ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅର୍କେଶ

ବଲାଙ୍ଗିର: ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରିଜାଙ୍କ ବିବାଦ । ବଲାଙ୍ଗିର ରାଜପରିବାର ବିରୋଧରେ ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ ଆଣିଥିବା ଘରୋଇ ହିଂସା ମାମଲାରେ ନୂଆ ମୋଡ଼ । ଡେରାଡୁନସ୍ଥିତ ଅର୍କେଶନାରାୟଣ ସିଂଦେଓଙ୍କ ଘରେ କାମ କରୁଥିବା ମହିଳା ସହାୟିକା ରବିତା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଜେ. ରାଏବଗା ଝରାକାନି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଦୁଇସାଙ୍ଗଙ୍କୁ ଲୁହା ହାତୁଡ଼ିରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ, ଝରାକାନି

ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଓ ସରକାରୀ ପଲିଟେକନିକ୍ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ତମାଖୁ ବର୍ଜନ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ

ସନ୍ଦେହ ଘେରରେ ନାବାଳିକା ମୃତ ଦେହ ଉଦ୍ଧାର…

ଫୁଲବାଣୀ: ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ୯ ବର୍ଷର ନାବଳିକାର ମୃତଦେହ ଉଦ୍ଧାର। ସୂଚନା ପ୍ରକାରେ ଫୁଲବାଣୀ ସହର ରୁଗୁଡିସାହି ମୁଣ୍ଡିଆ ସାହିର ରାଘବ ବେହେରାଙ୍କ ୯ ବର୍ଷର ଝିଅ ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ

ବାସୁଦେବପୁର ପ୍ରଶାସନ ପକ୍ଷରୁ ଉଠା ଦୋକାନୀ ମାନଙ୍କ ଜବର ଦଖଲ ଉଚ୍ଛେଦ…

ଭଦ୍ରକ : ବାସୁଦେବପୁର ପ୍ରଶାସନ ପକ୍ଷ ରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ବାସୁଦେବପୁର ବଜାର ରେ ଉଠା ଦୋକାନୀ ମାନେ ଆଯକୁ ବହୁ ଦିନ ଧରି ସେମାନଙ୍କର ବ୍ୟବସାୟ ଚଳାଇ ଆସୁ ଥିଲେ। ପ୍ରଶାସନ ପକ୍ଷରୁ ରାସ୍ତା ର ସମ୍ପ୍ରସାରଣ ପାଇଁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରା ଯିବା ପାଇଁ ଆଗରୁ ଅନେକ ଥର

ସଂକୀର୍ତ୍ତନ ଶୁଣି ଜଙ୍ଗଲ ରୁ ଚାଲି ଆସିଲା ହରିଣ…

ମାଲକାନଗିରି : ଭଜନ ସଂକୀର୍ତ୍ତନ ଶୁଣି ଜଙ୍ଗଲ ରୁ ଚାଲି ଆସିଲା ହରିଣ।ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଚାଲୁ ରହିଥିବା ବେଳେ ଭଜନ ସଂକୀର୍ତ୍ତନ ଚାଲୁ ରହିଥିଲା।ହେଲେ ହଟାତ ଜଙ୍ଗଲ ରୁ ଚାଲି ଆସିଲା ହରିଣ।ଗ୍ରାମବାସୀ ହରିଣ ଟିକୁ ଦେଖି

ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ : ବଢାଇଲେ ସାହାଯ୍ୟର ହାତ

ଗଣ ମାଧ୍ୟମ ଓ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଲେ ଛାତ୍ରୀ କରମା ମୁଦୁଲି । ମାଲକାନଗିରି : ଶିକ୍ଷା ଲାଗି ଦିନମଜୁରିଆ ପାଲଟିବା ଘଟଣାର ବିଭିନ୍ନ ଖବରକାଗଜ, ବୈଦ୍ୟୁତିକ ଗଣମାଧ୍ୟରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ନିଦଭାଙ୍ଗିଛି । ତ୍ୱରିତ ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା…

ବାଲିଗୁଡା :, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ବ୍ଲକ ସାରଙ୍ଗ ଗଡ ଥାନା ଅନ୍ତର୍ଗତ ବନାଙ୍ଗିଆ ଡ୍ୟାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘଟଣା ପ୍ରକାରେ ଗୁଟିଙ୍ଗିଆ ପଞ୍ଚାୟତ କଟିମାହା ଗ୍ରାମର ସୁଜିତ କୁମାର ଦିଗାଲଙ୍କ ଚଉଦ ବର୍ଷର ପୁଅ ସତ୍ୟଜିତ ଦିଗାଲ ବନାଙ୍ଗିଆ ସ୍ଥିତ

ବୋନସ କାହାରି ଦୟା ନୁହେଁ ବୋନସ ଆମର ହକ : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ…

ବୋନସ, ମାସିକ ମଜୁରୀ ବୃଦ୍ଧି ଓ କନ୍ୟା ବିବାହ ସହାୟତା, ଜି ଏସ ଟି ପ୍ରତ୍ୟାହାର ଦାବୀ ନେଇ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ସମାବେଶ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ । ସମ୍ବଲପୁର :- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ଆଜି ସମ୍ବଲପୁର ଡିଭିଜନ ପକ୍ଷରୁ

ବାଲିଗୁଡ଼ାରେ ବାଘ ଆତଙ୍କ ଗୁଜବ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା । ଏହା କୌଣଶି ବାଘର ପାଦ ଚିହ୍ନ