Sign in
Sign in
Recover your password.
A password will be e-mailed to you.
ଘରକୁ ଫେରିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ଶେଷରେ ଘରକୁ ଫେରିଛନ୍ତି। କେବଳ ସାକ୍ଷୀ ମଲ୍ଲିକ ଏକମାତ୍ର ଆନ୍ଦୋଳନକାରୀ ଭାବେ ଦିଲ୍ଲୀରେ ରହିଛନ୍ତି।!-->…
୮୦ ଦଶକ ଟିପ୍ପଣୀ ପାଇଁ ଅଡ଼ୁଆରେ ରାହୁଲ…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କର ଏକ ଟିପ୍ପଣୀ ଦ୍ବାରା ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଥିବା ଚର୍ଚ୍ଚା ହେଉଛି। କାଲିଫର୍ଣ୍ଣିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି, ‘୧୯୮୦ ଦଶକରେ ଦେଶରେ ଦଳିତମାନଙ୍କ ସ୍ଥିତି ଯେଭଳି ଦୟନୀୟ ଥିଲା ଏବେ!-->…
ଓଡ଼ିଶାରେ ଏଫ୍ଡିଆଇ ପ୍ରବାହ ମାତ୍ର ୦.୦୮%
ନୂଆଦିଲ୍ଲୀ : ଓଡ଼ିଶାକୁ ୨୦୧୯ ଅକ୍ଟୋବରରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିଲଗାଣ (ଏଫ୍ଡିଆଇ) ରହିଛି ମାତ୍ର ୦.୦୮ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ୍ ଅଫ୍ ପ୍ରମୋସନ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ୍ ଇଣ୍ଟରନାଲ୍ ଟ୍ରେଡ୍ (ଡିପିଆଇଆଇଟି)ର ସଦ୍ୟତମ!-->…
ଗାଧୋଇଲା ବେଳେ ବୁଡ଼ି ଯାଉଥିଲେ ୩ ଯୁବକ; ସମୁଦ୍ରକୁ ଡେଇଁ ଉଦ୍ଧାର କଲେ ‘ବିଜେପି’ ବିଧାୟକ ହୀରା ସୋଲାଙ୍କି
ଗାନ୍ଧୀନଗର: ଗୁଜରାଟ ଅନ୍ତର୍ଗତ ପଟୱା ଗ୍ରାମ ନିକଟରେ ସମୁଦ୍ରରେ ବୁଡ଼ିଯାଉଥିବା ୩ଜଣ ଯୁବକଙ୍କୁ ରାଜୁଲା ନିର୍ବାଚନ ମଣ୍ଡଳୀର ‘ବିଜେପି’ ବିଧାୟକ ହୀରା ସୋଲାଙ୍କି ବୁଧବାର ଦିନ ଉଦ୍ଧାର କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ସଂଗୃହୀତ ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ପଟୱା!-->…
ଜମ୍ମୁ ଓ କଶ୍ମୀରର ସାମ୍ବାରେ ସୀମା ସୁରକ୍ଷା ବଳ ଗୁଳି ଚୋଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ
ନୂଆଦିଲ୍ଲୀ: ବୁଧବାର ରାତିରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ସୀମା ସୁରକ୍ଷା ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ, ରାତି ପ୍ରାୟ ୨.୩୦ରେ ସାମ୍ବା ସେକ୍ଟର୍ ଅନ୍ତର୍ଗତ ମଙ୍ଗୁ!-->…
ଦଙ୍ଗାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଶାନ୍ତି ଫେରାଇଆଣିବାକୁ ନିଯୁକ୍ତ ହେଲେ ନୂଆ ଡିଜିପି, ରାଜୀବ ସିଂଙ୍କୁ…
ଇମ୍ଫାଲ: ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ଲୁଟ୍ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ମଧ୍ୟରେ ମଣିପୁରରେ ଏକ ପ୍ରମୁଖ ପ୍ରଶାସନିକ ପରିବର୍ତ୍ତନ ହୋଇଛି। ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜୀବ!-->…
ଭାରତୀୟ କୁସ୍ତି ଯୋଦ୍ଧାଙ୍କ ସପକ୍ଷରେ UWW, କହିଲା – ୪୫ ଦିନରେ ନିର୍ବାଚନ ନ ହେଲେ ଭାରତ ସସ୍ପେଣ୍ଡ
ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡରେସନ ସଭାପତି ବ୍ରିଜ୍ ଭୂଷଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୟୁନାଇଟେଟ୍ ୱାର୍ଲଡ ରେସଲିଂ ଆସୋସିଏସନ( UWW) । ଦୁଇ ଦିନ ପୂର୍ବେ ଆନ୍ଦୋଳନ ବେଳେ ଅଲିମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧାଙ୍କୁ ଦିଲ୍ଲୀ!-->…
କଂଗ୍ରେସ କହିଲା ସ୍ମୃତି ଇରାନୀ ନିଖୋଜ, ମନ୍ତ୍ରୀ ଜବାବ ଦେଲେ- ‘ମୁଁ ଆମେଠିରେ ଅଛି, ରାହୁଲ ଗାନ୍ଧିଙ୍କୁ ଆମେରିକାରେ…
ନୂଆଦିଲ୍ଲୀ :କଂଗ୍ରେସ ଓ ବିଜେପି ମଧ୍ୟରେ ଲାଗିଛି ସାଂଘାତିକ ଟ୍ୱିଟର ୱାର । କଂଗ୍ରେସ ପକ୍ଷରୁ ଗତକାଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ନିଖୋଜ ଥିବା ନେଇ ପୋଷ୍ଟର ଟ୍ୱିଟ କରାଯାଇଥିଲା। ଏହି ଫଟୋ ଭାଇରାଲ ହେବା ପରେ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି ସ୍ମୃତି ଇରାନୀ।ଗତକାଲି!-->…
ଖସିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ
ନୂଆଦିଲ୍ଲୀ : ଜୁନ୍ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ଖସିଛି।ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦!-->…
‘ମାନହାନୀ ମାମଲାରେ ସବୁଠୁ ଅଧିକ ଦଣ୍ଡ ବୋଧେ ମୋତେ ମିଳିଛି’: ରାହୁଲଗାନ୍ଧୀ…
ସାନ ଫ୍ରାନ୍ସିକୋ : ନିଜ ଲୋକସଭା ସଦସ୍ୟତା ପଦ ରଦ୍ଦ ହେବା ନେଇ ସୂଦୂର ଆମେରିକାରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଥିସହ ମାନହାନୀ ମାମଲାରେ ନିଜକୁ ସବୁଠୁ ଅଧିକ ଦଣ୍ଡ ପାଇଥିବା ବ୍ୟକ୍ତି ବୋଲି ସେ କହିଛନ୍ତି । ଏପରି ଦିନ ବି ଦେଖିବାକୁ ପଡ଼ିବ ବୋଲି କେବେ ଭାବି ନ!-->…