ପ୍ରତ୍ୟେକ ଜେଲ ଦଣ୍ଡଗୃହ ବଦଳରେ ସୁଧାର ଗୃହ ହେଉ…

ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭଲ ମଣିଷ ହୋଇ ଜେଲରୁ ମୁକୁଳିବେ ସମସ୍ତ କଏଦୀ, ଏହା ମୂଳ ପ୍ରୟାସ କହିଲେ ଓଡିଶା ଜେଲ ଡିଜି ମନୋଜ ଛାବ୍ରାବ୍ରହ୍ମପୁର : ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି ଓଡିଶା ଜେଲ ଡିଜି ମନୋଜ ଛାବ୍ରା।କାଳନ୍ତର ସଙ୍ଗଠନ

ଡାକ୍ତରଙ୍କ ଅସଭ୍ୟ ବ୍ୟବହାର ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ…

ଚାନ୍ଦବାଲି : ଚାନ୍ଦବାଲି ଡାକ୍ତରଖାନାରେ ଷ୍ଟାଫ ନର୍ସଙ୍କୁ ଡାକ୍ତରଙ୍କ ଅସଭ୍ୟ ବ୍ୟବହାର, ଯୌନ ଲାଳସା ନେଇ ସମ୍ପୃକ୍ତ ଷ୍ଟାଫ ନର୍ସ ଚାନ୍ଦବାଲି ଥାନା ରେ ଏତଲା ଦେବା ପରେ ବୟାନ ରେକର୍ଡ କରି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନର୍ସ ଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

ଦାରିଙ୍ଗବାଡ଼ି, ୩୧/୦୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଆମ ପୋଲିସ ସମିତି ବୈଠକ ଥାନା ପରିସରରେ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ୮ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି,

ବୋଲେରୋ ଗାଡି ଧକ୍କାରେ ଶିଶୁ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍କ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଶ୍ରମୁଡ଼ି ଜାତୀୟ ରାଜପଥରେ ଜଣେ ଶିଶୁ ଉପରେ ଏକ ଦ୍ରୁତଗାମୀ ବଲେରୋ ଗାଡି ମାଡି ଯିବା ଫଳରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ମୁଣିଙ୍ଗିଆ ଗ୍ରାମର ବିରାଟ

ନଳକୂପ ଭାଙ୍ଗିଲା କିଏ, ପାଣି ପାଇଁ ଦଣ୍ଡ ଭୋଗୁଛନ୍ତି ସାହିବାସିନ୍ଦା

ହିଞ୍ଜିଳିକାଟୁ (୩୧।୫) : ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ପଛରେ ଥିବା ତଳ ରେଗିଡିସାହି ଓ ବିଦ୍ୟୁତ ବିଭାଗ ଫ୍ୟୁଜ କାଲ କାର୍ଯ୍ୟାଳୟ ୱାଲ ନିକଟରେ ଥିବା ନଳକୂପଟି ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା ଭାଙ୍ଗି ରୁଜି ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ଏହି ନଳକୂପ ଉପରେ

ବ୍ୟାଟମିଣ୍ଟନ ସମରକ୍ୟାମ୍ପ ୨୦୨୩ ଉଦଯାପିତ

ହିଞ୍ଜିଳିକାଟୁ ୩୧।୫ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମରେ ଏକ ମାସ ଧରି ଚାଲିଥିବା ଵ୍ୟାଟମିଣ୍ଟନ ସମରକ୍ୟାମ୍ପ ୨୦୨୩ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଉପ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଓ

ବିନାଶ ଆଡ଼କୁ ନେଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ : ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର କେତେକ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହା ମଣିଷ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି । ମଙ୍ଗଳବାର ଦିନ ଏଆଇର ବରିଷ୍ଠ

କଂଗ୍ରେସର ‘ଗ୍ୟାରେଣ୍ଟୀ ଫର୍ମୁଲା’ ଦେଶକୁ ଦେବାଳିଆ କରିଦେବ: ପ୍ରଧାନମନ୍ତ୍ରୀ ମୋଦି

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନରେ କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି। ଏଥିସହ କଂଗ୍ରେସ ନିର୍ବାଚନ ଜିତିବା ପାଇଁ ପାଇଁ ଦେଉଥିବା ଗ୍ୟାରେଣ୍ଟୀ ଫର୍ମୁଲା ଓ କଂଗ୍ରେସ ସରକାରର ସ୍ଥିରତା ନେଇ ମଧ୍ୟ ମୋଦି ପ୍ରଶ୍ନ ଉଠାଇଛନ୍ତି।ବିଜେପିର ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ

ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି…

ଭୁବନେଶ୍ୱର :ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନସନ୍‌ ଅଫ୍‌ ମନିଲଣ୍ଡରିଂ ଆଇନ୍‌ ବଳରେ ଇଡି ସମ୍ପତ୍ତି ଆଟାଚ୍‌ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ପ୍ରତି ବ୍ଲକରେ ସ୍ଥାପନ କରାଯିବ ୨୦୦୦ ଟନ କ୍ଷମତାର ଗୋଦାମ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଆଜି ବିଶ୍ୱର ସର୍ବବୃହତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ କ୍ଷମତାର ଗୋଦାମ ନିର୍ମାଣ କରାଯିବ ।ଏ ସଂପର୍କରେ ସୂଚନା ଦେଇ