୫ ଜୁଆଡ଼ି ଗିରଫ, ୮୫୭୫ ଟଙ୍କା ଜବତ…

add-all

ବାଲୁଗାଁ : ରଜ ପର୍ବ ଅବସରରେ ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟନ୍ତ ଖୁସିର ମାହୋଲ ଖେଳିଯାଇଥିବା ବେଳେ କିଛି ସମୟରେ ଏଭଳି ହେଉଥିବା ଦେଖିବାକୁ ଗଳି କନ୍ଦିରେ ଜୁଆଡ଼ିଙ୍କ ଆସର ବେଶ ଜମୁଥୁବା ଦେଖୁବାକୁ ମିଳୁଛି।

ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ପୋଲିସ ନଜର ରଖିଥିବା ବେଳେ ଯୁଆଡ଼ି ବହୁ ସତର୍କତାର ସହିତ ଚମ୍ପଟ ମାରି ଖେଳିବାରେ ମଜା ନେଉଥିବା ବେଳେ, ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ ନିଜ ସଦଳବଳେ ଯାଇ ୫ ଜଣ ତାସ ପାଲି ଯୁଆଡ଼ି ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୮୫୭୫ ଟଙ୍କା ଜବତ କରି, u/s – 3OGP ACT ଅନୁଯାୟୀ କେଶ ନଂ ୨୬୬/୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଥାନା ଅଧିକାରିଣୀ ସୂଚନା ଦେବା ସହିତ ଅନ୍ୟ ସମସ୍ତ ଜାଗାରେ ନଜର ରଖିଛନ୍ତି ବୋଲି କହିଛନ୍ତି। ପୋଲିସ ପ୍ରଶାସନ ଜୁଆଡ଼ିଙ୍କୁ କାବୁ କରିବା ସାଧାରଣରେ ଆଲୋଚନାରେ ଚର୍ଚ୍ଚାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.