ନିଶା ବିକିଲେ ରାଜଧାନୀରୁ ତଡ଼ିପାର ହେବେ ବେପାରୀ

ଭୁବନେଶ୍ବର: ନିଶା କାରବାର ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ। ରାଜଧାନୀରେ ରହିପାରିବେନି ନିଶା ବେପାରୀ। ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର। ପ୍ରଥମ ଥର ନିଶା ବେପାରିକୁ କରାଗଲା ତଡିପାର। ପୂର୍ବରୁ ପେଶାଦାର ଅପରାଧୀଙ୍କୁ ତଡିପାର କରାଯାଉଥିଲା । White Spider

ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ କଟୁଛି ବିଜୁଳି: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି କାଟ ହେଉଛି। ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ ପାୱାର କଟ କୁହାଯାଏ। କିନ୍ତୁ ବର୍ତ୍ତମାନ ଘଣ୍ଟେ ଦୁଇ ଘଣ୍ଟା

୩୦ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲାଙ୍କ ସମୂହ ଛୁଟି

ଭୁବନେଶ୍ୱର :ଅମଲା ସଂଘର ସମୂହ ଛୁଟି । ଲେବୁଲ ୯ ଦାବିରେ ଆଜିଠାରୁ ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ୩୦ଟି ଯାକ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲା ଏହି ସମୂହ ଛୁଟିରେ ସାମିଲ ହୋଇଛନ୍ତି । ଏଥିପାଇଁ ଜିଲ୍ଲାପାଳଙ୍କ

୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ

ଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା। ସୂଚନା ଅନୁଯାୟୀ, ବିଭାଜନ ପଟ୍ଟା (ଆରଓଆର) ପ୍ରଦାନ ପାଇଁ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା ଜଣେ

ଅମଲା ସଂଘର ସାମୁହିକ ଛୁଟି ଆନ୍ଦୋଳନ

ଦାରିଙ୍ଗବାଡି,୧/୬ : ଦାରିଙ୍ଗବାଡି ଅମଲା ସଂଘ ପକ୍ଷରୁ ବ୍ଲକ୍ ପରିସର ମଧ୍ୟରେ ସାମୁହିକ ଛୁଟି ଆନ୍ଦୋଳନ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଗ୍ରେଡ଼ ପେ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ଅମଲାଙ୍କ ଆନ୍ଦୋଳନ ଫଳରେ ଲୋକେ ନାହିଁ ନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତହସିଲ,

ଓ୍ବାଲଟିୟର ଡିଭିଜନ ଡିଆରଏମଙ୍କ ଟିକିରି ଷ୍ଟେସନ ଗସ୍ତ…

ଟିକିରି : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେଳଷ୍ଟେସନରେ ସମଲେଶ୍ଵରୀ ଟ୍ରେନ ରହଣି ଓ ରାସ୍ତା, ପାନୀୟ ଜଳ ଓ ଆଲୋକିକରଣ ଦାବି କରି ଟିକିରି ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ବାରମ୍ବାର ଦାବି କରିଆସୁଥିବା ବେଳେ ରେଳ ବିଭାଗ ୩ବର୍ଷ ହେଲାଣି ସମୟ ଗଡାଇ ପ୍ରତିସୃତି ପରେ

ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ରେଡ୍‌

ଯୋଡା : ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତୁଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି ଅଫିସରେ ରେଡ୍ କରୁଛି ଆୟକର ବିଭାଗ। ଟ୍ୟାକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା

କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ସଫଳତା

ଭଦ୍ରକ : ଭଦ୍ରକ ସହର ର ମୋଟାଲ ଛକ ମାରୁତି ସୋରୁମ ପାଖରେ ଅବସ୍ଥିତ କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ବାଜିମାତ | ଚଳିତ ସଦ୍ୟ ପ୍ରକାଶିତ +2 ବିଜ୍ଞାନ ବିଭାଗର କଳ୍ପନା ଦେଵୀ ର ବିଦ୍ୟାର୍ଥୀ ମାନଙ୍କ ର ଫଳାଫଳ ନେଇ ଅପୂର୍ଵ ସଫଳତା ଉପରେ ଚେୟାରମ୍ୟାନ ଆଡଭୋକେଟ ମହେଶ ଚନ୍ଦ୍ର ରାଏ ଖୁସି

ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ IT ରେଡ୍‌

ଚାନ୍ଦବାଲି: ଧାମରା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ । ଆଜି ସକାଳୁ ତାଙ୍କ ବାସଗୃହ ସମେତ, ଧାମରା ବରଫ କଳ , ଅଫିସ ,ଭଦ୍ରକରେ ଥିବା ବାସଗୃହ ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇନକମ ଟ୍ୟାକ୍ସ ବିଭାଗ ।

ଜଳ ନିଷ୍କାସନ ବ୍ୟବସ୍ଥା ସିଲ, ଜଳ ଜମି ଉପରୁ ଜବରଦଖଲ ଉଚ୍ଛେଦ ନ ହେଲେ ଆନ୍ଦୋଳନର ଚେତାବନୀ

ଭଦ୍ରକ : ଭଦ୍ରକ ସହର ରେ ଦିନକୁ ଦିନ ସରକାରୀ ଜାଗା ଜବର ଦଖଲ ଯୋଗୁଁ ଜଳ ନିଷ୍କାସନ ସମସ୍ୟା ହେଉଥିବା ନେଇ ଆଜି 5 ଟି ୱାର୍ଡ଼ ଓ ଗୋଟିଏ ପଂଚାୟତ ରୁ ଯୁବକ ମାନେ ଆସି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି | ପରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା ମଧ୍ୟ କରିଛନ୍ତି l ତେବେ ଭଦ୍ରକ ର ୧, ୨, ୩,