ରେସଲରଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳ

ନୂଆଦିଲ୍ଲୀ :ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍‌ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। ଦିଲ୍ଲୀ ପୁଲିସ ରେସଲରଙ୍କ

ପୁରୀରେ ସ୍ନାନଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ 5T ସଚିବ ଭି.କେ. ପାଣ୍ଡିଆନ୍‌

ପୁରୀ: ପୁରୀରେ 5T ସଚିବ ଭି.କେ. ପାଣ୍ଡିଆନ୍‌। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ପ୍ରତି ସପ୍ତାହରେ ଭିକେ

ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା : ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଆଜି ସକାଳେ ଉଦ୍ଧାର ହୋଇଛି। ଉକ୍ତ ମହିଳାଙ୍କ ନାଆଁ ତୁଳସୀ ମାଢି ବୋଲି ଜଣାଯାଇଛି। ଏବେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ନିଖୋଜ ଗୋବିନ୍ଦ ସରଦାରଙ୍କୁ ଉଦ୍ଧାର

ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା

ପାରାଦୀପ: ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ପାରାଦୀପ ଆଦର୍ଶଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଅଟୋ ଷ୍ଟାଣ୍ଡ ନିକଟରେ ଏକ ପିଣ୍ଡିରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଡ଼ ପଡିଆ ରେବିକା ହୋଟେଲ

କଟକ ଏସସିବିରୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ

କଟକ : କଟକ ଏସସିବିରୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ । ବାଥ ରୁମ ଯିବା ବାହାନାରେ ଛୁ ମାରିଲା । ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ । ଚମ୍‌ମ୍ପଟ ମାରିଥିବା ବିଚାରଧୀନ କଏଦୀ ହେଲେ ଜଗତସିଂପୁର ନାଉଗାଁର ସଜନ ଦାସ । ଏକ

ଘରେ ପତ୍ନୀଙ୍କୁ ଭେଟିପାରିବେ ମନୀଷ ସିସୋଦିଆ, କୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତାକାଲି ସକାଳ ୧୦ଟାରୁ ଅପରାହ୍ନ ୫ଟା ଭିତରେ ଘରକୁ ଯାଇ ପତ୍ନୀକୁ ଭେଟି ପାରିବାର ଅନୁମତି ମିଳିଛି। ତେବେ ଏହି ସମୟରେ ସେ ଇଣ୍ଟରନେଟ୍ ବ୍ୟବହାର

ପୁଣି ମାଈ ହାତୀର ମୃତଦେହ ଠାବ…

ଢେଙ୍କାନାଳ: ପୁଣି ହାତୀ ମୃତ। ସନ୍ଦେହଜନକ ଅବସ୍ଥାରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ ବୋରାପଦା ଖମାର ଗାଁରେ ଥିବା ଏକ ଫାର୍ମ ହାଉସ୍‌ ପରିସରରୁ ମୃତଦେହ ଠାବ ହୋଇଛି। ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ଆସି ମାଇ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ନିଜ ଅପରେଟରଙ୍କୁ ମାରିଦେଲା କୃତ୍ରିମ ବୁଦ୍ଧି ପରିଚାଳିତ ଡ୍ରୋନ !

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଣିଷ ସଭ୍ୟତା ପାଇଁ ଆଣବିକ ଯୁଦ୍ଧ ପରି ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ଯାହା କହିଛନ୍ତି ତାହା ଭୁଲ ନୁହେଁ। ଏବେ ଏପରି ଏକ ଘଟଣା ଘଟିଛି। କୃତ୍ରିମ ବୁଦ୍ଧି ପରିଚାଳିତ ଏକ ଡ୍ରୋନ ତାହାର ପରୀକ୍ଷଣ ବେଳେ ନିଜ ଅପରେଟରଙ୍କୁ

ଏନ ୱାଇ କେ ପକ୍ଷରୁ ମିଶନ ଲାଇଫ କାର୍ଯକ୍ରମ…

ଫୁଲବାଣୀ :ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଗୋପବନ୍ଧୁ ବାଳା ଶ୍ରମ ଫୁଲବାଣୀ ଠାରେ ମିଶନ ଲାଇଫ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ପ୍ରଫେସର ପ୍ରସନ୍ନ କୁମାର ବିଶୋଇ ଯୋଗ ଦେଇ ଥିବା ବେଳେ

ବୋନସ କାହାରି ଦୟା ନୁହେଁ ବୋନସ ଆମର ହକ: ସରୋଜ କର୍ଣ୍ଣ…

ଫୁଲବାଣୀ ୨/୬/୨୩: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ ମହାନ୍ତି ଙ୍କ ଆହ୍ଵାନ କ୍ରମେ ଆଜି ଫୁଲବାଣୀ ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରା କୋର୍ଟ ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲପାଳଙ୍କୁ ଦାବୀ ପତ୍ର ପ୍ରଦାନ