Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡି ବ୍ଲକରେ ଷଷ୍ଠତମ ସମିତି ବୈଠକ
ଦାରିଙ୍ଗବାଡି,୩୦/୫ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଷଷ୍ଟ ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତି ଅଧକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ଗଦାଧର ପାତ୍ର ପରିଚାଳନା କରିଥିଲେ । ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ ଜିଲ୍ଲା ପରିଷଦ ସଦସ୍ୟ!-->…
ଟୋପାଏ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ସାହିବାସିନ୍ଦା
କାଶିପୁର : ରାୟଗଡା ଜିଲା କାଶିପୁର ଶଙ୍କରଡା ପଞ୍ଚାୟତ ଆଦିବାସି ସାହିରେ ଦୀର୍ଘ ଦିନ ହେଲା ପାଣିର ସମସ୍ୟା ରହିଛି । ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ଙ୍କୁମଧ୍ଯ ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୈଣଷି ସୁଫଳ ମିଳିନାହିଁ ଯାହା ଫଳରେ । ବାଧ୍ୟ ହୋଇ ନିକଟର ଥିବା ନାଳ ଓ ଚୁଆ!-->…
ବଣ୍ଡାଝିଅର ଶିକ୍ଷା ପାଇଁ ଅର୍ଥ ଅଭାବ, ସରକାରଙ୍କ ଆଶ୍ଵାସନା ପାଣିର ଗାର…
ଉଚ୍ଚ ଶିକ୍ଷା ଲାଗି ପାଲଟିଲେ ଦିନମଜୁରିଆ
ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ ଅଭାବ ଦୂର କରିବାକୁ ଏହି!-->…
ମାଓଗଡ଼ରେ ଜନସମ୍ପର୍କ ଶିବିର କଲା ପୁଲିସ ଟିମ୍
ମାଲକାନଗିରି: ଲାଲବାହିନୀର ଲାଲଗଡ଼ ଭାବେ ପରିଚିତ ଥିଲା ଦଣ୍ଡିପଦର। ପ୍ରତିବନ୍ଧକ ସାଜିଥିଲା ସରକାରୀ ଯୋଜନା। ମୋବାଇଲ୍ ବ୍ୟବହାର ଉପରେ କଟକଣା ରହିଥିଲା। ଯିଏ ମୋବାଇଲକୁ ବ୍ୟବହାର କରୁଥିଲେ ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ହେବାକୁ ପଡୁଥିଲା। ବର୍ଷ ବର୍ଷ ଧରି ମାଓ ଦମନ ପାଇଁ ପୁଲିସ ଓ!-->…
ଓଡ଼ିଶା ଫର୍ ‘ଏଆଇ’ ଓ ‘ଏଆଇ’ ଫର୍ ୟୁଥ୍’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ‘ଓଡ଼ିଶା ଫର୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି’ ଓ ‘ଆର୍ଟିଫିସିଆଲ୍!-->…
ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନେଇ ରଥଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ
ପୁରୀ : ଆସନ୍ତା ଜୁନ୍ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ!-->…
ତିନି ରଥର ଉଠିଲା ଚାରି ନାହାକା
ପୁରୀ: ଚଳଚଞ୍ଚଳ ହୋଇପଡିଛି ରଥଖଳା । ଆଜି ତିନି ରଥର ଚାରି ନାହାକା ଉଠିଲା । ସ୍ନାନପୁର୍ଣ୍ଣିମା ପୂର୍ବରୁ ଏହି ୪ ନାହାକା ଉଠାଯାଇଛି। ଯଥାରୀତି ଅନୁସାରେ ଭୋଇ ସେବାୟତଙ୍କ ଦ୍ୱାରା ଏହି ନାହାକା କାମ ସମ୍ପାଦନ କରାଯାଇଛି ।
ଏହା ସହ ତିନି ରଥକୁ ଦୁଇଟି ଲେଖାଏଁ ଗରଗରା ଉଠିଥିଲା । ଏବେ!-->!-->!-->…
୧୩୫ କେଜି ଗଞ୍ଜେଇ ସହ କାର୍ ଜବତ
ନନ୍ଦପୁର: ନନ୍ଦପୁର ବ୍ଲକ ପାଡୁଆ ପୁଲିସ ଗତକାଲି ଏକ ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି। ଚୋରାଚାଲାଣକାରୀ ଫେରାର ହୋଇଯାଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ ନିକଟରେ ପାଡୁଆ ଥାନା ଆଇଆଇସି!-->!-->!-->…
ଦିବ୍ୟାଙ୍ଗଙ୍କ ଠାରୁ ଲୁଟ, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନେଇଗଲେ ଅଳଙ୍କାର ଓ ଟଙ୍କା
ମୋହନା: ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା ।
ଗତକାଲି ବିଳମ୍ବିତ ରାତିରେ ମେରାପଲି ଛକରେ ଥିବା ନିରଞ୍ଜନ ସାହୁ ଓ ବାସୁଦେବ ସାହୁଙ୍କ ଦୋକାନକୁ ୬ଜଣ ଦୁର୍ବୃତ୍ତ ଆସିଥିଲେ ।!-->!-->!-->…