ଦାବି ପୂରଣ ନ ହେବା ଯାଏ ଚାଲିବ ଆନ୍ଦୋଳନ : ସମୂହ ଛୁଟିରେ ଅମଲା…

ଭଦ୍ରକ: ପୂର୍ବ ନିଷ୍ପତ୍ତି ଅନୁଯାୟୀ ମିଳିତ ଅମଲା ଛୁଟି ନେଇ ନ୍ୟୋୟୋଚିତ ଦାବି ହାସଲ ଲାଗି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି, ଏଥି ଯୋଗୁ ତହସିଲ, ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନିବନ୍ଧନ କାର୍ଯ୍ୟାଳୟ ,କୃଷି ଶିକ୍ଷା ପାନୀୟଜଳ ଇଂ ଜନିୟରିଙ୍ଗି ବିଭାଗ, ସେବା କର ମେଡିକାଲ କୋଷଗାର ଠାରୁ

ପକାରୀ ଗ୍ରାମର ବିଭିନ୍ନ ସମସ୍ୟା ନେଇ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶାର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତରେ ପକାରୀ ଗ୍ରାମର ବିଭିନ୍ନ ସମସ୍ୟା କୁ ନେଇ ଏକ ୮ ଦଫା ସମ୍ମିଳିତ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା

ଅନଲାଇନ ଠକାମି : ପାର୍ଟ ଟାଇମ କାମ ଲୋଭରେ ହରାଇଲେ ୨ ଲକ୍ଷ ଟଙ୍କା

ହିଂଜିଳିକାଟୁ : ମୋବାଇଲକୁ ଫୋନ , ମେସେଜ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏବେ ଘରେ ବସି ପାର୍ଟ ଟାଇମ କାମ ନିମନ୍ତେ ଲୋଭନୀୟ ଅଫର ଆସୁଛି । ଏଥିରେ ପାର୍ଟ ଟାଇମ କାମ ତ ମିଳୁନି କିନ୍ତୁ ପ୍ରତାରଣାର ଶିକାର ହେଉଛନ୍ତି ଅନେକ ନୀରିହ ବ୍ୟକ୍ତି । ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଅପପ୍ରୟୋଗ କରି

ବ୍ରହ୍ମପୁର ମହାନଗର ନିଗମ ରହିଥିବା ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବୈଠକ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ରହିଥିବା ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଆଜି ଏକ ବୈଠକ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, କମିସିନର ଜେ.

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ : ୨ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମ ନିକଟ ସମୁଦ୍ରରେ ଗାଧୋଇବା ବେଳେ ଆଜି ସକାଳ ୬ଟାରେ ସମୁଦ୍ର ପାଣିରେ ବୁଡ଼ିଯିବା ଘଟଣାରେ ନିଖୋଜ ଛାତ୍ରୀଙ୍କ ମୃତଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ।

ମାଳତୀ ମା’ କୁ ଭେଟିଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍

ଭଦ୍ରକ : ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କଶଟି ଗାଁ ର ମାଳତୀ ଜେନା ଯାହାଙ୍କର କେହି ନାହାନ୍ତି। ଆଉ ମାଳତୀ ମା କୁ ଭେଟିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ | ମାଳତୀ ମା ଗାଁ ର ଯୁବକମାନଙ୍କୁ ଧରି ଏକ ଘର ନିର୍ମାଣା ପାଇଁ ଆର୍ଥିକ ସହାୟତା କରିଛନ୍ତି। ଖୁବଶୀଘ୍ର

ଏମ୍.କେ.ସି.ଜି ର ମୁଖ୍ୟ ଫାଟକ ସର୍ବସାଧାଣଙ୍କ ଲାଗି ଚବିଶି ଘଂଟିଆ ଖୋଲାଯାଉ

ବ୍ରହ୍ମପୁର : ଏମ୍.କେ.ସି.ଜି ର ମୁଖ୍ୟ ଫାଟକ ସର୍ବସାଧାଣଙ୍କ ସକାସେ ଚବିଶି ଘଂଟିଆ ଖୋଲାଯାଉ ଓ ପର୍କିଙ୍ଗ ନାମରେ ଅର୍ଥ ଅଦାୟକୁ ସମ୍ପୁର୍ଣ ବନ୍ଦ କରିବା ଦାବିରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଦାବି ପତ୍ର ଆରଡିସି ଙ୍କୁ ପ୍ରଦାନ କରାଯାଇଛି।-ଏ-ମ୍.କେ.ସି.ଜି. ମେଡ଼ିକାଲ ପ୍ରଶାସନ

ଘୁର୍ଣ୍ଣିଝଡ଼ର ପ୍ରକୋପ : ସତିଗୁଡ଼ା ଡ୍ୟାମରେ ଡଙ୍ଗା ବୁଡି ଦୁଇ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସହିତ ବିଦ୍ୟୁତ ସରବରାହ ଠପ୍ ରହିଛି। ମାଲକାନଗିରି ସତିଗୁଡ଼ା ଜଳଭଣ୍ଡାର ଠାରେ ମତ୍ସ୍ୟଜୀବୀ ଙ୍କ ଡଙ୍ଗା