Sign in
Sign in
Recover your password.
A password will be e-mailed to you.
ଟିନା ଅମ୍ବାନୀଙ୍କୁ ଇଡି ସମନ, ତଦନ୍ତ ପାଇଁ ହୋଇନଥିଲେ ହାଜର
ନୂଆଦିଲ୍ଲୀ : ଆଜି ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟୀନା ଅମ୍ବାନୀଙ୍କୁ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପାଇଁ ଇଡ଼ି ସମନ ଜାରି କରିଛି । କିନ୍ତୁ ତଦନ୍ତ ପାଇଁ ଅମ୍ବାନୀ ହାଜର ହୋଇନଥିଲେ । ଖୁବ୍ ଶୀଘ୍ର ଟୀନା ଅମ୍ବାନୀଙ୍କୁ ନୂତନ ସମନ ଜାରି କରାଯିବ ବୋଲି ଜଣାପଡୁଛି ।
!-->!-->!-->…
ବାଂଲାଦେଶ ଉପରୁ ଶୁଳ୍କ ହ୍ରାସ କଲା ଆମେରିକା
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବାଂଲାଦେଶକୁ ବଡ଼ ଆଶ୍ୱସ୍ତି । ସୋମବାର ଦିନ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଏକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଆମେରିକା ବାଂଲାଦେଶ ଉପରୁ ୧୯% କୁ ଶୁଳ୍କ ହ୍ରାସ କରିଛି । ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଆମେରିକା ଏବେ!-->…
ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ମହିଳା ଫୁଟବଲ ମ୍ୟାଚ ରେ ବରଗଡ଼ ବିଜୟୀ
ବାଲିଗୁଡା ତା, ୧୦/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଆକର୍ଷଣୀୟ ମହିଳା ଫୁଟବଲ ମ୍ୟାଚ ବରଗଡ଼ ବନାମ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇ ଏଥିରେ!-->…
ଏମ କେ ସି ଜି ମେଡିକାଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା —
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୀର୍ଘ ଚାରିମାସ ରହିଥିଲେ ବ୍ରହ୍ମପୁର ଜେଲରେ।
ପେଟ ଯନ୍ତ୍ରଣାରେ ଛଟପଟ ହେବା ପରେ ଆଜି ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି ଜେଲ କର୍ତ୍ତୃପକ୍ଷ।
ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ!-->!-->!-->!-->!-->!-->!-->…
ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ଡାକ୍ତର ମାନଙ୍କ ଅବଦାନ ପ୍ରତି ଗୁରୁତ୍ବଦେଇ ତଥା!-->…
୧୪୪ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୨୩ଟି ଶିଳ୍ପ ବିନିଯୋଗକୁ ଅନୁମୋଦନ
ଭୁବନେଶ୍ୱର: ୨୩ଟି ଶିଳ୍ପ ବିନିଯୋଗ ପ୍ରସ୍ତାବକୁ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ ମିଳିଛି । ୧୪୪ତମ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରସ୍ତାବଗୁଡିକର ମୋଟ ବିନିଯୋଗ ପରିମାଣ ୪,୧୧୧,୮୦ କୋଟି ଟଙ୍କା ରହିଛି । ଏହା ଦ୍ୱାରା ୯,୯୨୪ଟି ନିଯୁକ୍ତି!-->…
ପିୟୁସିସି ପାଇବାକୁ ହେଲେ ପୈଠ କରିବାକୁ ହେବ ବକେୟା ଚାଲାଣ
କଟକ: ପ୍ରଦୂଷଣ ପ୍ରମାଣ ପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ। ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ ୧୬୭ ସବ କ୍ଲଚ୍ ୧୨ ଅନୁସାରେ ବକେୟା ଚାଲାଣ ଥିଲେ!-->…
ଆଉ ୨୫୦ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସ । ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି!-->…
ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ AI ଏବଂ QR କୋଡର ହେବ ବ୍ୟବହାର
ଭୁବନେଶ୍ୱର : ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍ । AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର । ପ୍ରଶ୍ନପତ୍ରରେ ରହିବ QR କୋଡ୍ ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ!-->…
୩ ମହିଳାଙ୍କୁ ଦଳିଦେଲା ଦନ୍ତା
ଢେଙ୍କାନାଳ : ଦଳିଦେଲା ଦନ୍ତା ୩ ମହିଳା ମୃତ । ଢେଙ୍କାନାଳ ସଦର ରେଞ୍ଜ କାଇମାଟି ଲୁଚାପଲି ଗାଁରେ ହାତୀ ଆକ୍ରମଣରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୬ ଜଣ ମହିଳା କାଠ ସଂଗ୍ରହ!-->…