦିଲ୍ଲୀ: ଜାମ୍ମୁୁରେ ଖାଇକୁ ଖସିଲା ବସ୍, ୭ ମୃତ। ଅମ୍ରତଶରରୁ କଟରା ଆସୁଥିଲା ବସ୍ । ଜମ୍ମୁ-କାଶ୍ମୀର ଝଜର କଟୋଲୀ ଅଞ୍ଚଳରେ ଭାରସାମ୍ୟ ହରାଇ ଖସିପଡିଲା ବସ୍ । ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ।!-->…
ଶାହଙ୍କ ଗସ୍ତ ପୂର୍ବରୁ ମଣିପୁରରେ ହିଂସା: ପୁଲିସ ସମେତ ୫ ଜଣଙ୍କ ମୃତ୍ୟୁ, ୨୫ ଗିରଫ
ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜିଠାରୁ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ସେ ଆଜି ସନ୍ଧ୍ୟାରେ ମଣିପୁରରେ ପହଞ୍ଚିଛନ୍ତି। ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଛି। ହିଂସାରେ ଜଣେ ପୁଲିସ ସମେତ ୫ ଜଣ ସାଧାରଣ!-->…
ଲାଞ୍ଚ ନେବା ଏବଂ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ପେ’ ମାଧ୍ୟମରେ!-->…