Sign in
Sign in
Recover your password.
A password will be e-mailed to you.
ଦଶ ମିନିଟର କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ମାଲକାନଗିରି ସଦର ଠାରେ ରଚିଲା ତାଣ୍ଡବ
ମାଲକାନଗିରି (୦୧/୦୬) : ମାଲକାନଗିରି ସଦର ମହକୁମା ରେ ଦଶ ମିନିଟ ର କାଳ ବୈଶାଖୀ ଦେଖାଇଲା ବଡ ତାଣ୍ଡବ । ନବ ନିର୍ମିତ ଏୟାର ଷ୍ଟିପ ବାଉଣ୍ଡ୍ରି କାନ୍ଥ ଭୁଷୁଡିବା ଫଳରେ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଅତି ଗୁତୁତ୍ତର ହୋଇ ସଦମହକୁମା ସ୍ଥିତ ମେଡିକାଲ ରେ ଭର୍ତ୍ତି ହୋଇଥିବା ସୂଚନା!-->…
୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ବର୍ଷର ଶିଶୁ ଗୁରୁତର
ଦାରିଙ୍ଗବାଡି,୧/୬ : ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସନପୁର ଗ୍ରାମ ପଞ୍ଚାୟତ ଗାହାକିଆ ଗ୍ରାମର ଜଣେ ଶିଶୁ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛି । ଗୁରୁତର ଆହତ ଶିଶୁ ଜଣକ ହେଲା ସବିନ ପ୍ରଧାନଙ୍କ ୧୦ ବର୍ଷର ପୁଅ ଶ୍ରିନୁ ପ୍ରଧାନ । ଶ୍ରିନୁ ପ୍ରଧାନ ସନ୍ଧ୍ୟା ସମୟରେ!-->…
ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଭୁବନେଶ୍ଵରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ୩ ଜଣଙ୍କୁ ଗିରଫ କରିଛି | ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଦକେତା ଗ୍ରାମରୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇ ରାସ୍ତାରେ ଜଗିଥିଲା | ସ୍ବିଫ୍ଟ!-->…
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓଙ୍କୁ ଘେରିଲେ ନାଗରିକ କମିଟି ସଦସ୍ୟ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସମସ୍ୟା ନେଇ ସିଡିଏମଓଙ୍କୁ କାର୍ଯ୍ୟାଳୟରେ ଘେରିଲେ ଜିଲା ନାଗରିକ କମିଟି। ଡାକ୍ତର ମାନେ ଗ୍ରାମାଞ୍ଚଳରେ ଥିବା V1,V2 ଓV3 ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ପାଇଁ ସ୍ୱତନ୍ତ୍ର ଭତ୍ତା ୩୦ରୁ ୪୦ହଜାର ପାଉଥିବା ବେଳେ ନବେ ପ୍ରତିଶତ!-->…
ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ୮୫ ପ୍ରତିଶତ କାମ ଶେଷ, ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ୫-ଟି ସଚିବଙ୍କ…
ଭୁବନେଶ୍ବର: ୫-ଟି ଉପକ୍ରମରେ ବରମୁଣ୍ଡା ବସ୍ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ!-->…
ପ୍ରତାପ ସାମଲଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି
ଭୁବନେଶ୍ୱର :ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଙ୍କ ୧୧ କୋଟି ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ୧୧ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଆଟାଚ୍ କରିଛି ଇଡି। ପୂର୍ବରୁ ପ୍ରତାପଙ୍କ ଘରେ ଚଢ଼ଉ!-->…
ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ: ନିଖୋଜ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମ ନିକଟ ସମୁଦ୍ରରେ ଗାଧୋଇବା ବେଳେ ଆଜି ସକାଳ ୬ଟାରେ ବୁଡ଼ିଯିବା ଘଟଣାରେ ନିଖୋଜ ଛାତ୍ରୀଙ୍କ ମୃତଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ। ଦୀର୍ଘ ସମୟ ଧରି!-->…
ଆସନ୍ତାକାଲି ଦିନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ
ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ପରୀକ୍ଷା ଫଳ ଜୁନ୍ ୨ ତାରିଖ (ଶୁକ୍ରବାର) ପୂର୍ବାହ୍ଣ ୧୧ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ‘ଓଜେଇଇ’ର ୱେବ୍ସାଇଟ୍ରୁ ଏହି ଫଳାଫଳ ଜାଣିପାରିବେ।
ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ!-->!-->!-->…
ୟୁଜିସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷୀତି ଭୂଷଣ ଦାସ
ଭୁବନେଶ୍ବର: ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ!-->…
ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି
ପୁରୀ : ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ। ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ!-->…