ରେସଲରଙ୍କ ପାଇଁ କାଲି ଚାଷୀ ସଂଗଠନର ବଡ଼ ମହାପଞ୍ଚାୟତ…

ନୂଆଦିଲ୍ଲୀ : ଦେଶର ଷ୍ଟାର ରେସଲରମାନେ କରୁଥିବା ବିକ୍ଷୋଭ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଆସନ୍ତାକାଲି ଚାଷୀ ସଂଗଠନ ପକ୍ଷରୁ ମହାପଞ୍ଚାୟତ ବସିବ। ଦୀର୍ଘ ମାସ ହେଲାଣି ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ

ଆସନ୍ତା ଶିକ୍ଷା ବର୍ଷ ଠାରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡ଼ା ବିଷୟବସ୍ତୁ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଶିକ୍ଷା ବର୍ଷ (୨୦୨୪-୨୫)ରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି

ଦେଶର ଅଭିବୃଦ୍ଧି ହାର ୭.୨%

ନୂଆଦିଲ୍ଲୀ : ଦେଶର ଜିଡିପି ଅଭିବୃଦ୍ଧି ହାର ୭.୨% ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୭.୨% ହାରରେ ବୃଦ୍ଧି ପାଇଛି। ଏହାର ପୂର୍ବ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୧% ରହିଥିଲା। ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ଆରବିଆଇ କରିଥିବା ଆକଳନକୁ ଏହା ମାତ ଦେଇଥିବା ସରକାର

ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ

ଭୁବନେଶ୍ୱର: ରାଜଧାନୀରେ ରାତିରେ ବୁଲୁଛି ହାତୀ । ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ । ମେନ୍‌ ରୋଡ଼ ଉପରେ ବୁଲିଲା ହାତୀ । ହାତୀକୁ ଦେଖି ଲୋକେ ଛାନିଆ । ମୈତ୍ରୀ ବିହାରର ନୂଆ ରାସ୍ତାରେ ଦେଖିବାକୁ ମିଳିଲା ହାତୀ । ତେବେ ହାତୀଟି କାହାର କିଛି କ୍ଷୟକ୍ଷତି କରିନାହିଁ ।

୨୦୧୩ ଭଳି ସ୍ଥିତି ନାହିଁ, ନିଜକୁ ମଜବୁତ କରିଛି ଭାରତ: ମୋର୍ଗାନ ଷ୍ଟାନଲୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ନିଜକୁ ବଦଳାଇଛି। ବିଶ୍ୱସ୍ତରରେ ନିଜର ସ୍ଥିତିକୁ ମଜବୁତ କରିଛି ଓ ଏସିଆ ଏବଂ ବିଶ୍ୱର ଅଭିବୃଦ୍ଧିରେ ପ୍ରମୁଖ ସଦସ୍ୟ ସାଜିଛି ବୋଲି ଆମେରିକୀୟ ବ୍ୟାଙ୍କିଂ ସଂସ୍ଥା ମୋର୍ଗାନ ଷ୍ଟାନଲୀ ତା’ ରିପୋର୍ଟରେ ଦାବି କରିଛି।ସଂସ୍ଥା

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ ସହାୟକ

ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଗତ ୨୦୨୨ ରେ ଭିଆରଏସ ନେଇଥିବା ଫରେଷ୍ଟ ଗାର୍ଡ

ପଥର ଖାଦାନରେ ଦୁର୍ଘଟଣା: ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର : ବେଆଇନ କଳାପଥର ଖାଦାନରୁ ଖସି ପଡି ୨ଜଣ ଶ୍ରମିକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ। ଆଜି ସକାଳେ ଖାଦାନରେ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅତଡା ଖସି ଜଣେ ଶ୍ରମିକଙ୍କ ଘଟଣା ସ୍ଥଳରେ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି  ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ

ଦେଢ଼ଶୁର ଓ ପୁତୁରାଙ୍କ ଆକ୍ରମଣରେ ଭାଇବୋହୂ ଆହତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ପଂଚାୟତ ନାନ୍ଦପୁର ଗାଁରେ ଜମିଜମା ବିବାଦକୁ ନେଇ ଉଗ୍ର ରୂପ ଦେଖିବାକୁ ମିଳିଛି। ନାନ୍ଦପୁର ଗାଁର ବୁଧୁରାମ ବେହେରାଙ୍କ ସ୍ତ୍ରୀ ଆରତୀ ବେହେରାଙ୍କୁ ତାଙ୍କ ବଡ଼ ଭାଇ ଶିବ ବେହେରା ଓ ତାଙ୍କୁ ପୁଅ ଶୁଶାନ୍ତ ବେହେରା ଲୁହାରଡ଼

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍‌

ଭୁବନେଶ୍ୱର: ରାଜଧାନୀରେ ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା କେନାଲ ରାସ୍ତାରେ ସିରିଜ ଲୁଟ୍‌। ଭୋର ସମୟରେ ଝରକା ଭାଙ୍ଗି ଘରେ ପଶି ସବୁ ଲୁଟିନେଲେ ଲୁଟେରା। ପ୍ରାୟ ୨ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି। କେନାଲ ରୋଡ଼ରେ ତିବା