ସମୁଦ୍ରରେ ବୁଡି ଜଣେ ମୃତ୍ୟୁ ଓ ଜଣେ ନିଖୋଜ…

ଛତ୍ରପୁର : ଗଞ୍ଜାମ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି | ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ ଜଣେ ମୃତ ଜଣେ ନିଖୋଜ ରହିଛନ୍ତି | ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ଜଣକ ହେଲେ ଶେରଗଡ଼ର ହରିକୃଷ୍ଣପୁର ର

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ..!

ଯାଜପୁର : ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର । ଯାଜପୁର୍‌ ରୋଡ ଟମକା ଥାନା ଅନ୍ତର୍ଗତ ରଥପଦା ଛକ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟମ୍‌କା

ଖଣି ମାଫିଆ ସୁଶାନ୍ତ ବରାଡ଼ ଗିରଫ…

ନୟାଗଡ଼ : ଗିରଫ ହେଲା ଡ଼ନ ଖଣି ମାଫିଆ। ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ NGTର ଛାଡ ପରେ ବନ୍ଧା ହେଲେ ଖଣି ମାଫିଆ ସୁଶାନ୍ତ ବରାଡ଼ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ କ୍ରିମିନାଲ ମାମଲା ଚାନ୍ଦପୁରପୁର ଥାନାରେ ତହସିଲଦାର

ବାପାକୁ କୁରାଢ଼ିରେ ହାଣି ମାରିଦେଲା ପୁଅ…

ପିପିଲି: ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୁଅ ଜିତୁ

ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ

ବଲାଙ୍ଗିର: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁ ରେ ମହୁଲ ଫଳ ଗୋଟାଇବାକୁ ଯିବା ବେଳେ ଘଟିଛି ଅଘଟଣ । ପାରିବାରିକ କଳହ ହେତୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଇଛି

ଟ୍ରାକଟରରୁ ପଡ଼ି ମହିଳାଙ୍କ ମୃତ୍ୟୁ : ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ

ଦାରିଙ୍ଗବାଡି, ୧/୬ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ହାତିମୁଣ୍ଡା ଗ୍ରାମର ଡ୍ରେଙ୍ଗେମାଲା ସାହିର ନିବି ମଳିକର ସ୍ତ୍ରୀ ସଜମିତା ମେରାମାଝୀ (୧୯) ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଟ୍ରାକ୍ଟରରୁ ଛିଡି ପଡି ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ହେଲେ

ପାନପୋଷ ଓ ବଣାଇ ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟର ସମୁହ କିରାଣୀ ଗଲେ ଛୁଟିରେ, ଜନସାଧାରଣ ପ୍ରଭାବିତ

ପାନପୋଷ : ଆଜିଠାରୁ ପାନପୋଷ ଓ ବଣାଇ ଉପଖଣ୍ଡରେ ଥିବା ସମସ୍ତ ତହସିଲ, ବ୍ଳକ, ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ସରକାରଙ୍କ ଅଧିନସ୍ଥ ଆର.ଡି,ଆର.ଏଣ୍ଡ.ବି,ପି.ଏଚ.ଡି,ସମେତ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରଙ୍କ ଅଧିନସ୍ଥ କାଯାଳୟ ଏବଂ ଜିଲ୍ଲାପାଳଙ୍କ କାର୍ରଯ୍ୟାଳୟ କାର୍ଯରତ ବରିଷ୍ଠ ଓ

କଳାକାର ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, ତା. ୦୧/୦୬ : କଳାକାର ହିତୈଷୀ ଦାବି ନେଇ ଆଗାମୀ ଜୁଲାଇ ତିନି ତାରିଖ ଦିନ ରାଜ୍ୟବ୍ୟାପୀ କଳାକାର ଶୋଭାଯାତ୍ରା ସହ ସମ୍ପୃକ୍ତ ଅଞ୍ଚଳର ରାଜସ୍ବ କମିଶନର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେବା ପରିପ୍ରେକ୍ଷୀରେ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ

କନ୍ଧମାଳ ଜିଲ୍ଲାର କୁଖ୍ୟାତ ଗଂଜେଇ ମାଫିଆ ବଣ୍ଟି ଗୁରୁଚରଣ ସାହାଣୀ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ମାଫିଆ ବଣ୍ଟି ଗୁରୁଚରଣ ସାହାଣୀ ଗିରଫ କରିବାରେ ସଫଳ ହୋଇଛି | ଏହି କ୍ଷେତ୍ରରେ ୭୫ କିଲୋ ଗଞ୍ଜେଇ ସହ ଏକ୍ସୟୁଭି କାର ଓ ଅନ୍ୟ ଏକ ମାଫିଆ ସହଯୋଗୀକୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ। ଗୁରୁଚରଣ ନାରେ ରହିଛି

ବିଶ୍ୱ ତମାଖୁ ଦିବସ ପାଳିତ

ଫୁଲବାଣୀ: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଜିଲ୍ଳା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ତମାଖୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି lଏହି ଅବସରରେ କନ୍ଧମାଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଫୁଲବାଣୀ ସଦରମହକୁମା ଚିକିତ୍ସାଳୟର ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ମିଳିବ ଭାବେ ଉପସ୍ଥିତ ରହି କୃତି