Sign in
Sign in
Recover your password.
A password will be e-mailed to you.
ପରୀକ୍ଷାରେ କମ୍ ମାର୍କ ରହିଲା ବୋଲି ଜଣେ ୩ ମହଲା ଉପରୁ ଓ ଅନ୍ୟଜଣେ ନଦୀକୁ ଡେଇଁଲେ
ବାଲେଶ୍ୱର :ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମାର୍କ କମ୍ ରହିବାରୁ ମାନସୀକ ଭାରସାମ୍ୟ ହରାଇ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୋଟିଏ ଘଟଣା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଏନଏସି ସିମୁଳିଆ ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି।!-->…
ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ
ଆହ୍ଲାବାଦ : ବାରଣାସୀରେ ମା’ ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା ମାମଲାରେ ମୁସଲମାନ ପକ୍ଷ ପକ୍ଷରୁ ଦାୟର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା କରିବା ପାଇଁ ଅନୁମତି ଲୋଡ଼ି ରାକ୍ଷୀ ସିଂହ ଅନ୍ୟ ୪ ଜଣ ମହିଳା ବାରାଣାସୀ କୋର୍ଟରେ ଏକ ପିଟିସନ୍!-->…
ଶେରଗଡ଼ରୁ-ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ଶେରଗଡ଼: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଲା ପ୍ରଥମ ଏସି ବସ୍ ‘ଜଗନ୍ନାଥ ଏକ୍ସପ୍ରେସ୍’ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫେରେନ୍ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ!-->…
କଟକ ବକ୍ସଡ୍ରେନ୍ରେ ନାବାଳିକା ମୃତ୍ୟୁ: ସିଏମ୍ସିର ୨ ସହକାରୀ ଯନ୍ତ୍ରୀ ସସ୍ପେଣ୍ଡ
ଭୁବନେଶ୍ବର/କଟକ: କଟକ ମହାନଗର ନିଗମ ଅଧିନ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ହୋଇ ମଙ୍ଗଳବାର ଅପରାହ୍ଣରେ ନାବାଳିକା ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗୃହ ଓ!-->…
ବଦଳିବ ଅହମଦନଗରର ନାଁ, ହେବ ଅହିଲ୍ୟାନଗର
ମୁମ୍ବାଇ : ବଦଳିବ ମହାରାଷ୍ଟ୍ରର ଅହମଦନଗର ନାଁ। ଉକ୍ତ ସହର ଅହିଲ୍ୟାନଗର ଭାବେ ପରିଚୟ ହାସଲ କରିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଏନନାଥ ସିନ୍ଦେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ଯେଉଁ କାର୍ଯ୍ୟକ୍ରମରେ ଏସମ୍ପର୍କରେ ଘୋଷଣା କରିଛନ୍ତି, ସେଥିରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ!-->…
କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା କମିସନରେଟ୍ ପୁଲିସ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ କମିସନରେଟ୍ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିସନରେଟ୍ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍ କରାଯାଇଛି। ଏଥି ସହିତ ପୁଲିସ ପକ୍ଷରୁ ଓଡ଼ିଶା ଅର୍ବାନ ପୁଲିସ!-->…
ପୁଅ ଦେଲେ ସାକ୍ଷୀ, ହତ୍ୟାକାରୀ ମଦୁଆ ବାପାକୁ ହେଲା ଜେଲ୍
ନବରଙ୍ଗପୁର :କୋର୍ଟରେ ସାକ୍ଷୀ ଦେଲେ ପୁଅ। ଆଉ ବିଚାରପତିଙ୍କ ଆଗରେ ମଦୁଆ ବାପାର ବୀଭତ୍ସ ଓ କୁତ୍ସିତ ଚରିତ୍ର ବର୍ଣ୍ଣନା କରିଥିଲେ। ସେ ଦିନ ନିଜ ଆଖିରେ ଯାହା ଦେଖିଥିଲେ, ଟିକିନିଖି କଥା ଅବଗତ କରାଇଥିଲେ। ଆଉ ତା’ପରେ ରାୟ ଶୁଣାଇଲେ ବିଚାରପତି। ମାତୃହନ୍ତା ବାପାକୁ ଦେଲେ ଜେଲ୍ ଓ ଜରିମାନା।!-->…
‘ଭାରତ ଯୋଡ଼ୋ ଯାତ୍ରାକୁ ବନ୍ଦ କରିବାକୁ ଚାପ ପକାଉଥିଲେ ମୋଦି, କିନ୍ତୁ…’
ନୂଆଦିଲ୍ଲୀ : ସାତ ଦରିଆ ପାରିରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ନିଜ ଆମେରିକା ଗସ୍ତ କାଳରେ ମୋଦି ସରକାର ଉପରେ ଶାଣିତ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଏହି କଂଗ୍ରେସ ନେତା।ନିଜ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ଉଲ୍ଲେଖ!-->…
ଆମେରିକାରେ ଭାରତର ସଂସଦ ଓ ସେନଗୋଲକୁ ଅପମାନିତ କଲେ ରାହୁଳ ଗାନ୍ଧି
ନୂଆଦିଲ୍ଲୀ : ବିଦେଶ ମାଟିରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନୂଆ ପାର୍ଲାମେଣ୍ଟ ଭବନ ଉଦ୍ଘାଟନକୁ ନେଇ କରିଛନ୍ତି କଡ଼ା ସମାଲୋଚନା। ଏଥିସହ ନୂଆ ସଂସଦ ଭବନରେ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନକୁ ସମାଲୋଚନା କରି ଏହା ଏକ ଡ୍ରାମା ବୋଲି!-->…
ଦାୟିତ୍ବ ନିର୍ବାହ ସମୟରେ ମୃତ୍ୟୁ କ୍ଷେତ୍ରରେ ମିଳିବ ୧୦ ଲକ୍ଷ ଟଙ୍କା
ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ!-->!-->!-->…