Sign in
Sign in
Recover your password.
A password will be e-mailed to you.
ଯୁଦ୍ଧ ରୋକିବାକୁ ପାକିସ୍ତାନରେ ବଡ଼ ବୈଠକ, ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ: ପାକିସ୍ତାନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍, ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଇସଲାମାବାଦରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ!-->…
ସମୁଦ୍ର ପଥରେ ଭାରତକୁ ଆସିପାରୁନି ତେଲ: ଓଡ଼ିଶାରେ କଟକଣା ଲାଗୁ, ନମାନିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ଏହି ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି ନୂଆ ନିୟମ ଆଣିଛନ୍ତି । ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦!-->…
କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ
ସମ୍ୱଲପୁର: ସମ୍ୱଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ମାରିଦେବାକୁ ଦିଆଗଲା ଧମକ। ସମ୍ବଲପୁର ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମ କଭରେଜ୍ କରିବା ସମୟରେ ଜଣେ ସାମ୍ବାଦିକଙ୍କୁ ହଇରାଣ କରାଯିବ ସହ ତାଙ୍କୁ ହତ୍ୟା ଧମକର ଦିଆଯାଇଛି।
!-->!-->!-->…
ବେଆଇନ ଗୋଦାମ ଉପରେ ଚଢ଼ାଉ, ୫୦୦ ଏଲପିଜି ସିଲିଣ୍ଡର ଜବତ
କଟକ:୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ । ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣ ଝରିଲୋରେ ଏକ ବେଆଇନ ଗୋଦାମ ଉପରେ ପୁଲିସ୍, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍ ଚଢାଉ କରାଯାଇଥିଲା। ଫୁଲନଖରା-ନିଆଳି ରାଜ୍ୟ ରାଜପଥ ୬୦ ପାର୍ଶ୍ୱରେ!-->…
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୪୭ ମାଓ କ୍ୟାଡର
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ନିକଟରେ ମୋଟ ୪୭ ଜଣ ମାଓ କ୍ୟାଡର ୩୨ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଯାହା ବସ୍ତର ନକ୍ସଲ ନେଟୱାର୍କକୁ ବଡ଼ ଝଟକା । ପୋଲିସ!-->…
ଏସବିଆଇରେ ଗ୍ରାହକଙ୍କୁ ଆକ୍ରମଣ ଘଟଣା ; ମ୍ୟାନେଜର ନିଲମ୍ବିତ
ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ ଶାଖାରେ କିଛିଦିନ ଧରି କ୍ୟାସିୟର ଜିତେନ୍ଦ୍ର ପ୍ରସାଦ ଦାସ ଗ୍ରାହକଙ୍କୁ ଅଶାଳିନ ବ୍ୟବହାର କରିବା ସହ ନାନା ପ୍ରକାରର ଅସୁବିଧା ଆଳ ଦେଖାଇ ଗ୍ରାହକଙ୍କୁ ଅସୁବିଧାରେ ପକାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ଏପରି!-->…
ବିହାରୀ ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ, ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ
ସୁନ୍ଦରଗଡ଼ : ବିହାରୀ ଠକ ଗ୍ୟାଙ୍ଗ ଗିରଫ । ସିଦ୍ଧ ପଣ୍ଡିତ ନାଁରେ ଘରେ ପଶି ଲୁଟୁଥିଲେ ଟଙ୍କା ଓ ଗହଣା। ସୁନ୍ଦରଗଡ଼ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଧରାପଡ଼ିଲା ଗ୍ୟାଙ୍ଗ୍ । ଏମାନଙ୍କ ଠାରୁ ପିତ୍ତଳ ମୂର୍ତ୍ତି, ପୂଜାପାଠ ବହି, ୭ ମୋବାଇଲ ଫୋନ, ବିଭିନ୍ନ ରତ୍ନ ପଥର ଓ!-->…
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ
ନବରଙ୍ଗପୁର : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ସ୍କୁଲ ତଦନ୍ତ କମିଟିର ରିପୋର୍ଟ ଆଧାରରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ପ୍ରଧାନଶିକ୍ଷକଙ୍କ ଅସଦାଚରଣ ନେଇ ନିଜେ ନାବାଳିକା ଟାଉନ ଥାନାର!-->…
ଆସନ୍ତାକାଲିଠୁ ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ !
ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ତାତି ପରେ କାଳ ବୈଶାଖୀ ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତାକାଲି ଠୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଠୁ ଉତ୍ତରଓଡ଼ିଶା ସମୁଦ୍ର ଉପକୂଳରେ କାଳବୈଶାଖୀ ଆଶଙ୍କା ସୃଷ୍ଟି!-->…
ଘର ଆଗରେ ଗାଡ଼ି ପାର୍କିଂକୁ ନେଇ ମରଣାନ୍ତକ ଆକ୍ରମଣ; ଗୋଟିଏ ପରିବାରର ୩ ଆହତ
ଭୁବନେଶ୍ୱର : ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ । ଖଣ୍ଡା ଧରି ଆକ୍ରମଣ କଲେ ଦୁର୍ବୃତ୍ତ । ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଘର ସାମ୍ନାରେ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ଉଠିଛି ବିବାଦ। ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ ପରିବାରର!-->…