Sign in
Sign in
Recover your password.
A password will be e-mailed to you.
କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ମନା
ରାଜନଗର : ମେ ୧ରୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା!-->…
ବେଆଇନ୍ କରତ କଳ ଉପରେ ଚଢ଼ାଉ, ବନ୍ଧୁକ ଓ ମାରଣାସ୍ତ୍ର ଜବତ…
ବ୍ରହ୍ମପୁର /ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ରେ ଛତୁ ଫିଟିଲା ପରି ବେଆଇନ କରତ କଳ ଯାହା ଫଳରେ ଗଞ୍ଜାମ ଜିଲ୍ଲା ରେ ଥିବା ସୁନ୍ଦର ଜଙ୍ଗଲ ଧ୍ବଂସ ହେବାକୁ ଗଲାଣି l ମୁଖ୍ୟତଃ କାଠ ମାଫିଆ ମାନେ ଜଙ୍ଗଲ ର ମୂଲ୍ୟ ବାନ ଗଛ କାଟି ଚୋରା ଚାଲାଣ ରେ ଲାଗି ପଡିଛନ୍ତି l ସେଥିରେ ସାମିଲ ଅଛନ୍ତି କିଛି!-->…
ଟ୍ରେନଲାଇନ କଡ଼ରୁ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଭୁବନେଶ୍ବର: ଟ୍ରେନଲାଇନ କଡ଼ରେ ଟେକ୍ସଟାଇଲ କମ୍ପାନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର ଭିଏସଏସ୍ ନଗର ତାରିଣୀ ବସ୍ତି ନିକଟ ଟ୍ରେନ ଲାଇନରୁ ମିଳିଛି ମୃତଦେହ । ମୁହଁରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୃତଦେହ ଜବତ କରିଛି RPF ଓ ଜିଆରପି ପୋଲିସ । ମୃତକ!-->…
ଜଳୁଛି ନଳବଣ, ବିପଦରେ ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କ ଜୀବନ
ପିପିଲି : ନଳବଣରେ ନିଆଁ । ଚିଲିକାର ଅଭୟାରଣ୍ୟର ନଳବଣରେ ଲାଗିଛି ନିଆଁ । ପୁରୀ ଜ଼ିଲ୍ଲା କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତ ଗୁରୁବାର ରାତିରେ ନଳବଣରେ ନିଆଁ ଲାଗିଥିଲା। କେହି ଦୁବୃର୍ତ୍ତ ମାଛ ଧରିବା ପାଇଁ ନଳବଣରେ ନିଆଁ!-->…
ପ୍ରେମିକର ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲା ପ୍ରେମିକା
ଅନୁଗୁଳ: ପ୍ରେମିକ ପରେ ଝୁଲି ପଡ଼ିଲା ପ୍ରେମିକା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା । ସଖୀ ସେଣ୍ଟରର ବାଥରୁମରେ ଓଢଣିରେ ଝୁଲି ପଡ଼ିଲେ ନାବାଳିକା । ନାବାଳିକା ଜଣଙ୍କ ଅନୁଗୁଳ ସଦର ଥାନା ସମାକୋଇ ଗାଁର । କିଛି ଦିନ ତଳେ ସେ ପ୍ରେମିକଙ୍କ!-->…
ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର । ଏନେଇ ସେ ଏକ ଭିଡିଓ ବାର୍ତ୍ତା!-->…
ଝୋଟ ଚାଷ ନିମନ୍ତେ ଚାଷୀ ସଚେତନା ଶିବିର…
ନୟାଗଡ଼: ସ୍ୱେଚ୍ଛାସେବୀ ଅନୁଷ୍ଠାନ ହମାସ୍ ର ଆୟୋଜନରେ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ନୁଆଗାଁ ବ୍ଳକର ସିକ୍ରୀଡା ଗ୍ରାମ ପଞ୍ଚାୟତ ଠାରେ ପ୍ରଥମ ଥର ଝୋଟ ଚାଷ ଅଗ୍ରଗତି ନିମନ୍ତେ ନୂଆଗାଁ , ଖଣ୍ଡପଡା ଓ ଦଶପଲ୍ଲା ବ୍ଲକର ଶତାଧିକ ଚାଷୀଙ୍କୁ ନେଇ ଗୋଟିଏ ସଚେତନ ଶିବିର ଅନୁଷ୍ଠିତ!-->…
ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ :ପ୍ରାଣୀ ସମ୍ପଦର ସୁରକ୍ଷା ହିଁ ଆମ ଅର୍ଥନୀତିର ମୂଳଦୁଆ…
ମାଲକାନଗିରି,୨୫/୪/୨୬:ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗ!-->…
ଜିଲ୍ଲାସ୍ତରୀୟ ପଂଚାୟତରାଜ ଦିବସ ପାଳିତ
ଛତ୍ରପୁର : ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ବେହେରା,!-->…
ସମ୍ପୂର୍ଣା ଶ୍ରୀ ମିଶନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଗଞ୍ଜାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ
ଗଞ୍ଜାମ ଜିଲ୍ଲାଗସ୍ତରେ ଉପମୁଖ୍ୟମନ୍ତ୍ରୀ : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ସମୀକ୍ଷା
ଛତ୍ରପୁର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଗଞ୍ଜାମ ଜିଲ୍ଲାଗସ୍ତରେ ଆସି ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ!-->!-->!-->…