ଆପ୍ ଛାଡ଼ି ବିଜେପିରେ ମିଶିଥିବା ସାଂସଦମାନଙ୍କୁ ଦେଶଦ୍ରୋହୀ କହିଲେ ଭଗବତ ମାନ

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଘବ ଚଢ଼ାଙ୍କ ସହ ଆପର ୭ଜଣ ସାଂସଦ ବିଜେପିରେ ମିଶିବା ଘୋଷଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ପଞ୍ଜାବ ବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି। ଶରଦ ପାୱାରଙ୍କ ଶିବସେନା (ୟୁବିଟି) ଏବଂ କଂଗ୍ରେସ

ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା କରି ହେବନି ଆଧାର କାର୍ଡରେ ଠିକଣା ଅପଡେଟ୍

ନୂଆଦିଲ୍ଲୀ : ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା ଆଧାର କାର୍ଡରେ ଠିକଣା ଅପଡେଟ୍ କରି ହେବ ନାହିଁ। ଫଳରେ ବ୍ୟାଙ୍କିଂ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଏ। ସରକାରୀ ଯୋଜନାର ଲାଭ ପାଇବା ମଧ୍ୟ କଷ୍ଟକର ହୋଇପଡ଼େ। ଏହି ସମସ୍ୟାର ସମାଧାନ ପାଇଁ, ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ

ଆପ୍ ରାଜନୀତିରେ ଝଡ଼, ବିଜେପିରେ ମିଶିଲେ ୭ ସାଂସଦ

ନୂଆଦିଲ୍ଲୀ : ଆପ୍ ରାଜନୀତିରେ ଝଡ଼ । ଆମ ଆଦମୀ ପାର୍ଟିର ବଡ଼ ଧରଣର ବିଭାଜନ । ବିଜେପିରେ ମିଶିଲେ AAPର ୭ ସାଂସଦ! । ବିଜେପିକୁ ଯାଇଥିବା ୭ ସାଂସଦମାନେ ହେଲେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହନି ଏବଂ ସ୍ୱାତି ମାଲିୱାଲ। ଆଜି

ପ୍ରତି ପଞ୍ଚାୟତକୁ ଆର୍ଥିକ ଭାବରେ ସୃଦୃଡ଼ କରିବା ଆମ ଲକ୍ଷ୍ୟ ହେବା ଉଚିତ : କୋରାପୁଟ ଜିଲ୍ଲାପାଳ

ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଆୟୋଜିତ କୋରାପୁଟ : ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ଆୟୋଜିତ ହୋଇଯାଇଛି I ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗ ଦେଇ ପଞ୍ଚାୟତ ସ୍ତରୀୟ ବିକାଶ ନିମନ୍ତେ ସରକାରଙ୍କ

ମନ୍ତ୍ରୀ ଓ ବିଧାୟକଙ୍କ କଟିବ ଅଧା ଦରମା, ତେଲଙ୍ଗାନା ସରକାରଙ୍କ ଐତିହାସିକ ନିଷ୍ପତ୍ତି !

ତେଲଙ୍ଗାନା : ତେଲଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ଅଧା ଦରମା କାଟି ଦିଆଯିବ । ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପେନସନ ଦେବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ତେଲଙ୍ଗାନା କ୍ୟାବିନେଟ ମୁଖ୍ୟମନ୍ତ୍ରୀ

ଗଙ୍ଗାରେ ନୌକାବିହାର କଲେ ପ୍ରଧାନମନ୍ତ୍ରୀ, ଉଠାଇଲେ ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ

କୋଲକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିବା ପରେ କୋଲକତାରେ ହୁଗୁଳୀ ନଦୀରେ ସମୟ ଅତିବାହିତ କରିଛନ୍ତି । ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି ବିଦ୍ୟାସାଗର ସେତୁ ଏବଂ ହାୱଡା

ଓଲଟିଲା ନାଇଟ୍ରୋଜେନ ଭର୍ତ୍ତି ଟ୍ୟାଙ୍କର, ଗ୍ୟାସ୍ ଲିକ୍ ନେଇ ଲୋକେ ଭୟଭୀତ

ନୂଆଦିଲ୍ଲୀ : ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ପଛରୁ ଆସୁଥିବା ଟ୍ରକକୁ ଧକ୍କା ଦେବାରୁ ଗ୍ୟାସ୍ ଲିକ୍ ହେଉଛି । ଏଥିପାଇଁ ରାସ୍ତାରେ ଯାଉଥିବା ଯାତ୍ରୀ ଭୟଭୀତ ହୋଇଛନ୍ତି । ୟୁପି-ଉତ୍ତରାଖଣ୍ଡ ବର୍ଡର

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ତାଙ୍କ ପରିବାରକୁ ହତ୍ୟା ଧମକ, ଜଣେ ଗିରଫ

ମୁମ୍ବାଇ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ନାଗପୁର ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ଦାୟର କରି ତାଙ୍କୁ ଗିରଫ କରିଛି । ପୋଲିସ କହିବା ମୁତାବକ, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ

ଡମ୍ପର-ବୋଲେରୋ ଧକ୍କା, ୩ ମୃତ, ୫ ଗୁରୁତର

ରାଜସ୍ଥାନ : ରାଜସ୍ଥାନ ଚୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ପର ଏବଂ ବୋଲେରୋ ଧକ୍କା ହେବା ପରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ିରେ ଥିବା ୩ ଜଣଙ୍କ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିଳମ୍ବିତ ରାତିରେ ଥିରପାଲୀ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା ।

ଇରାନ ବିରୋଧରେ ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ ବିରୋଧରେ ଟ୍ରମ୍ପଙ୍କ ଭୟଙ୍କର ନିର୍ଦ୍ଦେଶ । ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି । ଇରାନୀ ତେଲ ଟ୍ୟାଙ୍କର ଉପରେ ଆମେରିକାର ଚଢ଼ାଉ । ଇରାନରୁ ତେଲ ଚୋରା ଚାଲାଣ ରୋକିବାକୁ ଭାରତ ମହାସାଗରରେ ଆମେରିକା ସେନା ବଡ଼ ଧରଣର ଅପରେସନ କରିଛି । ଏହାର